ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ର ସମୂହ ଛୁଟି ଘୋଷଣା

60 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ର ଜରୁରୀ ବୈଠକ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି 5. 03. 2023 ରବିବାର ସକାଳ 9. 00 ଘଣ୍ଟା ସମୟରେ ସଭାପତି ଶ୍ରୀ ରଜତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି,ପ୍ରାଥମିକବିଦ୍ୟାଳୟରୁ ଠିକା ନିଯୁକ୍ତି ପ୍ରଥା ଉଛେଦ,ସମସ୍ତ NPS ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଛଅ ବର୍ଷ ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀ ରେ ଗଣନା,ସହ 6 ଟି increment ପ୍ରଦାନ ,,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଦାବି ନେଇ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ( UPTF )ର ଡାକରାରେ ଆଗାମୀ 15 ତାରିଖ ଠାରୁ ସମୂହ ଛୁଟି ରେ ଯିବେ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ସମସ୍ତ NPS ଶିକ୍ଷକ ଶିକ୍ଷୟତ୍ରୀ

ପ୍ରାଥମିକ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ କୁ ସମାଲୋଚନା ସହ ଦାବିପୂରଣ ନ ହେଲେ ଶିକ୍ଷାଦାନ କାର୍ଯ୍ୟକୁ ସମ୍ପୁର୍ଣ ଅଚଳ କରିଦିଆଯିବ ବୋଲି ଶିକ୍ଷକ ସଂଘ ନେତୃତ୍ବ କହିଥିଲେ..
ଜିଲ୍ଲା ସଂଘ UPTF ର ସମ୍ପାଦକ ମହେଶ ସେଠୀ ବୈଠକରେ ଯୋଗଦାନ କରି ଆଗାମୀ ଦିନରେ ସାରା ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଘୋଷଣା କରିଥିଲେ

ବୈଠକରେ ପ୍ରସନ୍ନ ଭୋକ୍ତା,,ନୀଳାଞ୍ଚଳ ବିହାରୀ ମିଶ୍ର,,ବସନ୍ତ ବିଶ୍ୱାଳ,,ପ୍ରସନ୍ନ ପ୍ରଧାନ,,ପ୍ରମୋଦ ପାଣିଗ୍ରାହୀ,,ଦିଲିପ ମହାନ୍ତି,,ଦେବେନ୍ଦ୍ର ହୋତା,,ରଞ୍ଜନ ସାମଲ,,ଅଶେଷ ପ୍ରଧାନ,,ସତ୍ୟନାରାୟଣ ନାୟକ,,ସରିତା ବିଷୋୟୀ ,,ଶକୁନ୍ତଳା ବେହେରା,,ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ..
ଶେଷରେ ବ୍ଲକ ସଂଘ ସମ୍ପାଦକ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ…

Related Post

ସେବା ନିବୃତ ଅଙ୍ଗନବାଡି କର୍ମୀ ଙ୍କ ପ୍ରୋତ୍ସାହନ ରାଶି ପରିମାଣରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - January 9, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗ୍ରାମାଞ୍ଚଳରେ କୁନି କୁନି ପିଲା ମାନଙ୍କ ସ୍ୱାସ୍ଥ୍ୟ,ପୁଷ୍ଟିସାଧନ ସହ ଶିକ୍ଷାର ବ୍ୟବସ୍ଥା ତଥା ମହିଳା ମାନଙ୍କ ସଚେତନ କରାଇବା ଦିଗରେ…

ଧରା ପଡିଲେ ଏସ୍ ଏଫ ସି, ଧରା ନ ପଡିଲେ ମନରେଗା

Posted by - July 22, 2021 0
ବୌଦ୍ଧ-(ଚିତ୍ତରଞ୍ଜନସିଂ)ବୌଦ୍ଧ ବ୍ଳକ ର ବିଭିନ୍ନ ଗ୍ରାମପାୟତରେ ଥିବା ପୋଖରୀଗୁଡିକର ଏବେ ଉନ୍ନତିକାରଣ କାର୍ଯ୍ୟ ଯୋର ସୋରରେ ଚାଲିଛି।ବିଶେଷ କରି ମନରେଗା ଯୋଜନାରେ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିବା…

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Posted by - September 26, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡେମୀ ଓ ନାଟ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନ ପରିସରରେ ଓଡିଶା ନାଟ୍ୟ…

ହାର୍ଡକୋର୍ ମାଓବାଦୀ ତଥା କଳାହାଣ୍ଡି ଏରିଆ କମିଟି ସମ୍ପାଦକ ର ଆତ୍ମସମର୍ପଣ

Posted by - May 2, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଏରିଆ କମିଟି ସମ୍ପାଦକ ତଥା ଓଡିଶା ରାଜ୍ଯ କମିଟି ବିଜିଏନ୍ ଡିଭିଜନ (CPI) ର ହାର୍ଡ…

ପୁଣି ଗୁରୁଶିଷ୍ୟ ସଂପର୍କରେ  କଳଙ୍କ

Posted by - October 17, 2019 625
ମୟୁରଭଞ୍ଜ:୧୭/୧୦/୨୦୧୯ ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ। ଏଭଳି ଏକ ସ୍ପର୍ଶକାତର ଘଟଣା ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବଡବ୍ରାହ୍ମଣମାରା ସରକାରୀ ଉପ୍ରା…