ବିବାହିତ ମହିଳାଙ୍କ ଆତ୍ମହତ୍ୟା

31 0

ବେଲଗୁଣ୍ଠା : (ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମରେ ଜଣେ ବିବାହିତ ମହିଳା ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁଙ୍କ ପତ୍ନୀ ସୁନୀତା ସାହୁ (୩୦) । ତାଙ୍କ ପତି ସୁରତରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପାରିବାରିକ ଅଶାନ୍ତି କାରଣରୁ ସେ ସକାଳ ଦଶଟା ବେଳେ ଆତ୍ମହତ୍ୟା କରିଥିବା ପୋଲିସ ସୁତ୍ରରୁ ଖବର ମିଳିଛି ।

ମୃତ ସୁନୀତାଙ୍କ ଗୋଟିଏ ୮ ବର୍ଷ ବୟସର ପୁଅ ଅଛି । ମୃତ ସୁନୀତା ଙ୍କ ମାଆ ପଦ୍ମାବତୀଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।ଏ ନେଇ ବେଲଗୁଣ୍ଠା ପୋଲିସ ୭୭/୩୩ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।

Related Post

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚାଲିଛି ସାତ ଦିନ ବ୍ୟାପି ଫୁଡ ଫର ହଙ୍ଗର କାର୍ଯ୍ୟକ୍ରମ

Posted by - September 14, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବର୍ଷ ତମାମ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦା ସର୍ବଦା ବିଭିନ୍ନ ସାମାଜିକ ତଥା ସେବା କାର୍ଯ୍ୟ କରିଥାନ୍ତି। ଏହି ମାସ ୧୧ ତାରିଖ…

ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଥିବାରୁ ଆଜି ନବରଙ୍ଗପୁର ସହରରେ ବିଜୟ ଉତ୍ସବ ପାଳନ

Posted by - July 21, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ଭାରତର ୧୫ତମ ରାଷ୍ଟ୍ରପତି ରୂପେ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଥିବାରୁ ଆଜି ନବରଙ୍ଗପୁର ସହର ଠାରେ…

ଜାଗୃତି ଫାଉଣ୍ଡେସନ ତରଫରୁ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Posted by - March 3, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଦଶରଥପୁର ରାହାସୋଇ କାଳୀ ପଡ଼ିଆ ଠାରେ ଜାଗୃତି ଫାଉଣ୍ଡେସନ ପକ୍ଷରୁ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ରବିନ୍ଦ୍ର କୁମାର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀକାନ୍ତ ଗୌତମ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦ ସରସ୍ୱତୀ ଓ ପ୍ରଧ୍ୟାପକ ଶ୍ରୀହରି ଧଳ ପ୍ରମୂଖ ଯୋଗଦେଇôଥଲେ । ଫାଉଣ୍ଡେସନ ଇଣ୍ଡିଆର ଅଧ୍ୟକ୍ଷା ଡାକ୍ତର ଶୁଭ୍ରା ରାଉତରାୟ ଙ୍କ ତତ୍ୱାବଧାନରେ ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଓ ଦ୍ୱିତୀୟ ଅଧିବେଶନରେ ବାର୍ଷିକ ସମାବର୍ତ୍ତନ ବିବରଣୀ ପାଠ ସହ ସାସ୍କୃତିକ କାର‌୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପେଟ୍ରୋଲ୍ ଢାଳି ନିଶାସକ୍ତ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Posted by - November 9, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଘରୋଇ କଳହର କରୁଣ ପରିଣତି !ନିଶାସକ୍ତ ସ୍ବାମୀଙ୍କୁ ନିଶାଖାଇବାରୁ ସ୍ତ୍ରୀ ବାରଣ କରିବାରୁ ସ୍ବାମୀ ନିଶାରେ ଥିବା ଅବସ୍ଥାରେ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା…

ମା’ ଭଗବତୀଙ୍କ ପୂଜାମହୋତ୍ସବ ଉଦଯାପିତ

Posted by - April 13, 2022 0
ବାଲେଶ୍ଵର :ବସ୍ତା ବ୍ଲକ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ବାସନ୍ତପୁର ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା ଭଗବତ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି।ବସନ୍ତାପୁର ଗ୍ରାମ…