ଵିଜୁ ଏକ୍ସପ୍ରେସୱେ ର ନିମ୍ନ ମାନର କାମ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି

38 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କେନ୍ଦ୍ର ସରକାର ହୋଇ କି ରାଜ୍ୟ ସରକାର ଦିନ କୁ ଦିନ ଦୁର୍ଘଟଣା ଘଟୁ ଥିବା ରୁ କେମିତି ଦୁର୍ଘଟଣା ରୁ ବଞ୍ଚି ପାରିବେ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ବିଭାଗୀୟ ଅଧିକାରୀ ଠିକାଦାର ପ୍ରୀତି ଯୋଗୁଁ ରାସ୍ତା ନିର୍ମାଣ ନ ହେଉ ହେଉ ରାସ୍ତା ଭାଙ୍ଗି ବାରେ ଲାଗିଛି । ତା’ର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳୁଛୁ ବିଜୁ ଏକ୍ସପ୍ରେସୱେ ରାସ୍ତା ରେ ନବୀନ ବାବୁ ନିଜ ସ୍ବର୍ଗତ ବିଜୁ ବାବୁ ଙ୍କ ନାମରେ ନାମିତ କରି ଆରମ୍ଭ କରି ଆରମ୍ଭ କରିଥିଲେ ବିଜୁ ଏକ୍ସପ୍ରେସୱେ ରାସ୍ତା ହେଲେ ପୂର୍ତ୍ତ ବିଭାଗ ଅଧିକାରୀ ମାନେ ସଠିକ ଭାବରେ ତଦାରଖ ନ କରୁଥିବା ରୁ ରାସ୍ତା ଭାଙ୍ଗି ବାରେ ଲାଗିଛି।ଵିଭାଗୀୟ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ କେମିତି ଠିକାଦାର ମାଳାମାଳ ହେବ ଓ ମୋଟା ଅଙ୍କରେ ପିସି ମିଲିଵ ସେଥିପାଇଁ ଠିକ ହିସାବରେ ତଦନ୍ତ ହେଉନଥିଵା ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ ଅଭିଯୋଗ କରିଛନ୍ତି ।ଏ ନେଇ ପୂର୍ତ୍ତ ବିଭାଗର ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲୁ ହେଲେ ଯୋଗା ଯୋଗ ହୋଇପାରିନଥିଲା ।

Related Post

ଧର୍ମଗଡ ଉପଖଣ୍ଡରେ ନଭେମ୍ବର ୨୫ ରୁ ଆରମ୍ଭ ହେବ ଖରିଫ ଧାନ କିଣା

Posted by - November 13, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ରେ ୨୦୨୨-୨୩ ଖରିଫ ଋତୁ ଧାନ କିଣା ଆସନ୍ତା ନଭେମ୍ବର ୨୫ ତାରିଖ ଠାରୁ ଡିସେମ୍ବର ୧ ତାରିଖ…

ବୌଦ୍ଧ ଜିଲ୍ଲା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

Posted by - March 9, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଆନୁକୂଲ୍ୟରେ ମହିଳା ମହାବିଦ୍ୟାଳୟ, ବୌଦ୍ଧ ଠାରେ “ଅନ୍ତର୍ଜାତୀୟ ମହିଳା ଦିବସ” ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ଜିଲ୍ଲା…

ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 2, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )-ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ସରକାରି ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଜ଼ୀଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Posted by - May 17, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ମୃତ କର୍ମଚାରୀ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଦୟାନିଧି…

ଜିଲ୍ଲାରେ ଚଳିତ ବର୍ଷ ପୀଠ ମାନଙ୍କରେ ଗଣେଷ ପୂଜା ବନ୍ଦ ରହିବ: ଯାଜପୁର ଜିଲ୍ଲାପାଳ

Posted by - August 13, 2020 0
ଯାଜପୁର ଅଫିସ : ୧୨/୦୮ ଚଳିତ ବର୍ଷ କରୋନା ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ସ୍ୱାସ୍ତ୍ୟ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ମଣ୍ଡପ ମାନଙ୍କରେ…