ରକ୍ଷାକାଳୀଙ୍କ ବର୍ଷିକ ପୂଜା ଉଦଯାପିତ

61 0

ଯାଜପୁର:ଯାଜପୁର ସହରର ଯୋଡିକୁଅସ୍ଥିତ ହଳଦିପଡ଼ିଆ ଗୋପାଳପୁରରେ ରକ୍ଷାକାଳୀଙ୍କ ଷଷ୍ଠ ବର୍ଷିକ ପୂଜା ଉଦଯାପିତ ହୋଇଯାଇଛି। ଗତକାଲି ଠାରୁ ଚାଲିଥିବା ଏହି ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ସନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଶ୍ବାସ ରହିଛି ମାଙ୍କ ନିକଟରେ ମାନଶୀକ ରଖିଲେ ମନସ୍କାମନା ପୂର୍ଣ ହୋଇଥାଏ। ଉଦଜାପନି ଉତ୍ସବରେ ଭକ୍ତ ଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।

Related Post

ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର

Posted by - July 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର। ଜନ୍ମର ଦେଢ଼ବର୍ଷ ପରେ ହରିଶ୍ଚନ୍ଦ୍ରର ଶରୀରରେ ଏହି ଲକ୍ଷଣ ଦେଖାଦେଇଛି। ଡାକ୍ତର କହୁଛନ୍ତି, ହରିଶ୍ଚନ୍ଦ୍ରର ହୃତ୍‌ପିଣ୍ଡରେ…

ପୂର୍ବତନ ବିଧାୟକ ଙ୍କ ସାମ୍ବାଦଦାତା ସମ୍ମିଳନୀ

Posted by - December 8, 2020 0
ନୀଳଗିରି: (ସୌମ୍ୟା ସାଇ ବାରିକ୍)ନୀଳଗିରି ର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ, ଏକ ସମ୍ବାଦଦାତା ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀ ରେ, ଧାନ ର ଅଭାବୀ ବିକ୍ରି…

ମୁଖିଗୁଡ଼ା ରେ ପାନୀୟ ଜଳ ସଙ୍କଟ, ଜଳ ଯୋଗାଣ ଦାବିରେ ମହିଳାଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

Posted by - December 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ସରକାର ପ୍ରତି ଗାଁକୁ ପାନୀୟଜଳ ର ନାରା ଦେଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। କେବଳ ସ୍ଲୋଗାନ ଦେଇ…

ଲୁହରେ ଭିଜିଲା କ୍ଷେତ୍ରାପାଳ ଗାଁ,ହଜାର ହଜାର ଜନତା ଦେଲେ ଶଶାଙ୍କ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Posted by - February 23, 2021 0
ଯାଜପୁର :ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଶଶାଙ୍କ ଶେଖର ସାମଲ (୩୨) ୨୦୦୭ ମସିହାରେ ସେନାବାହିନୀରେ ଯୋଗଦେଇଥିଲେ। ଲଦାଖରେ ଡ୍ୟୁଟିରେ ଥିବା ବେଳେ ଦେଶ…

କିଏ ସେଇ ବିଜେଡିର ନିର୍ବାଚନ ଯାଦୁଗର ??

Posted by - June 9, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟରେ ବିରୋଧୀ ଧରାଶାୟୀ ହେଲେ। କଂଗ୍ରେସ ଓ କମ୍ୟୁନିଷ୍ଟ ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀର ସମସ୍ତ ପୂର୍ବ…