Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଅସହାୟ ମହିଳାଙ୍କୁ ସିଲେଇ ଉପକରଣ ସହ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ

57 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହରସ୍ଥିତ ଗାଈଗୋଠ ପଡ଼ିଆ ମାଳିସାହି ଗ୍ରାମର ଅସହାୟ ଅନିତା ଠେଲାଙ୍କୁ ଶୁକ୍ରବାର ଦିନ 3ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେଇଛନ୍ତି ।

ଜନଶିକ୍ଷା ସଂସ୍ଥାନ ଦ୍ୱାରା ସିଲେଇ ତାଲିମପ୍ରାପ୍ତ ହୋଇଥିବାରୁ ତାଙ୍କୁ ସିଲେଇ ଉପକରଣ ମେସିନ ଓ ପାଞ୍ଚ ହଜାର ଟଙ୍କା ର ଚେକ ପ୍ରଦାନ କରିଛନ୍ତି ।ଏହା ଦ୍ୱାରା ନିଜେ ରାଜଗାରକ୍ଷମ ହେବା ସହ ପରିବାର ପ୍ରତିପୋଷଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ବୌଦ୍ଧ ଆସିଷ୍ଟାଣ୍ଟ କଲେକ୍ଟର ଚନ୍ଦ୍ରକାନ୍ତ ବେହେରା, ବାଲ୍ୟ ବିବାହ ନିଷେଧ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ ଉପସ୍ଥିତ ଥିଲେ ।

Related Post

ସ୍କୁଲରେ ପାଠପଢା ପାଇଁ ଗ୍ରୀଷ୍ମ ଛୁଟିରେ କାଟ୍ ଛାଟ୍ : ଗଣଶିକ୍ଷା ବିଭାଗର ନିଷ୍ପତ୍ତି।

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ କରୋନା ମହାମାରୀ ସକାଶେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ବିଦ୍ୟାର୍ଥୀ…

ବୌଦ୍ଧ ଜ଼ିଲ୍ଲା ବିଜୁ ମହିଳା ଦଳ ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାନେତ୍ରୀ ଜସ୍ମିନ ପ୍ରଧାନ ଅଧ୍ୟକ୍ଷତା…

ଐତିହାସିକ ପ୍ରସିଦ୍ଧ ସୋମେଶ୍ଵର ମହାଦେବ ମନ୍ଦିର କୁ ଲାଗି ରହିଛ ଅଳିଆ ଆବର୍ଜନା ପୂର୍ଣ୍ଣ ପଦ୍ମ ପୁଷ୍କରିଣୀ

Posted by - April 24, 2022 0
ବଙ୍ଗୋମୁଣ୍ଡା  : (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଇଲାକା ଝରିଆଲ ପଞ୍ଚାୟତ ତଥା ପଶ୍ଚିମ ଓଡିଶାର ପବିତ୍ର କର୍ତ୍ତିରାଜି  ଓ ଐତିହାସିକ…