କେରମୁଣ୍ଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଉଦଯାପିତ

52 0

ଧର୍ମଗଡ : (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମରେ ଆଜି ଶେଷ ହୋଇଯାଇଛି l ଫାଇନାଲରେ ଦୁଇଦଳ ଭାଗ ନେଇଥିଲେ ଘୋଟିଆ ଏବଂ ନୂଆପଡା ଜିଲ୍ଲା ସର୍ଦାପୁର ଦୁଇଦଳ ମଧ୍ୟରେ ବେଶୀ ଟକ୍କର ହୋଇଥିଲା ପ୍ରଥମେ ଟଚ ଜିତି ଘୋଟିଆ ଖେଳାଳି ମାନେ ବେଟିଙ୍ଗ କରିଥିଲେ ଓ ୧୪୧ ରନ ଟାର୍ଗେଟ କରିଥିଲେ l ପରବର୍ତ୍ତୀ ସମୟରେ ସର୍ଦାପୁର ଖେଳାଳି ମାନେ ବେଟିଙ୍ଗ କରି ୧୩୮ ରନ ମାରି ପରାଜୟ ହୋଇଥିଲେ ଖେଳରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ୁମେରଗୁଡା ସରପଞ୍ଚ ଚିତ୍ତରଞ୍ଜନ ବେହେରା,ସୁରେଶ ଭଇଁସାଲ,ଡାକେ ଲହଜଲ,ଉମାକାନ୍ତ ସୁନାନୀ,ଦୟାନିଧି ମାଝୀ,ମକରଧଜ ମାଝୀ ସମ୍ମାନିତ ଅତିଥି ସାମିଲ ହୋଇଥିଲେ l ଏମପିୟାର ଭାବେ ପୁରୁନ ମାଝୀ ଓ ଅକ୍ଷୟ ସାଗର ଦାୟିତ୍ୱ ତୁଲାଇଥିଲେ ଏବଂ କମିଟିର ରାଜେଶ ଲହଜଳ,ବିରୁ ଭଇଁସାଲ,ଟଙ୍କ ସାଗର,ଦୀପକ ମାଝୀ,କପୁରଚନ ମାଝୀ ସମସ୍ତେ ସହଯୋଗ କରିଥିଲେ l

Related Post

ସ୍ଥାୟୀ ଜମି ପଟ୍ଟା ଦାବୀରେ ବିନିକା ବ୍ଲକ ଅନୁସୂଚିତ ଜାତିର ୨୦ଟି ପରିବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି

Posted by - May 17, 2022 0
ସୋନପୁର :(ଅଜିତ କୁମାର ପୂଜାହାରି) ସ୍ଥାୟୀ ଜମି ପଟ୍ଟା ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା ପଂଚାୟତ ବାବୁପାଲି ମନରଞ୍ଜନପୁର ଗାଁର ଅନୁସୂଚିତ ଜାତିର ୨୦ଟି…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝlଇ ଟ୍ରକ,ହୁତୁ ହୁତୁ ହୋଉ ଜଳିଲା ପିଚୁ

Posted by - January 2, 2023 0
ହରଭଙ୍ଗା :୦୨/୨୩ (ଚିତ୍ତରଞ୍ଜନ ସିଂ)୫୭ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝlଇ ଟ୍ରକ!ସୂଚନା ଅନୁଯାଇ 57ନଂ ଜାତୀୟ ରାଜପଥ ଦଶପଲ୍ଲା ପଟୁ AP…

ଯାତ୍ରା ଡଙ୍ଗରରେ ଚୁଡ଼ାଖାଇ ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼

Posted by - December 2, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ବାର ମାସରେ ତେର ତିହାର ସେଥି ମଧ୍ୟରୁ ଚୁଡ଼ା ଖାଇ ଯାତ୍ରା ଅନ୍ୟତମ।ଏହା କାହିଁ ଆଦିମ ଯୁଗରୁ ପାଳନ ହୋଇଆସୁଥିବା ବେଳେ ଏବେ…

ତୁରନ୍ତ ରାସ୍ତା ନିର୍ମାଣ ପାଇଁ କଂଗ୍ରେସର ଦାବି

Posted by - June 17, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ କୋକସରା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଥିବାରୁ ଆଜି କଂଗ୍ରେସ ଦଳ ପକ୍ଷରୁ ପୂର୍ତ୍ତବିଭାଗ କୁ ଏକ…