ତୀର୍ଥକ୍ଷେତ୍ର ପାଲଟିଲା କିନାମ ଗ୍ରାମ

98 0

ମୁନିଗୁଡ଼ା:(ରମାକାଂତ ପୋଧଲ୍)କୁମୁଡାବାଲି ପଞ୍ଚାୟତ ଅନ୍ତର୍ଗତ କିନାମ ରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ। ଆଦିତ୍ୟ ବାହିନୀ ମୁନିଗୁଡ଼ା ଶାଖା ଦ୍ବାରା ପ୍ରତି ଗାଁ ରେ ଶ୍ରୀମଦ୍ଭାଗବଦ୍ ଗୀତା ପାରାୟଣ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ବହୁ ଆଡମ୍ବର ସହିତ ପାଳନ ହୋଇଥାଏ।ଆଜି କିନାମ ଗ୍ରାମ ରେ ଭାଗବତ ପଠନ ଓ ବାର୍ଷିକ ଉତ୍ସବ ପରିପ୍ରେକ୍ଷିରେ ଅନୁଷ୍ଠିତ ହେଲା ଅଷ୍ଟପ୍ରହରୀ ନାମ ଯଜ୍ଞ, ବିଭିନ୍ନ ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ବାରା ହରି ନାମ, ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା

କିନାମ ଗ୍ରାମ, ତଥା ଅଞ୍ଚଳ ର ହିନ୍ଦୁ ଭାଇ ଭଉଣୀ ହରୀ ନାମ ଶ୍ରବଣ କରିବା ସହ ଭଗବତ୍ କୃପା ପାଇବା ପାଇଁ ହର୍ଷ ଉଲ୍ଲାସରେ ଚାହିଁ ରହିଥିଲେ । ଗତକାଲି କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଥିଲା ଆସନ୍ତା କାଲି ପୁର୍ଣାହୁତି ଯଜ୍ଞ ସହ ସମାପନ ପାଇଁ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ଓ ସାଧୁସନ୍ଥ ଙ୍କ ପାଇଁ ଦୁଇଦିନ ଧରି ଅର୍ଣଛତ୍ର ବ୍ୟବସ୍ଥା ହୋଇଥିବା ଗ୍ରାମବାସୀ କହିଛନ୍ତି।

Related Post

ମୁନିଗୁଡା ବଗିଚା ସାହିରେ ଆଜି ଧୂମ ଧାମରେ ପାଳିତ ହେଉଛି ସନ୍ତୋଷୀ ମାତାଙ୍କ ଜନ୍ମ ଉତ୍ସବ

Posted by - August 13, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ସଦର ମହକୁମା ଵଗିଚା ସାହିରେ ମାତା ସନ୍ତୋଷୀ ଦେଵୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ଏହି ଉତ୍ସବ…

ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 2, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )-ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ସରକାରି ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି ହିତାଧିକାରୀ 

Posted by - January 31, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି ହିତାଧିକାରୀ । ତଥାପି ମିଳୁନି ଭତା ଏବଂ ଆବାସ।  ଯାଜପୁର ବରୀ ବ୍ଲକ ମହାକାଳପଡା ପଂଚାୟତ ର ବହୁ ହିତାଧିକାରୀ ସରକାରୀ ଅପିଂସକୁ ଦୌଡି ଦୌଡି ନିରାଶ ହେଉଛନ୍ତି । ବାରମ୍ବାର ଅନଲାଇନ ରେ ଆବେଦନ କରିବା ପରେ ମଧ୍ୟ କିଛି ବି ଲାଭ ହେଉନାହିଁ । ପଂଳରେ ବାଧ୍ୟ ହୋଇ ଗ୍ରାମବାସୀ ଜିଲାପାଳ ଅପିଂସକୁ ଆସି ନିଜର ଅଭିଯୋଗ କରିଛନ୍ତି । ତୁରନ୍ତ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତା ସହିତ ସରକାରୀ ଆବାସ ଯୋଗାଇବା ପାଇଁ ଦାବୀ କରିଛନ୍ତି ।

ହରଭଙ୍ଗା ଲୋକ ମହାତ୍ସବ ର ତୃତୀୟ ସନ୍ଧ୍ୟା

Posted by - January 30, 2023 0
ହରଭଙ୍ଗା :୨୮/୦୧(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ…