ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ବାସଭବନ ଅଫିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ

53 0

ସୁସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବର୍ଣ୍ଣପୁର ଜିଲ୍ଲା ରେ ସ୍ବାସ୍ଥ୍ୟାସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲା ର କୌଣସି ବ୍ଳକର CHC,PHC କିମ୍ବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନାହାନ୍ତି। ଯେଉଁଥିପାଇଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ସାମାନ୍ୟ ଜ୍ୱର, ଥଣ୍ଡା କିମ୍ବା କସା ହେଲେ ସୁଦୂର ବଲାଙ୍ଗୀର କିମ୍ବା ବୁର୍ଲା ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି l ଖୋଦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ସ୍ୱାସ୍ଥ୍ୟ ସେବା ଠିକ ସେ ମିଳୁନି ତାହେଲେ ରାଜ୍ୟର କଥା ପଛରେ କିଏ l ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲାଗୁ କରଯାଉନାହିଁ।

ଏହି ସବୁସମସ୍ୟ କୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକ ରାମପୁର ଗାଁ ରେ ରାଲି କରି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ବାସଭବନ ଅଫିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଆଗାମୀ ଦିନରେ ଶୀଘ୍ର ସବୁ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରାଯିବାକୁ ଦାବୀ କରାଯାଇଛି l ଆଗକୁ ଏ ସବୁ ସମସ୍ୟାର ସମାଧାନ ନ ହେଲେ ବିଜେପି ପକ୍ଷରୁ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କୁହାଯାଇଛି l

 

Related Post

ଲକ ଡାଉନକୁ ଜୋରଦାର କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ,ଉଲଙ୍ଘନକାରୀଙ୍କୁ ସାବାଡ କଲେ

Posted by - March 26, 2020 1,578
ଯାଜପୁର ;(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ପ୍ରଶାସନ । ଆଜି ସକାଳୁ ଯାଜପୁର ଜିଲାପାଳ,ଉପଜିଲାପାଳ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ପ୍ରଣବ ପ୍ରକାଶ ଦାସ.. କାହିଁକି ଜାଣନ୍ତୁ

Posted by - June 7, 2020 3
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ…

ଗ୍ରାନାଇଟ ଫେକ୍ଟ୍ରି ଭିତରେ ଡ୍ରାଇଭର ଶବ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ତଦ ନ୍ତ ଜାରି

Posted by - March 7, 2023 0
କେସିଙ୍ଗା:(ପ୍ରିତେସ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ ଏମ୍ ଏନ୍ ଗ୍ରାନାଇଟ ଫ୍ୟାକ୍ଟ୍ରି ଷ୍ଟାଫ କ୍ୱାଟର ଭିତରେ ଫ୍ୟାକ୍ଟ୍ରି ର ଟ୍ରଲର…

ନୀଳଗିରି : ଉପଖଣ୍ଡ ସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ।

Posted by - January 26, 2021 0
ନୀଳଗିରି: (ସୌମ୍ୟାସାଇ ବାରିକ)ଦେଶ ବ୍ୟାପି ୭୨ ତମ ସାଧାରଣ ତନ୍ତ୍ର ଦିବସ ଅତ୍ୟନ୍ତ ନିରାଡମ୍ବର ଭାବରେ ପାଳନ କରାଯାଇଛି। ଅନୁରୂପ ଭାବେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ…

ଭୁବନେଶ୍ୱର ଉତ୍ତର ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ

Posted by - July 21, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ବାରଙ୍ଗ କୁଞ୍ଜ ବିହାରୀ କଲେଜ ନିକଟ କେନାଲ ବନ୍ଧରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚ…