Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବହୁ ଚର୍ଚ୍ଚିତ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା,ଅଭିଯୁକ୍ତ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ

1032 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବହୁ ଚର୍ଚ୍ଚିତ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା। ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୋଲିସ। ଇମ୍ରାନ ପ୍ରଥମ ସ୍ତ୍ରୀ କୁ ତଲାକ ଦେବାପରେ ଦ୍ଵିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ। ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ। ଫଳରେ ସବିନାଙ୍କ ଉପରେ ଶାଶୁ, ଶଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏବଂ ସବିନା ତାଙ୍କ ବାପଘରକୁ ନିର୍ଯ୍ୟାତନା ସହିନପାରି ପଳାଇଥିଲେ।ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି।

ତେବେ ଇମ୍ରାନ ପୁଣିଥରେ ଗତ 10 ତାରିଖରେ କୋରେଇ ଠାରେ ତୃତୀୟ ବିବାହ କରୁଥିବା ବେଳେ ସେଠାରେ ପହଞ୍ଚିଥିଲେ ଦ୍ଵିତୀୟ ସ୍ତ୍ରୀ ସବିନା ଏବଂ ସେଠାରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏ ସମ୍ପର୍କରେ କୋରେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସବିନାଙ୍କ ଶ୍ୱଶୁର, ଦେଢଶୁର ଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ଆଜି ସବିନାଙ୍କ ନଣନ୍ଦ ଓ ବଡ ଯାଆ ଙ୍କୁ ଥାନାରେ ଅଟକ ରଖିଥିଲେ। ତେବେ ଇମ୍ରାନ ଙ୍କ ଗିରଫ ପରେ ପୋଲିସ ଇମ୍ରାନ ଙ୍କୁ ଆସନ୍ତା କାଲି ପ୍ରେସ ମିଟ କରି ଉପସ୍ଥାପନ କରିବ ବୋଲି ସୂଚନା ମିଳିଛି ।

Related Post

ଛ ବର୍ଷ ନାବାଳିକା କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ, ମା ଘର ତରଫରୁ ପରିବାର ଲୋକଙ୍କୁ ସମବେଦନା

Posted by - October 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଥାନା ଅଧୀନସ୍ଥ ଲାମତା ଗୁଡା ପଞ୍ଚାୟତ ଅନ୍ତର୍ଗତ କନ୍ନେଇମୁଣ୍ଡା ଗ୍ରାମରେ ମଙ୍ଗଳ ବାର ଦିନ ଛଅ ବର୍ଷ…

୩ ବର୍ଷିୟା ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ,ଅଭିଯୁକ୍ତ ଫେରାର

Posted by - June 16, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ପୁଣି ଲଜ୍ଜା । ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଂଚାୟତର ଝାଡ଼ଗାଁ…

ରାସ୍ତା କାମ କୁ ନେଇ ଦଳିତ ଯୁବକ କୁ ଧମକ , ମାମଲା ରୁଜୁ କଲା ପୋଲିସ

Posted by - June 24, 2020 0
ଯାଜପୁର୨୪/୦୬(ଦ.ପ୍ରି) – ବାଲିଚନ୍ଦ୍ର ପୁର ଥାନା ଅର୍ନ୍ତଗତ ବାଲିପଡିଆ ଗ୍ରାମ ପଞ୍ଝାୟତ ତିଗିରିଆ ରେ ଏକ ରାସ୍ତା କାମ କୁ କେନ୍ଦ୍ର କରି ବାଲିପଡିଆ ଗ୍ରାମ ର…

ଠେଙ୍ଗାରେ ମାରି ସ୍ତ୍ରୀ କୁ ହତ୍ୟା

Posted by - August 1, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା, ରାଇଘର ସଦର ମହକୁମା ର ଧଡ଼ରାପାରା ସାହିରେ ଘଟିଛି ଅଭାବନୀୟ ଘଟଣା। ମଦ ପାଇଁ ସ୍ତ୍ରୀକୁ ହତ୍ୟା କଲା ନିର୍ଦୟ ସ୍ୱାମୀ।…

ନାବାଳିକା ଝିଆରୀକୁ ଦୁଷ୍କର୍ମ କଲା ପିଉସା

Posted by - December 4, 2019 0
ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ। ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।…

Leave a comment

Your email address will not be published.