ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

58 0

ଟିଟିଲାଗଡ଼/ମୁରିବାହାଲ:(ସଞ୍ଜୟ କୁମାର ନାୟକ)ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡ ଉଡାର ପ୍ରକଳ୍ପ ଉପ୍ରାବିଦ୍ୟଳୟ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଛି ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଗୋସିଙ୍ଗ ପ୍ରଧନୀ ସଭାପତିତ୍ବକରି ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ମନସ୍କ ହୋଇ ବାରମ୍ବାର ବହିପଢିଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦନ କୁମାର ବେହେରା ,ସଜନବାରିକ , ମହାଦେବ ମାଝୀ ପୁସ୍ତକ ଜୀବନର ସବୁ ସମସ୍ୟା ଦୂର କରିବାସହିତ ଚଲାପଥ କୁସୁମିତ କରି ଥାଏ ବୋଲି ମତ ରଖିଥିଲେ। ଶେଷରେ ପ୍ରତିଯୋଗୀତା ହୋଇଥିଲା ଡିକେଶ ହରପାଲ ପ୍ରଥମ, ଦିବ୍ୟାଂସୁ ହରପାଲ ଦ୍ଵିତିୟ, ଖେଳନ୍ତି ଗହୀର ତୃତୀୟ ସ୍ଥାନ ପାଇ ପୁରସ୍କୃତ ହୋଇ ମାନ ପତ୍ର ପାଇଥିଲେ ।ଶେଷରେ ପାଠାଗାରର ଆୟୋଜକ ବୃନ୍ଦାବନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଧର୍ମଗଡ ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଧର୍ମଗଡ ସରକାରୀ ଚିକିତ୍ସାଲୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - June 8, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଧର୍ମଗଡ ଆଜି ଧର୍ମଗଡ ସରକାରୀ ଚିକିତ୍ସାଳୟ ପରିସରେ ଥିବା ରେଡକ୍ରସ ରକ୍ତ ଭଣ୍ଡାର ଠାରେ ଏକ…

ବ୍ରାହ୍ମଣୀ ଗାଁ ରେ ହାତୀ ଆତଙ୍କ ଭାଙ୍ଗିଲା ଦୁଇ ଘର , ଫସଲ ନଷ୍ଟ

Posted by - September 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁ ରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗନ୍ଧମାର୍ଦ୍ଦନ ପାହାଡ଼…

ହରଭଙ୍ଗା ମଣ୍ଡଳ (09ନଂ ଜୋନ )ର ବିଜେପି କାର୍ଯ୍ୟକାରିଣୀ ବୈଠକ

Posted by - September 8, 2021 0
ବୌଦ୍ଧ:୭/୯ ( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ମଣ୍ଡଳ ସଭାପତି ତପନ ଡାଙ୍ଗ ଙ୍କ ଅଧକ୍ଷତlରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି!ଜିଲ୍ଲା ସାଧାରଣ…

ଜିଲ୍ଳ୍ା ସ୍ତରୀୟ ସତର୍କତା ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

Posted by - December 28, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁସୂଚୀତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନର ଧାରା-୧୭ ଅନୁଯାୟୀ ଜିଲ୍ଳ୍ା ସ୍ତରୀୟ ସତର୍କତା ଓ…

ଝୁଲନ୍ତା ମୃତ ଦେହ ଉଦ୍ଧାର

Posted by - August 21, 2021 0
ଜଳେଶ୍ବର:( ପ୍ରଭାକର ମଲ୍ଲିକ)ଶିବ ମନ୍ଦିର ବେଢାରେ ଅଜଣା ବ୍ୟକ୍ତି ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ରାଜ…