Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପ୍ରଫେସରଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ପକ୍ଷରୁ ନିନ୍ଦା

59 0

କଳାହାଣ୍ଡି :(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍ ରେ ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ସେମିନାର କାର୍ଯ୍ୟକ୍ରମରେ କିଛି ଅଣ ଛାତ୍ର ଏବଂ ଏବିଭିପି ସଦସ୍ୟ ଗଣ୍ଡଗୋଳ କରିବା ସହ ଜଣେ ପ୍ରଫେସରଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ପକ୍ଷରୁ ନିନ୍ଦା କରାଯାଇଛି।ଏହା ଶୈକ୍ଷିକ ବାତାବରଣକୁ ନଷ୍ଟ କରିବା ସହିତ ଛାତ୍ର ସମାଜକୁ ଆଘାତ ଦେଇଛି ।

ଏହାର ପ୍ରତିବାଦରେ ଆଜି ବିଜୁ ଛାତ୍ର ଜନତା ଦଳ କଳାହାଣ୍ଡି ଦୋଷୀ ବିରୁଦ୍ଧରେ ଆଇନ ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଛାତ୍ର ସଭାପତି ଅଜିତ କୁମାର ସାହୁ , ଜିତେନ୍ଦ୍ର ବେହେରା, ଲଲବହାଦୂର୍ ନାଏକ, କାମାକ୍ଷା ପ୍ରସାଦ ସିଂ ଦେଓ,ଛାତ୍ର ନେତା ଜ୍ୟୋତି ବେହେରା,ରୁଦ୍ର ମଣ୍ଡଳ, ହଂଶରାଜ୍ ବେହେରା, ରୋମଞ୍ଚଳ ମେହେର, ଯଶୋବନ୍ତ ସାହୁ, ହିତେଶ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରକଳ୍ପର ନିଉଜଲେଟର ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

Posted by - February 28, 2021 0
ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ପ୍ରତି କୋଣ ଅନୁକୋଣରୁ ପ୍ରଭୁ ଜଗନ୍ନାଥଙ୍କ ଗୋଟେ ଝଲକ ଦେଖିବା ପାଇଁ ଲୋକେ…

ପରଲୋକରେ ସଂଗୀତଜ୍ଞ ପ୍ରଫୁଲ୍ଲ କର

Posted by - April 18, 2022 0
ଭୁବନେଶ୍ବର :୮୩ ବର୍ଷ ବୟସରେ ଆଖି ବୁଝିଛନ୍ତି କମଳ ଦେଶର ରାଜକୁମର ଭାବେ ପରିଚିତ ଏହି ବର୍ଷିୟାନ୍‌ ସଂଗୀତଜ୍ଞ। ରବିବାର ରାତିରେ ଭୁବନେଶ୍ବର ବାସଭବନରେ ତାଙ୍କର ପରଲୋକ…

କୋରନା ମହାମାରୀରେ ଫିକା ପଡିଲା ରଜ ଉତ୍ସବ

Posted by - June 16, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ପବିତ୍ର ରଜ ସଂକ୍ରାନ୍ତି ସାରା ରାଜ୍ୟରେ ରଜ ଉତ୍ସବ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ୍ ପଡିନି ବାରଙ୍ଗ ଅଞ୍ଚଳ, କରୋନା ମହାମାରୀ କରାଳ ଛାୟାରେ…

ନବରଙ୍ଗପୁର ପୌର ନିର୍ବାଚନରେ ବାଜି ମାରିନେଲା ବିଜେପି

Posted by - March 27, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ପୌର ନିର୍ବାଚନ ରେ ନବରଙ୍ଗପୁର ପୌର ଅଧ୍ୟକ୍ଷ ରେ ବାଜିମାରିଲା ବିଜେପି ପାର୍ଥି କୁନୁ ନାୟକ ତେବେ ନବରଙ୍ଗପୁର ପୌର…

ଡଙ୍ଗାରେ ଥିବା ୭ଜଣଙ୍କୁ ଉଦ୍ଧାର କଲା ୧୦୮ବୋଟ ଆମ୍ବୁଲାନ୍ସ

Posted by - February 10, 2022 0
ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ:(ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାର ର ମଝିରେ ଫସିଲା ଦେଶୀ ଡଙ୍ଗା l ଡଙ୍ଗା ଦ୍ୱାରା ଘରକୁ ଫେରୁଥିବା ୭ଜଣଙ୍କୁ ଉଦ୍ଧାର…