Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପରମ୍ପରାକୁ ପୁନଃରୁଦ୍ଧାର ତଥା ପ୍ରଚାର ପ୍ରସାର ପାଇଁ ଦେଶଫାଲ ଲୋକକଳା ମହୋତ୍ସବ ଆୟୋଜିତ

47 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)କଳା, ସଂସ୍କୃତି ଓ ପରମ୍ପରାରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର କଳା ଓ ସଂସ୍କୃତି ଦେଶ ତଥା ରାଜ୍ୟ ବାହାରେ ବେଶ ଆଦୃତ ଲାଭ କରିପାରିଛି ।

ଏହାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ଜିଲ୍ଲାର ଧର୍ମଶାଳାଠାରେ ଚାରି ବର୍ଷ ହେଲା ଆୟୋଜିତ ହୋଇଆସୁଛି ଦେଶଫାଲ ଲୋକକଳା ମହୋତ୍ସବ । ଲୋକକଳା ଓ ଲୋକ ପରମ୍ପରାକୁ ପୁନଃରୁଦ୍ଧାର ତଥା ପ୍ରଚାର ପ୍ରସାର ପାଇଁ ଚାରି ବର୍ଷ ହେଲା ଆୟୋଜିତ ହୋଇଆସୁଛି ଏହି ମହୋତ୍ସବ ।


ତିନି ଧରି ହେବାକୁ ଥିବା ଦେଶଫାଲ ଲୋକକଳା ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ଯୋଗ ଦେଇ ନିଜ ନିଜର ଲୋକନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହା କେବଳ ମନୋରଞ୍ଜନ ନୁହେଁ ଏହା ମାଧ୍ୟମରେ କଳା ଓ ସଂସ୍କୃତିର ଆଦାନ ପ୍ରଦାନ ହୋଇଥାଏ ବୋଲି କହନ୍ତି କଳାକାରମାନେ । ପ୍ରତିଦିନ ସନ୍ଧ୍ୟାରେ ନାଚ ଗୀତ ର ମହୋଲ ବେଶ ଜମୁଛି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ । ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆୟୋଜକମାନଙ୍କ ନିଆରା ପ୍ରୟାସ ନିଶ୍ଚିତ ଭାବରେ ପ୍ରସଂଶନୀୟ ।

 

Related Post

ଆନ୍ଧ୍ର ପ୍ରଦେଶ ରୁ ଦାଦନ ଶ୍ରମିକଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

Posted by - October 4, 2021 0
ବୌଦ୍ଧ(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀ ଦୀର୍ଘ ତିନି ମାସ ତଳେ ଆନ୍ଧ୍ରପ୍ରଦେଶ କୁ କାମ ପାଇଁ ଯାଇଥିଲା l ସେଠାରେ…

ମୋଟର ସାଇକଲ ରେ ବୁହା ହେଲା ଶବ

Posted by - November 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ରେ ପୁଣି ଦାନମାଝି ଘଟଣାର ପୁନରାବୃତ୍ତି , ମୋଟର ସାଇକଲ ରେ ବୁହା ହେଲା ଶବ ,ଏଭଳି ଏକ ଅଭାବ ନିୟ ଦୃଶ୍ୟ…

ଘରପଟ୍ଟା ପାଇବା ନିମନ୍ତେ ତହସିଲଦାରଙ୍କୁ ଆବେଦନ କଲେ ଭାଲୁପାଲି ହରିଜନ ପଡାବାସି

Posted by - July 23, 2022 0
ସମ୍ବଲପୁର/ବରଗଡ/ ଅତାବିରାତା:(୨୩/୭)ବରଗଡ ଜିଲ୍ଲା ଅତାବିରା ହେଉଛେ ଏକ କୃଷି ପ୍ରଧାନ ସହର ।ପ୍ରାୟତଃ ଏଠାକାର ସମସ୍ତ ସ୍ଥାନରେ କେନାଲ ପାଣି ପହଞ୍ଚୁଥିବା ଏବଂ ଆନ୍ଧ୍ର ପ୍ରଦେଶରୁ ଚାଲିଆସି…

ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ବଜ୍ରାଘାତରେ ଉଭୟ ମୃତ, ୨ ଗୁରୁତର

Posted by - August 4, 2020 1,259
ନୀଳଗିରି: (ସୌମ୍ୟା ସାଇ ବାରିକ୍)ଜନ୍ମ ଓ ମୃତ୍ୟୁ ମଣିଷ ଜୀବନ ରେ ଦୁଇ ଟି ସତ୍ୟ। ଜନ୍ମ ହେଲେ ମରିବା ସୁନିଶ୍ଚିତ। କିନ୍ତୁ ବେଳେ ବେଳେ ଅକସ୍ମାତ୍…