ଯାଜପର:ଯାଜପର ଦଶରଥପୁର ଥାନା ମନ୍ଦାରଖଣ୍ଡ ନିକଟରେ ହାଇୱା ଦୁର୍ଘଟଣାରେ ମହିଳା ମୃତ l ମୃତ ମହିଳା ହେଲେ ଅସନପୁର ପଂଚାୟତର ବିଷ୍ଣୁପ୍ରିୟା ଓଝା l ବିଷ୍ଣୁପ୍ରିୟା ନିଜ ସାନ ଭଉଣୀର ବିବାହ କାର୍ଯ୍ୟସାରି ଆଜି ନିଜ ଶାଶୁ ଘର କୁଆଖିଆକୁ ଯାଉଥିବା ବେଳେ ମନ୍ଦାରଖଣ୍ଡ ନିକଟରେ ହାଇୱା ଦୁର୍ଘଟଣା ରେ ବିଷ୍ଣୁପ୍ରିୟା ଙ୍କ ମୃତ୍ୟୁ ଘଟିଛି l ପୋଲିସ ଘଟଣା ସ୍ଥଳରେରେ ପହଁଚି ଶବକୁ ଜବତକରି ମୁତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ତଦନ୍ତ ଆରମ୍ଭ କରିଛି l
