ବେଆଇନ ସାର ଗଛିତ ଥିବା ସନ୍ଦେହରେ ସାର ଗୋଦାମରେ ଚଢାଉ

51 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ବେଆଇନ ସାର ଗଛିତ ଥିବା ସନ୍ଦେହରେ ସାର ଗୋଦାମରେ ଚଢାଉ।ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଥିବା ମହେଶ ଅଗ୍ରୱାଲଙ୍କ ଗୋଦାମରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ତାଙ୍କ ଘର ନିକଟରେ ଥିବା ଗୋଦାମ ଗୃହ, ଦୋକାନ ଗୃହ ଏବଂ ହାଟପଦା ମସଜିଦ ପଛପଟେ ଥିବା ଗୋଦାମରେ ଏହି ରେଡ କରାଯାଇଛି I

ଏହି ତିନିଗୋଟି ସ୍ଥାନରେ ବେଆଇନ ଭାବେ ସାର ଗଛିତ ରହିଥିବା ନେଇ ସନ୍ଦେହ କରିଛି ଜିଲ୍ଲାପ୍ରଶାସନ । ସୋନପୁର ଉପଜିଲ୍ଲାପାଳ ଡ. ଇସପିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନେତୃତ୍ବରେ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ମିଶ୍ର, ତରଭା ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ତରଭା ସହକାରୀ କୃଷି ଅଧିକାରୀ ନିରୁପମା ଗଣିକ ପ୍ରମୁଖ ଏହି ଚଢାଉରେ ସାମିଲ ରହିଥିଲେ I ଚଢାଉ ଜାରି ରହିଥିବାବେଳେ ଷ୍ଟକ ଯାଞ୍ଚ କଲା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ମିଳିଛି ।

 

Related Post

ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ,ପଶ୍ଚିମବଙ୍ଗରେ ଧନଜୀବନ କ୍ଷୟକ୍ଷତି ନେଇ ଶୋକ ପ୍ରକାଶ

Posted by - May 21, 2020 647
ଭୁବନେଶ୍ବର :ଆଜି ଅପରାହ୍ନରେ ହେଲିକେପଟରେ ଯାଇ ଆକାଶମାର୍ଗରୁ ବାତ୍ୟା ଅମ୍ପନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଓଡିଶା…

ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଇଁ ବୈଠକ ଅନୁଷ୍ଠିତ

Posted by - December 21, 2022 0
ଧର୍ମଗଡ଼:୨୦/୧୨(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଏନଏସି ସଭାଗୃହ ଠାରେ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭା…

ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଦେଲେ ଶ୍ରୀମନ୍ଦିର ପ୍ରଶାସନ,ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ

Posted by - June 16, 2020 153
ପୁରୀ:ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଶ୍ରୀମନ୍ଦିର ପୁରୋହିତ ଡ.ସିଦ୍ଧେଶ୍ୱର ମହାପାତ୍ରଙ୍କୁ ତିନିରଥ ପ୍ରତିଷ୍ଠା ଲାଗି ଅନୁମତି  ଦିଆଯାଇଛି । ଏହା ଫଳରେ ରଥଯାତ୍ରା ହେବା ଦିଗରେ କାମ…

ସୁବର୍ଣ୍ଣପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

Posted by - January 26, 2022 0
ସୋନପୁର:(ଅଜିତ କୁମାର ପୂଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆ ଠାରେ କୋଭିଡ କଟକଣା ଭିତରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଳିତ ହୋଇ ଯାଇଛି l ଏଥିରେ…

ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର

Posted by - November 22, 2019 265
ଯାଜପୁର:.(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବତୀ ଏଠାକାର ରିଲାଏନ୍ସ…