Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ଯୁବକକୁ ହତ୍ୟା

37 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ଯୁବକକୁ ହତ୍ୟା । ସରକାରୀ ଜମିରେ ପୋଖରୀ ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଠେଙ୍ଗା ମାଡ ସହ କାଠ ଗଣ୍ଡିରେ ଛେଚି ଜଣଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତମାନେ । ମୃତକ ହେଲେ କମିରା ଗାଁର ପ୍ରକାଶ ବିଶ୍ବାଳ । ଜମିବାଡିକୁ ନେଇ ଗାଁର ଶିବ ପଧାନ ଓ ଦୁଃଶାସନ ପଧାନଙ୍କ ସହ ପ୍ରକାଶଙ୍କ ବଚସା ହୋଇଥିଲା ।

ବିଲରେ ମାଟି ଖୋଳାକୁ ନେଇ ଉତ୍ତେଜନା ହୋଇଥିବାବେଳେ ପ୍ରକାଶକୁ ଶାବଳରେ ଚାପି କାଠ ଗଣ୍ଡିରେ ଛେଚି ଦେଇଥିବା ଜଣା ପଡିଛି । ଫଳରେ ଘଟଣା ସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବିରମହାରାଜପୁର ଏସଡିପିଓଙ୍କ ନେତୃତ୍ବରେ ସୁବଳୟା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଶିବ ଓ ଦୁଃଶାସନକୁ ପୋଲିସ ଅଟକ ରଖିଛି ।

 

Related Post

ଯାଜପୁର:ସଂପର୍କ ହେଲା କଳୁଷିତ,ବାପ ଝିଅ ସଂପର୍କରେ ଲାଗିଲା ଦାଗ

Posted by - December 14, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସଂପର୍କ ହେଲା କଳୁଷିତ । ବାପ ଝିଅ ସଂପର୍କରେ ଲାଗିଲା ଦାଗ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଗିରଫ…

ବାଘଛାଲ ଜବତ-୨ଗିରଫ

Posted by - December 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରା (Leopard) ବାଘଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ…

ଯାଜପୁର ଥାନା ଅଂଚଳରେ ୫ ବର୍ଷର ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ ।

Posted by - June 27, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅଂଚଳରେ ୫ ବର୍ଷରୁ ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ । ଘଟଣାର ଅଭିଯୁକ୍ତ ବିହାରୀ ପଂଚାୟତ ଅଚଂଳର ପ୍ରପୁଂଲ୍ଲ ପଣ୍ଡାଙ୍କୁ…

ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ ଅଭିଯୋଗରେ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଙ୍କସରକାରଙ୍କ ବ୍ୟାପକ କଟକଣା ଓ ଧରପଗଡ ସତ୍ତେ ବନ୍ୟପ୍ରାଣୀ ଶିକାର ଥମୁ ନାହିଁ। ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଥିବା ବେଳେ ବିଭିନ୍ନ ସମୟରେ…