ବାଇକ- ମାରୁତି ଇକୋ ଭ୍ୟାନ ମୁହାଁମୁହିଁ ୩ ଗୁରୁତର

477 0

କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ନିକଟ ରେ ଥିବା ବୁଲାଣି ଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ବାଇକ ଆରହି ୩ ଜଣ ଗୁରୁତର ଅବସ୍ଥା ରେ ଟିକିରି ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଦୁର୍ଘଟଣା ଘଟାଇ ଥିବା ଇକୋ ଭ୍ୟାନ ଘଟଣା ସ୍ଥଳରୁ ଚଂପଟ ମାରିଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ପ୍ରକାରେ ୩ ଜଣ ବାଇକ ଆରହି ମଧ୍ୟରୁ ଜଣେ କାଳିଆ କୋଣା ଗ୍ରାମର ଯୁବକ ତୁଫାନ ମାଝି ଅନ୍ୟ ଦୁଇଜଣ ହେଲେ ପାନବନ୍ଧ ଗ୍ରାମର ଟିଟୁ ମାଝି ,ସଭନା ମାଝି ,ବୋଲି ଜଣାପଡିଛି

ଏମାନେ ଟିକିରି ଠାରୁ ଗୋରଖପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଓଡ଼ି୦୨ବିଏକ୍ସ୨୩୩୫ ନମ୍ବର ଯୁକ୍ତ ମାରୁତି ଇକୋ ଭ୍ୟାନ ଟିକିରି ଅଭିମୁଖେ ଆସୁଥିଲା କୌଣସି କାରଣରୁ ଉଭୟ ଗାଡି ମଧ୍ୟରେ ଧୋକା ହେଇଯାଇଥିଲା । ବାଇକ ରେ ଥିବା ୩ ଯୁବକ ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିରହିଥିଲେ ।

ପଥଚାରି ଓ ସ୍ତାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଟିକିରି ମେଡ଼ିକାଲ ଭର୍ତ୍ତି କରିଥିଲେ । ସ୍ଥିତି ସଙ୍କଟାପନ୍ନ ଅବସ୍ଥା ଦେଖି ପ୍ରାଥମିକ ଚିକିତ୍ସା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ଅତିଗୁରୁତର ଦୁଇଜଣ ଯୁବକ ଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ବର୍ତ୍ତମାନ ଟିକିରି ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ବାଇକ ଜବତ ସହ ଫେରାର ମାରିଥିବା ଇକୋ ଭ୍ୟାନ୍ ର ତଦନ୍ତ କରୁଥିବା ଜଣାପଡ଼ିଛି

Related Post

ବିଜେଡ଼ି ଆଇଟି ଵିଙ୍ଗର ରାଜ୍ୟ ସଂଯୋଜକ ଭାବେ ୫ ଜଣଙ୍କୁ ମନୋନୀତ

Posted by - January 28, 2019 0
ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ଆଭିମୁଖ୍ୟକୁ ସୋଶାଲ୍‍ ମିଡିଆରେ ଜୋର୍‍ଦାର ପ୍ରଚାର ପ୍ରସାର କରିବା ଲାଗି ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ…

ସୋନପୁର ବ୍ଲକରେ ବୁଲିଲା ମାନସିକ ସଚେତନତା ରଥ

Posted by - December 26, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୋନପୁର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଏକ ମାନସିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ…

ପ୍ରବାସୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ୧୬ ଆହତ.

Posted by - May 14, 2020 587
ଅନୁଗୋଳ :(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଠାକୁରଗଡ଼ ନିକଟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ମିନିବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ 16 ଜଣ ଶ୍ରମିକ ଆହତ ହୋଇଛନ୍ତି…

ଜହ୍ନlପଙ୍କ ହାଇସ୍କୁଲରେ ସହିଦ ଦିବସ ପାଳିତ

Posted by - October 24, 2021 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ଦୁଇ ଜଣ ସହିଦଙ୍କ ସ୍ମୃତି ଉଦ୍ୟେଶରେ ବୌଦ୍ଧ ପୋଲିସ ପକ୍ଷରୁ…

ଟିଟିଲାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଜୋନ ନମ୍ବର ୮ ର କର୍ମକର୍ତ୍ତାଙ୍କୁ ନେଇ ସ୍ୱତନ୍ତ୍ର ବୈଠକ

Posted by - June 29, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବୁଧୁବାର ଦିନ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ବ୍ଳକର ଜିଲ୍ଲା ପରିଷଦ ଜୋନ ନଂ…