ଧାନ ବିକ୍ରି ପାଇଁ ଚାଷୀଙ୍କୁ ଅଣଦେଖା। ତାତିଲେ ଚାଷୀ NH ୫୭ ଅବରୋଧ

35 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ଚାଷୀଙ୍କ ପ୍ରତି ଅନ୍ୟାୟ ।ସମସ୍ତ ଧାନ ମଣ୍ଡିରେ ଅବ୍ୟବସ୍ଥା।କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର।ଅନ୍ୟପଟେ ଜୟ କିସାନ୍ କହୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳୁଛି ଚାଷୀ ମାରଣ ନୀତି।ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣି ଧାନ ମଣ୍ଡିରେ ଉକ୍ତ ଅଞ୍ଚଳର ଚାଷୀ ବିକ୍ରି ପାଇଁ ମଣ୍ଡିରେ ଧାନ ରଖିଥିବା ବେଳେ କାହାର ଟୋକନ୍ ଅବଧି ସରି ଯାଇଛି ତ ଆଉ ଆଉ କାହାର ୫୦କ୍ଵିଣ୍ଟାଲ ନେବା ସ୍ଥାନରେ ପାଞ୍ଚ କ୍ଵିଣ୍ଟାଲ ଧାନ କିଣି ବାବା ନେଉଛି ଜିଲ୍ଲା ପ୍ରଶାସନ।

ଏହି ଅବ୍ୟବସ୍ଥା ଯୋଗୁଁ ଆଜି ଉକ୍ତ ଅଞ୍ଚଳର ସମସ୍ତ ଚାଷୀ ଦିନ ଦୁଇଟା ସମୟରେ ଏକତ୍ରିତ ହୋଇ ବାଉଁ ଶୁଣି ଦେଇ ଯାଇଥିବା ଜାତୀୟ ରାଜପଥ ୫୭ କୁ ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଥିବା ଦେଖିବାକୁ ମିଳିଛି।ଯାହା ଫଳରେ ଯାତାୟାତ ରେ ବାଧା ପ୍ରାପ୍ତ ହୋଇଛି ଓ ରାସ୍ତାର ଦୁଇ ପାର୍ଶ୍ଵରେ ଅଟକି ରହିଛି ସହ ସହ ଗାଡିମଟର। ସମଗ୍ର ବୌଦ୍ଧ ଜିଲ୍ଲାରେ ଚାଷୀଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିବା ବେଳେ ।

ଆଙ୍ଗୁଠି ବଙ୍କା କଲେ ଘିଅ ବାହାରେ ପ୍ରଶାସନ ପକ୍ଷରୁ ବୋଲି ପ୍ରମାଣ ହୋଇଛି।କାରଣ ଗତକାଲି ମୁଣ୍ଡାପଡ଼ା ଅଞ୍ଚଳର ଚାଷୀ ଜିଲ୍ଲାପାଳ ଅଫିସ୍ କୁ ଯାଇ ହୋହାଲ୍ଲା କରିବା ଦ୍ୱାରା ରାତି ୧୨ଘଣ୍ଟା ସମୟରେ ଧାନ ଉଠିଥିଲା ଯାହା କି ବଘିଆ ପଡ଼ା ମଣ୍ଡିରେ ମଧ୍ୟ କିଛି ଧାନ ଉଠିଥିଲା ।ଏପଟେ ଆଜି ବାଉଂଶୁଣି ଅଞ୍ଚଳର ଚାଷୀଙ୍କୁ କି ନ୍ୟାୟ ଦେଉଛି ପ୍ରଶାସନ ଦେଖିବାକୁ ବାକି ରହିଲା ।ଆନ୍ଦୋଳନ ସ୍ଥଳକୁ କୌଣଷି ଅଧିକାରୀ ପହଞ୍ଚି ନଥିବା ବେଳେ ବାଉଂଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

Related Post

ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସଫେଇ ଓ ରକ୍ତଦାନ ଶିବିର

Posted by - October 16, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ତଥା ଏକ ମାସ ଧରି ସେବା ସପ୍ତାହ ପାଳନ ଅବସରରେ ସମ୍ବଲପୁର…

ସରକାରୀ ଅର୍ଥ ଅପବ୍ୟୟ କାମ ଉପରେ କାମ,ସୁଧୁରୀ ପାରୁନି ରାସ୍ତା

Posted by - February 1, 2023 0
ଧର୍ମଗଡ:(ହେମନ୍ତ କୁମାର ମାଝୀ)ସରକାରୀ ମାଲ ଦରିଆନ ମେ ଢାଲ।ପ୍ରଶାସନ ର ଠିକା ପୋଷା ନୀତି ଯୋଗୁଁ ସରକାରୀ ଅର୍ଥ ଅପବ୍ୟୟରେ ପରିଣତି ।ଧର୍ମଗଡ ବ୍ଲକ କଦଲିମୁଣ୍ଡା -ଛତିଶଗଡ଼…

ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ

Posted by - April 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ତରଭା ବ୍ଲକ ସାମ୍ବାଦିକ ସଙ୍ଘ…

ରେମୁଣା ରେ ‘ଭାରତ ବନ୍ଦ’ ପ୍ରଭାବ ରେ ଜୀବନ ଯାତ୍ରା ବ୍ୟାହତ

Posted by - March 26, 2021 0
ରେମୁଣା:(ସମରେନ୍ଦ୍ର ବାରିକ)ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ନୟ ସମିତି ତରଫରୁ ତିନୋଟି କୃଷି କଳା ଆଇନ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି, ସରକାରୀ ଶିଳ୍ପ…

ଜାତୀୟ ଚେସ ପ୍ରତିଯୋଗିତା ଓଡିଶାରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଝିଅ

Posted by - June 18, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ସମ୍ପ୍ରତି ରାଜ୍ୟ ଚେସ ସଂଘ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟା ଚେସ ପ୍ରତିଯୋଗିତା ଚାଲିଛି।୧୪ବର୍ଷରୁ କମ ବାଳିକା ବର୍ଗରେ ବୌଦ୍ଧ ଜିଲ୍ଲାର ଝିଅ ଶାନ୍ତି ସାହୁ…