Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ସଂଖ୍ୟାଲଘୁ ମହିଳାଙ୍କୁ ଘରେ ପସି ଆକ୍ରମଣ କରିଥିବାର ଅଭିଯୋଗ

81 0

ଯାଜପୁର:ଯାଜପୁର ପୌରପାଳିକା ଅନ୍ତର୍ଗତ ଦେବୀଦ୍ବାର ଅଂଚଳର ଜଣେ ସଂଖ୍ୟାଲଘୁ ମହିଳାଙ୍କୁ ତାଙ୍କ ପଡୋ‌ଶୀ ଜମିଜମାକୁ କେନ୍ଦ୍ର କରି ଘରେ ବସି ଆକ୍ରମଣ କରିଥିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଦେବୀଦ୍ବାର ଅଞ୍ଚଳର ରୁକସାନା ବିବିଙ୍କୁ ତାଙ୍କ ପଡୋଶୀ ଜମିଜମା ଘଟଣାକୁ କେନ୍ଦ୍ର କରି ପୂର୍ବରୁ ଗାଲିଗୁଲଜ କରୁଥିବା ବେଳେ ଆଜି ହଠାତ୍ ଅପରାହ୍ନରେ ତାଙ୍କ ଘର ଭିତରକୁ ପଶି ଘରେ କେହି ନଥିବା ବେଳେ ତାଙ୍କୁ  ଆକ୍ରମଣ କରିଛନ୍ତି।

ଯାହାକି ବାଡିରେ ତାଙ୍କ ମୁଣ୍ଡ,ଗୋଡ ଏବଂ ଛାତିକୁ ଆକ୍ରମଣ କରିଥିବାର ସେ ଟାଉନ ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ଆକ୍ରମଣକାରୀ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ରୁକସାନା ଗଣମାଧ୍ୟମକୁ  କହିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୁଲିସ ତୁରନ୍ତ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ‌ସେ ନିବେଦନ କରିଛନ୍ତି

Related Post

ଧଣ୍ଡମୁଣ୍ଡା ରେ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡମୁଣ୍ଡା ସରସ୍ବତୀ ଶିଶୁମନ୍ଦିର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତ୍ବାଙ୍କ ଅଧ୍ୟକ୍ଷତାରେ…

ଆର୍ଥିକ ସମୃଦ୍ଧି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମହିଳା ଚାଷୀ ହାଟର ଶୁଭାରମ୍ଭ

Posted by - July 1, 2020 852
ଯାଜପୁର ଅଫିସ, ତା ୧ା୭ : ଯାଜପୁର ଜିଲ୍ଳ୍‌ାର ରସୁଲପୁର ବ୍ଳ୍‌କ ସ୍ଥିତ ବାରବାଟୀ ଠାରେ ମହିଳା ମାନଙ୍କ ଦ୍ୱାରା ସାମଗ୍ରୀ ବିକ୍ରୟ ପାଇଁ ଏକ ମହିଳା…

ଶିଶୁଙ୍କ ପାଇଁ ଦିନ ଟିଏ ଓ ସାମାଜିକ ସମୀକ୍ଷା ବୈଠକ

Posted by - November 19, 2021 0
ମାଥିଲି:(ଅବଦୁଲ ଗନି)ମାଥିଲି ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଶିଶୁଙ୍କ ପାଇଁ ଦିନ ଟିଏ ସହ ମହାତ୍ମା ଗାନ୍ଧୀ ନିଶ୍ଚିତ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ…

ଜିଲ୍ଲାସ୍ତରୀୟ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ

Posted by - November 8, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ କ୍ଷେତରାଜପୁର ଷ୍ଟେସନ ପଡାର ଦୁର୍ଗେଶ୍ବରୀ ଯୁବକ ସଂଘର ଗୁରୁକୁଳ କ୍ଲବ୍ ପକ୍ଷରୁ ଏକ ଜିଲ୍ଲା…

ଖପ୍ରାଖୋଲ ରେ କୃଷି ସମ୍ପର୍କିତ ବ୍ଲକ ବୈଷୟିକ କମିଟି ବୈଠକ ଚାଷ ର ଅଗ୍ରଗତି ଉପରେ ଆଲୋଚନା

Posted by - August 7, 2022 0
ଖପ୍ରାଖୋଲ :୬/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ କୃଷିବିଭାଗ ତାଲିମ ଗୃହ ଠାରେ କୃଷି ସମ୍ପର୍କିତ ବ୍ଲକ୍ ବୈଷୟିକ କମିଟି ବୈଠକ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁଧର ମେହେର…