ଠିପିଖୋଲା ମଦ ଦୋକାନକୁ ବିରୋଧ କଲେ ମହିଳା ସରପଂଚ

225 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଭିନ୍ନ ସ୍ଥାନରେ ଠିପିଖୋଲାମଦ ଦୋକାନକୁ ନେଇ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପଂଚାୟତବାସୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନପାଖରେ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ଅବକାରୀ ବିଭାଗ ରାଜସ୍ୱ ଆଦାୟ ଆଳରେ ଲୋକଙ୍କ ସ୍ୱାର୍ଥକୁ ପଛରେପକାଇ ମଦ ବ୍ୟବସାୟୀଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି ।

ଫଳରେ ପ୍ରସ୍ଥାବିତ ଠିପିଖୋଲା ମଦ ଦୋକାନକୁ ବିରୋଧକରି ବିଂଝାରପୁର ବ୍ଲକ ଅରେଇ ଗ୍ରାମ ପଂଚାୟତର ମହିଳାସରପଂଚ ସ୍ମୃତିସମୀକ୍ଷା ମଲ୍ଲିକ ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।

ମଦଦୋକାନ ହେଲେ ପଂଚାୟତର ଅନେକ ଲୋକ ସମସ୍ୟାରେ ପଡିବା ସହ ହରିଜନ ସାହି ପ୍ରଭାବିତ ହେବ । ତେଣୁଏପରି ସ୍ଥାନରେ ମଦ ଦୋକାନକୁ ବିରୋଧ କରିବା ସହ ଆଗାମୀ ଦିନରେ ପଂଚାୟତବାସୀଙ୍କ ସ୍ୱାର୍ଥ ପାଇଁଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Related Post

କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼

Posted by - July 21, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…

ବୟନ ଶିଳ୍ପ ମାନଚିତ୍ରରୁ ଲିଭିବାକୁ ବସିଲାଣି ମନମୁଣ୍ଡା ର ପ୍ରସିଦ୍ଧ ଗାମୁଛା

Posted by - August 8, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) :-ଜିଲ୍ଲାରେ ପାଳିତ ହେଉଛି ଜାତୀୟ ହସ୍ତତନ୍ତ ଦିବସ ।ସମଗ୍ର ଦେଶ ସହିତ ବୌଦ୍ଧ ଜିଲା ପ୍ରଶାସନ ମଧ୍ୟ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ ।…

ପଦ୍ମଶ୍ରୀ ପୁରସ୍କାର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ

Posted by - January 30, 2023 0
ଭବାନୀପାଟଣା:୩୦/୧(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)୩୦୦୦ରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷ ରୋପଣ କରି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମନକୀ ବାତ ନେଇ ଚର୍ଚ୍ଚାରେ ପଟ୍ଟାୟତ କୁମାର ସାହୁ ଏବଂ…

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଅହେତୁକ ଦରବୃଦ୍ଧି ସମଗ୍ରରାଜ୍ୟର ଖାଉଟି ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଲୋକଙ୍କ ଆର୍ଥିକ ଅବସ୍ଥା ଉପରେ ଗୁରୁତର ପ୍ରଭାବ ପକାଉଛି।…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର ପୂଜା

Posted by - September 20, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ରେ ଦେଖାଦେଲାଣି ଚଳଚଂଚଳ ପରିବେଶ । ମାଙ୍କ ଆଗମନି ପାଇଁ…