ବିରଜା କଲ୍ୟାଣ ମଣ୍ଡପ ରେ ମାସିକ ପତ୍ରିକା  ରାଜଭୂମି ର ଶୁଭ ଉନ୍ମୋଚନ

176 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା କଲ୍ୟାଣ ମଣ୍ଡପ ରେ ମାସିକ ପତ୍ରିକା  ରାଜଭୂମି ର ଶୁଭ ଉନ୍ମୋଚନ ହୋଇଯାଇଛି । ଚଳିତ ସଂକଳନଟି ଓଡିଶାର ଅନ୍ୟତମ ସ୍ୱାଭିମାନି ଓ ସାଲିସ ବିହିନ ନେତା ମୁକୁଟବିହୀନ ସମ୍ରାଟଅଶୋକ ଦାସ ଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ମାସିକ ପତ୍ରିକା ର ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାଏକ ଉପସ୍ଥିତ ରହି ପତ୍ରିକା ବିଷୟରେ ସମ୍ୟକ ସୂଚନା  ଦେଇଥିଲେ ।

ଉନ୍ମୋଚନ ସଭାରେ  ବରୁଣେଶ୍ୱର କଲେଜ ର ଅଧକ୍ଷ ପ୍ରପେଂସର ବଟକୃଷ୍ଣ ମହାପାତ୍ରଯାଜପୁର ପୌରାଂଚଳ ର ଉପାଧକ୍ଷ ସନ୍ତୋଷ ମଲ୍ଲିକ ,ସାମ୍ବାଦିକ ଅରୁଣ କୁମାର ରାଉତରାୟ,ଅଜୟ ରଣା,ବରିଷ୍ଠ ଆଇନଜିବି ସମରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ପତ୍ରିକା ରେ ସ୍ୱର୍ଗତ ଦାସଙ୍କ ଅନେକ ଅନାଲୋଚିତ ତଥ୍ୟ ସ୍ତାନ ପାଇଛି ଏବଂ ଏହାର ମାଧ୍ୟମରେ ସ୍ୱର୍ଗତ ଦାସଙ୍କ ସଂପର୍କରେ ଅନେକ ତଥ୍ୟ ଲୋକଙ୍କ ନିକଯରେ ପହଂଚିପାରିବ ବୋଲି ମତପ୍ରକାଶ ପାଇଥିଲା ।

Related Post

ବୌଦ୍ଧ ପ୍ରଶାସନ ପକ୍ଷରୁ ତୃତୀୟଲିଙ୍ଗିଙ୍କୁ ପରିଚୟ ଓ ପ୍ରମାଣ ପତ୍ର ବଣ୍ଟନ

Posted by - August 19, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ଗତକାଲି ଦିବା୧୧ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ ସନ୍ମିଳନୀ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ୧୪  ଜଣ ତୃତୀୟ ଲିଙ୍ଗି ବ୍ୟକ୍ତି ଙ୍କୁ ସମାଜର ମୁଖ୍ୟ ସ୍ରୋତରେ…

ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନେଷ୍ଟବଳ ଶାଖା ସଂଘର ନିର୍ବାଚନ

Posted by - December 22, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ଭାବରେ କୁମୁଦ ରଞ୍ଜନ ମେହେର ହେଟ୍ରିକ ଓ…

କାର୍ଯ୍ୟକାରୀ ହେଲା ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

Posted by - December 21, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମା ଠାରେ ଆଜି ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ…

ନିଶାନୀ ପାହାଡରେ ବନୀକରଣ ପାଇଁ ଶୁଭାରମ୍ଭ

Posted by - May 31, 2022 0
ବଙ୍ଗୋମୁଣ୍ଡା: ତା୩୧/୫(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ବନବିଭାଗ ତରଫରୁ ସିନ୍ଧେକେଲା ରୁ ବଙ୍ଗୋମୁଣ୍ଡା ଯାଉଥିବା ରାସ୍ତାରେ ପଡୁଥିବା ନିଶାନୀ ପାହାଡ ରେ ବନୀକରଣ ପାଇଁ ପ୍ରଥମ ଗାତଖୋଲି…