Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଜାତୀୟ ବିଜ୍ଞାନ ଦିବସ ପାଳିତ

76 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ଼ ଠାରେ “ଜାତିୟ ବିଜ୍ଞାନ ଦିବସ”ପାଳିତ ହୋଇଯାଇଛି। ଏହି ଅବସରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ୟାସୁନ୍ଦର ମହାପାତ୍ର,ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନୃପରାଜ୍ ସେଠ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ମାଧ୍ୟମିକ ବିଭାଗ ପ୍ରମୁଖ ଶ୍ରୀଯୁକ୍ତ କୈଳାଶଚନ୍ଦ୍ର ସାହୁ ମହୋଦୟ ଜାତୀୟ ବିଜ୍ଞାନ ଦିବସ ପାଳନର ମହତ୍ଵ ସମ୍ପର୍କରେ ଉପସ୍ଥାପନା କରିଥିଲେ ।

ଏହାପରେ ଛାତ୍ରଛାତ୍ରୀ ମାନେ “ଜାତୀୟ ବିଜ୍ଞାନ ଦିବସ ” ର ତାତ୍ପର୍ଯ୍ୟ ଏବଂ ସି.ଭି.ରମଣଙ୍କ ଜୀବନୀ ଓ ତାଙ୍କ ଆବିଷ୍କାର ସମ୍ପର୍କରେ ବକୃତା ପ୍ରଧାନ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ଶିଶୁ ମାନଙ୍କୁ ମାନବ ସମାଜକୁ ବିଜ୍ଞାନ ର ଅବଦାନ ବିଷୟରେ ଆଲୋକପାତ କରିବା ସହ ଶିଶୁମାନଙ୍କୁ ବିଜ୍ଞାନ ପ୍ରତି ଆସକ୍ତି ଭାବ ଉଦ୍ରେକ କରିବା ନିମନ୍ତେ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ତାର ପ୍ରଦର୍ଶନ କରାଯାଇଥିଲା ।

Related Post

ଭାରତୀୟ ଜନତା ପାଟି ଧର୍ମଗଡ ତରଫରୁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତରଣ କରାନଯିବା ପାଇଁ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

Posted by - June 2, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) ଧର୍ମଗଡ ଉପଖଣ୍ଡ ସରକାରୀ ଶିଳ୍ପ କେନ୍ଦ୍ର ସ୍ଥାନାନ୍ତରଣ ଯୋଗୁଁ  ଧର୍ମଗଡ ଭାରତୀୟ ଜନତା ପାଟି ତରଫ ରୁ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଏକ…

ଆର୍ଥିକ ସମୃଦ୍ଧି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମହିଳା ଚାଷୀ ହାଟର ଶୁଭାରମ୍ଭ

Posted by - July 1, 2020 853
ଯାଜପୁର ଅଫିସ, ତା ୧ା୭ : ଯାଜପୁର ଜିଲ୍ଳ୍‌ାର ରସୁଲପୁର ବ୍ଳ୍‌କ ସ୍ଥିତ ବାରବାଟୀ ଠାରେ ମହିଳା ମାନଙ୍କ ଦ୍ୱାରା ସାମଗ୍ରୀ ବିକ୍ରୟ ପାଇଁ ଏକ ମହିଳା…

ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

Posted by - October 9, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ,ଭାରତ ସରକାର ଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ଥ୍ ନେହେରୁ ଯୁବ କେନ୍ଦ୍ର ତରଫରୁ clean india drive ଚାଲୁରହିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ…

ଜୀବନବିନ୍ଦୁ ଓ ରେଡକ୍ରସ ପକ୍ଷରୁ ମିଳିତ ଭାବେ ରକ୍ତଦାତା ଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

Posted by - January 1, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଜୀବନବିନ୍ଦୁ ଓ ରେଡକ୍ରସ ପକ୍ଷରୁ ମିଳିତ ଭାବେ ରକ୍ତଦାତା ଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ବରୀ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

Posted by - December 6, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ରତ୍ନଗିରି ପଂଚାୟତର ଅଲିଆବାଦ ଠାରେ ବରୀ ବିଜେପି ପକ୍ଷରୁ ୨୨ନଂ ଜୋନ ରତ୍ନଗିରି ମଣ୍ଡଳ ପକ୍ଷରୁ ଏକ ପ୍ରିଶକ୍ଷଣ ଶିବିର ରତ୍ନଗିରି ମଣ୍ଡଳ…