ଯାଜପୁର ବ୍ଳକର ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମୟୁରଭଂଜ ଜିଲ୍ଲାର ପଞ୍ଚାୟତରାଜର ଜନପ୍ରତିନିଧି 

81 0

ଯାଜପୁର ବ୍ଳକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମୟୁରଭଂଜ ଜିଲ୍ଲାର ପଞ୍ଚାୟତରାଜର ବିଭିନ୍ନ ଜନପ୍ରତିନିଧି  ମୟୁରଭଂଜ ଜିଲ୍ଲାର ଏହି ୮୦ ଜଣିଆ ପ୍ରତିନିଧି ମଣ୍ଡଳୀ ଯାଜପୁର ବ୍ଲକ ଅଧିନସ୍ତ ମାଳଆନନ୍ଦପୁର ସ୍ଥିତ ଉତ୍ତରେଶ୍ୱର ୫ଟି ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଜିଲା ପାରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ବିଡିଓ ସୌରଭ ଚକ୍ରର୍ବତ୍ତୀ ଏବଂ ସ୍ଥାନୀ ସରପଂଚ ସେମାନଙ୍କୁ ପୁଷ୍ପଗୁଚ୍ଛ  ଉପଢ଼ୋକନ ଦେଇ ସ୍ୱାଗତ କରିଥିଲେ 

ପରେ ଏହି ପ୍ରତିନିଧି ମଣ୍ଡଳୀ ଚଇନିପୁର ସ୍ଥିତ ସୁଦର୍ଶନ ପାଢି ଉଚ୍ଚ ବିଦ୍ୟାଳୟର ୫ଟି ସ୍କୁଲକୁ ପରିଦର୍ଶନ କରିବାକୁ ଯାଇଥିଲେ ସେଠାରୁ ମିଶନ ଶକ୍ତି ଭବନ ଏବଂ କୁସୁମା ସମେତ ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ବୁଲି ଦେଖିଥିଲେ 

 ଏହି ଅବସରରେ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଏହି ଗ୍ରସ୍ତକୁ ନେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ  ଏହି ଅବସରରେ ମୟୁରଭଂଜ ଜିଲ୍ଲାର ପଞ୍ଚାୟତରାଜର ଜନପ୍ରତିନିଧି ମାନେ ମଧ୍ୟ ଖୁସିରେ ସେମାନଙ୍କ ଲୋକନୃତ୍ୟ ପରିବେଷଣ କରିଥିଲେ  ବ୍ଲକର ବିଭିନ୍ନ ପ୍ରକଳ୍ପ ଦେଖିବା ପରେ ଏହି ଜନପ୍ରତିନିଧିମାନେ ଉନ୍ନୟନ କାର୍ଯ୍ୟକୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି 

Related Post

ପର୍ଲା ଠାରେ ରାଜ୍ୟସଭା ସାଂସଦ ସୁଜିତ ସେଠ ଙ୍କୁ ଭବ୍ୟ ସ୍ୱାଗତ

Posted by - March 4, 2023 0
ଧର୍ମଗଡ଼:୪/୩(ହେମନ୍ତ କୁମାର ମାଝୀ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଠାରେ ରାଜ୍ୟସଭା ସାଂସଦ ସୁଜିତ ସେଠ,ଲିଗାଲ ସେଲ ଉପଦେଷ୍ଟା ହରିଜିଙ୍ଗ ସିଂ, ରାଜ୍ୟ ସମାଜ କଲ୍ୟାଣ…

ଆକ୍ରମଣ କାରିକୁ ତୁରନ୍ତ ଗିରଫ ଦାବିରେ ରାଜ୍ୟ ରାଜପଥ ଅବରୋଧ

Posted by - March 26, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତ ଦୁଇଦିନ ପୂର୍ବେ ୨୪ ତାରିଖ ରେ ଜମିବାଡ଼ି ଶତ୍ରୁତା କୁ ନେଇ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅନ୍ତର୍ଗତ ଖରଭୂଇଁ ଠାରେ ଟାଙ୍ଗିଆ ମରଣlତକ…

ବିଜୁ ପକ୍କାଘର ଯୋଜନାରେ ଘର ମରାମତି ପାଈଁ ସହାୟତା ପ୍ରଦାନ

Posted by - January 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗତ କାଲି ଓଡିଶା ର ୩୧ ଲକ୍ଷ୍ୟ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ…

ବେଲଗୁଣ୍ଠାରେ ୱାର୍ଡ୍ ବୈଠକ,ଦୀପିକା ରାଣୀଙ୍କୁ ଆମ୍ବାସାଡର୍ ନିଯୁକ୍ତି

Posted by - January 9, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପାଞ୍ଚ ଏବଂ ଛଅ ନମ୍ବର୍ ୱାର୍ଡ୍ କୁ ନେଇ କୋଭିଡ ମାର୍ଗଦର୍ଶିକା ଏବଂ ସ୍ଵଚ୍ଛ ସର୍ବେକ୍ଷଣ 2022…

କନ୍ଧ ସମାଜ, ପଞ୍ଚରା ର ତ୍ରିସ୍ତରୀୟ ନିର୍ବାଚନ ରେ ଆସନ ସଂରକ୍ଷଣ ପାଇଁ ଦାବୀ ପତ୍ର ପ୍ରଦାନ

Posted by - January 3, 2022 0
ବୌଦ୍ଧ :(ସମରେଶ  ମିଶ୍ର )ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧ ଜିଲ୍ଲା ପାଇଁ ଜାରୀ କରାଯାଇଥିବା…