ଅନୁଗୋଳ କୋର୍ଟ ପରିସରରେ ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଅନୁଗୋଳ ଜିଲ୍ଲାର ଉପ ସଭାପତି ଅଜୁର୍ନ କୁମାର ମୁଦୁଲି ଙ୍କ ସଭାପତିତ୍ବ ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ରୂପେ ସରକାରୀ ଓକିଲ ପରମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ରୂପେ ତାଲଚେର ର ବରିଷ୍ଠ ଆଇନଜୀବି ଅନୁପ କୁମାର ସେନଗୁପ୍ତା,ବିନୟ କୁମାର ବେହେରା ଅନୁଗୋଳ ବାର ର ବରିଷ୍ଠ ଓକିଲ ଦିଲିପ କୁମାର ମହାନ୍ତି, ସଞ୍ଜୟ ମହାପାତ୍ର, ଅନୁଗୋଳ ଜିଲ୍ଲା ସଂପାଦକ ପ୍ରଶାନ୍ତ କୁମାର ରଥ ଏବଂ ଅନୁଗୋଳ ବାର ର ଅରବିନ୍ଦ ସାହୁ, ଅଶୋକ କୁମାର ସାହୁ, ସୁମନ୍ତ ବିଶ୍ୱାଳ, ସୋମନାଥ ରାଉତ, ବିନୋଦ ବିହାରୀ ପ୍ରଧାନ,ଦିଲ୍ଲିପ କୁମାର ସାହୁ, ହେମନ୍ତ କୁମାର ସାହୁ,ଅରୁଣ ବିଶ୍ୱାଳ, ପ୍ରବୋଧ କୁମାର ମହାପାତ୍ର, ପ୍ରଦିପ କୁମାର ସେଠୀ,ପପୁର୍ନ ବାରିକ, ବିନୋଦ ସାମଲ ଆଦି ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ପ୍ରଣେତା ମାନଙ୍କ ର ସ୍ଥିତି ଚାରଣ କରିଥିଲେ ।
Facebook Notice for EU!
You need to login to view and post FB Comments!