Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ନୂତନ କର୍ମକର୍ତ୍ତା ଚୟନ

349 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ରାତି ୮ଟା ସମୟରେ ପୂଜକ ବ୍ରହ୍ମ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଦସ୍ୟ ଏବଂ କାର୍ଯ୍ୟକାରୀ ସଦସ୍ୟଙ୍କ ଗହଣରେ ଚଳିତ ବର୍ଷ ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ଆଲୋଚନା କରିବା ସହ ବର୍ଷ ୨୦୨୩/୨୪ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା।

ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପଣ୍ଡିତ ଶଙ୍କର ଲାଲ ଶର୍ମା, ଉପ ସଭାପତି ପଣ୍ଡିତ ଜୱାହାର ପାଣ୍ଡେ,ସମ୍ପାଦକ ଶ୍ରୀ ମାନସ ରଞ୍ଜନ ପାଣି, ସହ ସମ୍ପାଦକ ଭାବରେ ସୁନିଲ ଶର୍ମା , କୋଷାଧ୍ୟକ୍ଷ ଭାବେ ଦେବୀ ପ୍ରସାଦ ଶର୍ମାଙ୍କୁ ଚୟନ କରାଯାଇଛି। ଆଗାମୀ ବୈଠକରେ କାର୍ଯ୍ୟକାରୀ ସଦସ୍ୟ, ପରାମର୍ଶ ଦାତା କମିଟି ଗଠନ କରିବା ସହ ସଙ୍ଘର ପଞ୍ଜିକରଣ କାର୍ଯ୍ୟ କରିବା ପାଇଁ ସ୍ଥରିକୃତ କରାଯାଇଥିବା ସଭାପତି ଶ୍ରୀ ଶଙ୍କର ଲାଲ ଶର୍ମା ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ସଦସ୍ୟ ଏବଂ ସହଯୋଗକାରି ସଦସ୍ୟ ଉପସ୍ଥିତ ଥିଲେ।

Related Post

ପ୍ରତାପପୁର ପଞ୍ଚାୟତରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ସଭା ଅନୁଷ୍ଠିତ

Posted by - December 1, 2021 0
ବାଲିଆପାଳ:ବିଜେପି ପ୍ରତାପପୁର ପଞ୍ଚାୟତରେ କର୍ମୀ ସମାବେଶ ଓ ମିଶ୍ରଣ ସଭା ବୁଧବାର ପ୍ରତାପପୁର ଗ୍ରାମର କାର୍ତିକ ପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ପଞ୍ଚାୟତର ସଭାପତି…

ଜଙ୍ଗଲି କୁଟୁରା ମାଂସ ଭାଗ ବଣ୍ଟା ବେଳେ ବନବିଭାଗ ର ଚଢ଼ାଉ,୪ ଜଣ ଅଟକ ପୋଲିଥିନ ରେ ଭରା ମାଂସ ଜବତ

Posted by - March 16, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଲାଠୋର ବନବିଭାଗ ପକ୍ଷରୁ ଝଲିଆଲିଟି ଗ୍ରାମରେ ଜଙ୍ଗଲି କୁଟୁରା ମାରି ମାଂସ ଭାଗବଣ୍ଟା କରୁଥିବା ସମୟରେ ଚଢ଼ାଉ କରି…

ପ୍ରଦର୍ଶନରେ ସୁଧାର ନ ଆସିଲେ ବିଦାହେବେ କର୍ମଚାରୀ: ଯାଜପୁର ଜିଲ୍ଲାପାଳ

Posted by - August 8, 2020 0
ଯାଜପୁର ଅଫିସ : କୌଣସି କର୍ମଚାରୀ ଯଦି ନିଜ ପ୍ରଦଶର୍ନରେ ସୁଧାର ଆଣୁନାହାନ୍ତି ନିଜର ଦୁର୍ବଳ ପ୍ରଦର୍ଶନ ପାଇଁ ଏକାଧିବାର ନିଲମ୍ବ ହେଉଛନ୍ତି । ପୁନଃ ନିଯୁକ୍ତ…

ସ୍ବର୍ଗତ କବି ଅଖିଳ ନାଏକଙ୍କ ଜୟନ୍ତୀ ପାଳିତ

Posted by - March 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସାହିତ୍ୟ ଜଗତର ଜଣେ ଉଜ୍ଵଳ ତାରକା ଅଖିଳ ନାଏକ, କବିତା ସଂକଳନ ହେଉ କିମ୍ବା ଔପନ୍ୟାସ, ସାହିତ୍ୟ କଥା ଉଠି…

ଟିଟିଲାଗଡ ହାଟପଦା ପଡ଼ାରେ ୨୫ ତମ ଷୋହଳ ପ୍ରହର ନାମଯଜ୍ଞ ସମ୍ପନ୍ନ

Posted by - May 16, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ାରେ ଅତି ଧୁମଧାମରେ ଷୋହଳ ପ୍ରହର ନାମଯଜ୍ଞ ସମ୍ପର୍ନ୍ନ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ କଳସ ଯାତ୍ରା ବାହାରି ପାଣି ଧରି…