କାଳିଆ କରୁଛି ଗୋଳମାଳିଆ,ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ଗୋଟିଏ ବି କିସ୍ତି ପହଞ୍ଚି ପାରୁନାହିଁ

317 0

କେନ୍ଦୁଝର:ତା ୨୪ ନଭେମ୍ବର    ରାଜ୍ୟସରକାର ଚ଼ାଷୀମାନ ଙ୍କ ଚ଼ାଷର ଉନ୍ନତି ପାଇଁ ନିର୍ବାଚ଼ନ ପୂର୍ବରୁ କାଳିଆ ଯୋଜନାରେ ଚ଼ାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ କିସ୍ତି ପରେ ଦିତ୍ବିୟ କିସ୍ତି ରେ ଟଙ୍କା ପଠାଇସାରିଛନ୍ତ।ହେଲେ କେନ୍ଦୁଝର ଜିଲ୍ଲାରେ କେତେକ ଯୋଗ୍ୟହିତାଧିକାରୀ ଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ ବି କିସ୍ତି ଟଙ୍କା ପହଞ୍ଚି ପାରିନାହିଁ।କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ନମ୍ବର ୱାର୍ଡ଼ କେନ୍ଦୁପୋଶି ରେହିତାଧିକାରୀ ମାନେ ଏହି ସୁବିଧାରୁ ବଞ୍ଚିତ ରହିଛନ୍ତି।ଫଳରେ ସରକାର ଙ୍କ ଉପରେ ଉତ୍ତେଜିତ ହେଉଛନ୍ତି।

ଜିଲ୍ଲା ରଵ୬୦ଭାଗ ଚ଼ାଷି ଟଙ୍କା ପାଇସାରିଲେଣିଁ ଏନେଇ ସେମାନଙ୍କ ମନରେ ଦୁଃଖ ସୃଷ୍ଠି ହୋଇଛି।କାଳିଆ ଟଙ୍କା ଆସିବ କେବେ ଅନେଇବସିଛନ୍ତି।ହେଲେ ଟଙ୍କା ଆସୁନାହିଁ।ପଞ୍ଚାୟତ ସ୍ତରରୁ ଉଚ୍ଚଧିକାରୀ ମାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ ହିଁ କୈାଣସି ସୁଫଳ ମିଳନାହିଁ।କେନ୍ଦୁପୋଶିର ୱାର୍ଡ଼ ମେମ୍ବର କୁମୁଦିନୀ ପ‍ାତ୍ର,ନିଶାମଣୀ ପାତ୍ର,ତନୁ ପାତ୍ର,ପଦ୍ମଲୋଚ଼ନ ପାତ୍ର,ମହରଗା ପାତ୍ର,ରବି ପାତ୍ର,ଦିଲ୍ଲିପ ପାତ୍ର,ପ୍ରଦୀପ ପାତ୍ର, କାଳିଆଯୋଜନାରୁ ବଞ୍ଚିତ ଅଛନ୍ତି।ସେମାନେ ଏହି ସୁବିଧା କିପରି ପାଇବେ ତାହା ନେଇ କେନ୍ଦୁଝର ଜିଲ୍ଲାପ୍ରଶାସନ ଦାବିକରିଛନ୍ତି।କେନ୍ଦୁଝର ସଦର ବ୍ଲକନୂଆଗାଁ,ମହାଦେଇଯୋଡ଼ା,ବରଦାପାଳ,ପଦ୍ମପୁର,ରାଇସୁଆଁ,ଗୋପୀନାଥପୁର,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା, ପଳାଶପଙ୍ଗା,  କାଉଁରୀକଳା,ହାଣ୍ତିଭଙ୍ଗା,ଫୁଲଝର,ରାଇକଳା,କଣ୍ତରାପୋଶି, ପର୍ଜୁନପୁର, ପଞ୍ଚାୟତର ହୀତାଧିକାରୀ ମାନେ ଏହି ସେବାରୁ ବଞ୍ଚିତ ଅଛନ୍ତି।

Facebook Notice for EU! You need to login to view and post FB Comments!

Related Post

ନବୀନ ମୋଦିଙ୍କ ଡବଲ୍‌ ଇଞ୍ଜିନ ଗୁମର

Posted by - April 23, 2019 0
ଭୁବନେଶ୍ବର୨୩|୪:ପ୍ରଚାରର କେନ୍ଦ୍ରସ୍ଥଳରେ ଏବେ ଗୋଟିଏ ଶବ୍ଦ ଡବଲ୍‌ ଇଞ୍ଜିନ । ଆଜି କେନ୍ଦ୍ରାପଡ଼ା ଏବଂ ବାଲେଶ୍ବରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ…

ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି ବରିଷ୍ଠ ସାଂସଦ ଅର୍ଜୁନ ସେଠୀ ଓ ମୋହନ ଜେନା

Posted by - March 30, 2019 0
ଭୁବନେଶ୍ବର :୩୦ /୦୩ ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅର୍ଜୁନଙ୍କ ସମେତ…

ମେଧାବୀ ଛାତ୍ରୀ ସମ୍ଭାବନାଙ୍କୁ ସମ୍ବର୍ଦ୍ଧନା

Posted by - September 14, 2020 0
ଯାଜପୁର:(ଯାଜପୁର ବ୍ଲକ ଭୁବନେଶ୍ୱରପୁର ସିପିଆଇଏମ କାର୍ଯ୍ୟାଳୟ “ସାମ୍ୟଭବନ” ପରିସରରେ ଯୁକ୍ତ ଦୁଇ କଳାରେ ଟପର ହୋଇଥିବା ଛାତ୍ରୀ ସମ୍ଭାବନା ସାହୁ ଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ…

୬ ଦଫା ଦାବୀ ନେଇ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ

Posted by - January 29, 2021 0
ନୀଳଗିର:(ସୌମ୍ୟାସାଇ ବାରିକ)ତ୍ରିଦଳୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ କଂଗ୍ରେସ୍ , ସି.ପି.ଆଇ. ଓ ସି.ପି.ଆଇ.ଏମ୍ ଦଳ ପକ୍ଷରୁ…

ପାଟଣାଗଡ଼ ବିଧାୟକ ସରୋଜ ମେହେର ଗଲେ ଜେଲ୍‌

Posted by - June 24, 2019 0
ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିଲା।ବିଧାୟକଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ…

Leave a comment

Your email address will not be published.