କଟକ: ଆଠଗଡ଼ ଅଞ୍ଚଳର ବଣିଆବନ୍ଧ ଜଙ୍ଗଲରୁ ଜଣେ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଜବତ। ମୃତକଙ୍କ ପରିଚୟ ମିଳିନି। ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ପୁଲିସର ଯାଞ୍ଚ ଜାରି

60 0

Related Post

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରୀ ଗସ୍ତ ବେଳେ ବିଧାୟକ ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପିରେ ଅସନ୍ତୋଷ

Posted by - February 11, 2019 0
ବରୀ :ଜାନୁଆରି ୩୦ ତାରିଖରେ ଯାଜପୁର ଜିଲ୍ଲାର ବରୀଠାରେ ବିଜେପି ପକ୍ଷରୁ ‘ଜବାବ ମାଗୁଛି ବରୀ’ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…