ଓଡ଼ିଶାର ପ୍ରଖ୍ୟାତ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ

448 0

ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତ ତବଲା ବାଦକ ରାଧାକାନ୍ତ ନନ୍ଦ। ତାଙ୍କ ତବଲାର ତାଳରେ ଝୁମୁଥିଲେ ଦର୍ଶକ। ତବଲା ଉପରେ ତାଙ୍କର ଅଦ୍‌ଭୁତ ଅଙ୍ଗୁଳି ଚାଳନା ଯିଏ ଦେଖୁଥିଲା, ପ୍ରଶଂସାରେ ଶତମୁଖ ହେଉଥିଲା। ଓଡ଼ିଶାର ବଡ଼ ବଡ଼ କଣ୍ଠ ଶିଳ୍ପୀ ତାଙ୍କ ତବଲା ତାଳରେ ଛନ୍ଦୁଥିଲେ ନିଜ ସ୍ୱରର ରାଗିଣୀ। ତାଙ୍କ ତବଲା ତାଳ ବିନା ଯେମିତି ଭଜନ ଅଧୁରା ଲାଗୁଥିଲା। ଆଉ ଆଜି ଶତକୁ ଶତକୁ ସେ ସଙ୍ଗୀତ ଜଗତକୁ ଅଧୁରା କରି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି। ଦୀର୍ଘଦିନ ଧରି କର୍କଟ ରୋଗ ସହ ଯୁଝି ଯୁଝି ଆଜି ୬୩ବର୍ଷରେ ତାଙ୍କର ପରଲୋକ ହୋଇଛି।  ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Facebook Notice for EU! You need to login to view and post FB Comments!

Related Post

ଗଞ୍ଜାମ ଜିଲ୍ଲା କଳାକାର ଏକତା ମଞ୍ଚ ଏବଂ ଘୁମୁସର ମିଳିତ କଳାକାର ସଂଘ ର ବୈଠକ

Posted by - August 7, 2021 0
ବେଲଗୁଣ୍ଠା:06/08(ସୁଶାନ୍ତ କୁମାର ବେହେରା )ଗଞ୍ଜାମ ଜିଲ୍ଲା କଳାକାର ଏକତା ମଞ୍ଚ ଏବଂ ଘୁମୁସର ମିଳିତ କଳାକାର ସଂଘର ମିଳିତ ଆନୁକୂଲ୍ୟରେ ବାଉଁଶଲୁଣ୍ଡିସ୍ଥିତ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଠାରେ…

ବରିଷ୍ଟ କଳାକାର ମାନଙ୍କ ଦ୍ୱାରା ସର୍ବ ମଙ୍ଗଳା ଷ୍ଟୁଡ଼ିଓ ଉଦଘାଟିତ

Posted by - May 21, 2022 0
କୋରାପୁଟ :(ଏସ ସୁନ୍ଦରମ )ଅବିଭକ୍ତ କୋରାପୁଟ ଜିଲ୍ଲାର କଳା ସଂସ୍କୃତି ଓ ସଂଗୀତକୁ ବଜାୟ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଶୁକ୍ରବାର ବୋରିଗୁମ୍ମା ନିକଟସ୍ଥ ଦୁଲାଗୁଡା ଗ୍ରାମ…

ବୌଦ୍ଧ ବ୍ଲକରେ କଳାକାର ମାନଙ୍କର ଚୟନ ପ୍ରକ୍ରିୟା

Posted by - December 18, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଆବେଦନକାରି ଙ୍କ ସାମର୍ଥ୍ୟ ପରୀକ୍ଷା ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସର ରେ ଅଦ୍ୟ ତା.17.12.2021 ରିଖ ଦିନ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

Posted by - December 5, 2018 0
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ…

୨ ମାସ ପର୍ଯ୍ୟନ୍ତ ମାଗଣାରେ ଟିଭି ଦେଖିବେ ଲୋକେ: ଆଇବିଏଫ୍‌ କଲା ଘୋଷଣା

Posted by - March 31, 2020 476
ଭୁବନେଶ୍ୱର ୩୧।୦୩: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ ଡାଉନ୍ । ସେଥିପାଇଁ ସମସ୍ତେ ଏବେ ଘରେ ।ଲୋକେ ଘରେ ରହି ବୋର୍‌ ନ…

Leave a comment

Your email address will not be published.