ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଅନୁଗୋଳ ଜିଲ୍ଲା ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ ।

403 0

ଅନୁଗୋଳ କୋର୍ଟ ପରିସରରେ ଅଖିଳ ଭାରତୀୟ ଅଧିବକ୍ତା ପରିଷଦ ଅନୁଗୋଳ ଜିଲ୍ଲାର ଉପ ସଭାପତି ଅଜୁର୍ନ କୁମାର ମୁଦୁଲି ଙ୍କ ସଭାପତିତ୍ବ ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ରୂପେ ସରକାରୀ ଓକିଲ ପରମାନନ୍ଦ ମିଶ୍ର, ସମ୍ମାନିତ ଅତିଥି ରୂପେ ତାଲଚେର ର ବରିଷ୍ଠ ଆଇନଜୀବି ଅନୁପ କୁମାର ସେନଗୁପ୍ତା,ବିନୟ କୁମାର ବେହେରା ଅନୁଗୋଳ ବାର ର ବରିଷ୍ଠ ଓକିଲ ଦିଲିପ କୁମାର ମହାନ୍ତି, ସଞ୍ଜୟ ମହାପାତ୍ର, ଅନୁଗୋଳ ଜିଲ୍ଲା ସଂପାଦକ ପ୍ରଶାନ୍ତ କୁମାର ରଥ ଏବଂ ଅନୁଗୋଳ ବାର ର ଅରବିନ୍ଦ ସାହୁ, ଅଶୋକ କୁମାର ସାହୁ, ସୁମନ୍ତ ବିଶ୍ୱାଳ, ସୋମନାଥ ରାଉତ, ବିନୋଦ ବିହାରୀ ପ୍ରଧାନ,ଦିଲ୍ଲିପ କୁମାର ସାହୁ, ହେମନ୍ତ କୁମାର ସାହୁ,ଅରୁଣ ବିଶ୍ୱାଳ, ପ୍ରବୋଧ କୁମାର ମହାପାତ୍ର, ପ୍ରଦିପ କୁମାର ସେଠୀ,ପପୁର୍ନ ବାରିକ, ବିନୋଦ ସାମଲ ଆଦି ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ପ୍ରଣେତା ମାନଙ୍କ ର ସ୍ଥିତି ଚାରଣ କରିଥିଲେ ।

Related Post

ତୁର୍ଲା ରେ ବନମହୋତ୍ସବ ଓ ବୃକ୍ଷ ରୋପଣ

Posted by - July 5, 2022 0
ଖପ୍ରାଖୋଲ: ୦୫/୦୭ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗଳ ବାର…

ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ

Posted by - June 5, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ବେଲଗୁଣ୍ଠା ବ୍ଲକ୍ ର ୧୪  ଗୋଟି ସେବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ନେଇ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ରାଜ୍ୟ ସରକାରଙ୍କର…

ସତ୍ୟସାଇ ସେଵା ସଙ୍ଗଠନ ଦ୍ୱାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

Posted by - April 23, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ଚାରିଛକ ଭଳି ଏକ ଗୁରୁତ୍ୱପୂର୍ଣ ସ୍ଥାନ ରେ ସର୍ବ ସଧାରଣ ତଥା ପଥଚାରୀ ଙ୍କ ପାଈଁ ପିଇବା ପାଣି ର ବ୍ୟବସ୍ଥା…

ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଚିହ୍ନଟ ଜାଗା ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ବିଧାୟକ

Posted by - August 7, 2021 0
ବୌଦ୍ଧ(ଚିତ୍ତରଂଜନସିଂ)- ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଆଜି ଜାଗା ଚିହ୍ନଟ କରାଯାଇଛି। ଭଗବାନ ବୁଦ୍ଧ ଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା ରେ ତାଙ୍କ ସ୍ମୃତି…

ବିଶିଷ୍ଟ ସମାଜସେବୀ ନିହାଲ ସିଂଙ୍କୁ ସମ୍ବଦ୍ଧନା

Posted by - November 6, 2022 0
ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ) ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ କାଯ୍ୟକାରୀ ସଭାପତି ଭାବରେ ବିଶିଷ୍ଟ ସମାଜସେବୀ ନିହାଲ ସିଂ ଙ୍କୁ ମନୋନୀତ କରାଯାଇଛି…

Leave a comment

Your email address will not be published.