ଭାଜପା ଯୁବ ମୂର୍ଚ୍ଚା ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ କୁଶ ପିତୁଳା ଦାହ

45 0

ଧର୍ମଗଡ଼: ୨୨/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ମୁଖ୍ୟମନ୍ତ୍ରୀ ଇସ୍ତଫା ଓ କୁଶ ପିତୁଳା ଦାହ କରାଯାଇଥିଲା। ରାଜ୍ୟ ରେ ଆଇନ ଵିଶୃଙ୍ଖଳା ଦେଖା ଦେଉଥିବା ଯଥା ଯେଉଁ ରାଜ୍ୟ ରେ ଜଣେ ମନ୍ତ୍ରୀ ଙ୍କୁ ପୋଲିସ ଦିନ ଦୁଇ ପହରେ ଗୁଳି କରି ହତ୍ୟା କରିଥିବା ବେଳେ ସେହି ରାଜ୍ୟରେ ଜନସାଧାରଣ କି ପରି ସୁରକ୍ଷିତ ରହିପାରିବେ ଏନେଇ ମୁଖ୍ୟମନ୍ତ୍ରୀ ନିଜେ ନୈତିକ ଦୃଷ୍ଟି ରୁ ଇସ୍ତଫା ଦେବା କଥା ବୋଳି ଆଜି ଯୁବ ମୂର୍ଚ୍ଚା ଜିଲ୍ଲା ସଭାପତି ବିଜୟ ଦେଵ ସାହୁ ନେତୃତ୍ୱରେ ଏକ ରାଲିରେ ବାହାରି ସ୍ଥାନୀୟ ଚାରି ଛକ ଠାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପିତୁଳା ଦାହ କରାଯାଇଥିଲା ଉକ୍ତ ରାଲିରେ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ଵାଗ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ଅପ୍ରେସ ସ୍ଵାଇଁ ଟିପିଗୁଡା ମଣ୍ଡଳ ଯୁବ ମୂର୍ଚ୍ଚା ସଭାପତି ଲକ୍ଷ୍ମଣ ମେହେର ଧର୍ମଗତ ନଗର ମଣ୍ଡଳ ଯୁବ ମୂର୍ଚ୍ଚା ଯୋଗ ଦେଇଥିଲେ

Related Post

ଭାରତୀୟ ଜନତା ପାର୍ଟି ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

Posted by - July 14, 2022 0
ଧର୍ମଗଡ଼: ତା୧୪/୭/୨୨:( ଧର୍ମଗଡ଼ ନଗର ମଣ୍ଡଳ କାର୍ଯ୍ୟକାରୀଣି ବୈଠକ ସ୍ଥାନିୟ ରାଜ ଲଜ ଠାରେ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ…

ଉପନିର୍ବାଚନରେ ବିଜେଡିର ବାଜିମାତ୍‌,ଅତି ଶୋଚନୀୟ ସ୍ଥିତିରେ କଂଗ୍ରେସ

Posted by - December 8, 2018 2
ଭୁବନେଶ୍ବର : ୨୦୧୭ରେ ସମୁଦାୟ ଯେତିକି ଭୋଟ ପଡିଥିଲା, ଏଥର ତା ଠାରୁ ୪୬୦ ଖଣ୍ଡ ଭୋଟ ଅଧିକ ପଡିଛି। କିନ୍ତୁ ଗତଥର ଯେତିକି ଲୋକ ପସନ୍ଦ…

ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗରେ ବିଜେପି ପକ୍ଷରୁ ବିକ୍ଷୋଭ

Posted by - August 5, 2021 0
ଖୋର୍ଦ୍ଧା :(ଶୁଭଲକ୍ଷ୍ମୀ ସାମନ୍ତରା )ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗରେ ବିଜେପି ପକ୍ଷରୁ ବିକ୍ଷୋଭ । ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତି ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା…

ଟିଟିଲାଗଡ ନଗର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - July 24, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଘଣ୍ଟାଶୁଣି ମନ୍ଦିର ସଭାଗୃହରେ ଟିଟିଲାଗଡ ନଗର ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ…