Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

କାଳିଆ କରୁଛି ଗୋଳମାଳିଆ,ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ଗୋଟିଏ ବି କିସ୍ତି ପହଞ୍ଚି ପାରୁନାହିଁ

429 0

କେନ୍ଦୁଝର:ତା ୨୪ ନଭେମ୍ବର    ରାଜ୍ୟସରକାର ଚ଼ାଷୀମାନ ଙ୍କ ଚ଼ାଷର ଉନ୍ନତି ପାଇଁ ନିର୍ବାଚ଼ନ ପୂର୍ବରୁ କାଳିଆ ଯୋଜନାରେ ଚ଼ାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ କିସ୍ତି ପରେ ଦିତ୍ବିୟ କିସ୍ତି ରେ ଟଙ୍କା ପଠାଇସାରିଛନ୍ତ।ହେଲେ କେନ୍ଦୁଝର ଜିଲ୍ଲାରେ କେତେକ ଯୋଗ୍ୟହିତାଧିକାରୀ ଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ ବି କିସ୍ତି ଟଙ୍କା ପହଞ୍ଚି ପାରିନାହିଁ।କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ନମ୍ବର ୱାର୍ଡ଼ କେନ୍ଦୁପୋଶି ରେହିତାଧିକାରୀ ମାନେ ଏହି ସୁବିଧାରୁ ବଞ୍ଚିତ ରହିଛନ୍ତି।ଫଳରେ ସରକାର ଙ୍କ ଉପରେ ଉତ୍ତେଜିତ ହେଉଛନ୍ତି।

ଜିଲ୍ଲା ରଵ୬୦ଭାଗ ଚ଼ାଷି ଟଙ୍କା ପାଇସାରିଲେଣିଁ ଏନେଇ ସେମାନଙ୍କ ମନରେ ଦୁଃଖ ସୃଷ୍ଠି ହୋଇଛି।କାଳିଆ ଟଙ୍କା ଆସିବ କେବେ ଅନେଇବସିଛନ୍ତି।ହେଲେ ଟଙ୍କା ଆସୁନାହିଁ।ପଞ୍ଚାୟତ ସ୍ତରରୁ ଉଚ୍ଚଧିକାରୀ ମାନଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ ହିଁ କୈାଣସି ସୁଫଳ ମିଳନାହିଁ।କେନ୍ଦୁପୋଶିର ୱାର୍ଡ଼ ମେମ୍ବର କୁମୁଦିନୀ ପ‍ାତ୍ର,ନିଶାମଣୀ ପାତ୍ର,ତନୁ ପାତ୍ର,ପଦ୍ମଲୋଚ଼ନ ପାତ୍ର,ମହରଗା ପାତ୍ର,ରବି ପାତ୍ର,ଦିଲ୍ଲିପ ପାତ୍ର,ପ୍ରଦୀପ ପାତ୍ର, କାଳିଆଯୋଜନାରୁ ବଞ୍ଚିତ ଅଛନ୍ତି।ସେମାନେ ଏହି ସୁବିଧା କିପରି ପାଇବେ ତାହା ନେଇ କେନ୍ଦୁଝର ଜିଲ୍ଲାପ୍ରଶାସନ ଦାବିକରିଛନ୍ତି।କେନ୍ଦୁଝର ସଦର ବ୍ଲକନୂଆଗାଁ,ମହାଦେଇଯୋଡ଼ା,ବରଦାପାଳ,ପଦ୍ମପୁର,ରାଇସୁଆଁ,ଗୋପୀନାଥପୁର,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା, ପଳାଶପଙ୍ଗା,  କାଉଁରୀକଳା,ହାଣ୍ତିଭଙ୍ଗା,ଫୁଲଝର,ରାଇକଳା,କଣ୍ତରାପୋଶି, ପର୍ଜୁନପୁର, ପଞ୍ଚାୟତର ହୀତାଧିକାରୀ ମାନେ ଏହି ସେବାରୁ ବଞ୍ଚିତ ଅଛନ୍ତି।

Related Post

NIT ରାଉରକେଲାରେ ରାଷ୍ଟ୍ରପତି କୋବିନ୍ଦ

Posted by - March 21, 2021 0
ରାଉରକେଲା: NITରେ ରାଷ୍ଟ୍ରପତି କୋବିନ୍ଦ। NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସମେମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ…

ଦ୍ଵୈତନଗରୀ କଟକ ଓ ଭୁବନେଶ୍ଵରର ନୂଆ ଡିସିପିଙ୍କ ଦାୟିତ୍ଵ ଗ୍ରହଣ

Posted by - July 20, 2020 0
ଭୁବନେଶ୍ବର :କଟକ ଡିସିପି ଭାବେ ପ୍ରତୀକ ସିଂହ ଏବଂ ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଦାୟିତ୍ଵ ନେଇଛନ୍ତି। ଏ ନେଇ କମିଶନରେଟ ମୁଖ୍ୟାଳୟରେ ଏକ…

ଅନ୍ତରାଜ୍ୟ ଡକାୟତ ଈଶ୍ବର ମହାଳିକ ଘରେ ପୋଲିସ୍ ର ପୁଣି ଚଢାଉ,ଦୁଇ ଗିରଫ, ତିନି ଫେରାର୍

Posted by - June 21, 2020 2,188
ରେମୁଣା:(ସୌମ୍ୟାସାଇ ବାରିକ୍) ଆଜି ରେମୁଣା, ସହଦେବଖୁଣ୍ଟା ପୋଲିସ୍ ଡି. ଏସ୍.ପି. (କ୍ରାଇମ୍) ମନୋଜ ରାଉତ ଙ୍କ ନେତୃତ୍ଵରେ, ଅନ୍ତରାଜ୍ଯ ଡକାୟତ ଈଶ୍ବର ମହାଳିକ ଘରେ ଚଢାଉ କରିଥିଲେ। ଏହି…

କ୍ରସର କୁ ବନ୍ଦ କରିବାପାଇଁ ଅଣ୍ଟା ଭିଡିଲେ ସ୍ଥାନିୟ ମହିଳା ସଂଘ

Posted by - June 29, 2021 0
ବୌଦ୍ଧ:(ଚିତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଖରଭୁଇଁ ଗ୍ରାମରେ ଥିବା ୪ ଟି କ୍ରସର କୁ ତୁରନ୍ତ ବନ୍ଦ କରିବାପାଇଁ ଆଜି ୧୨ ଟି ସ୍ବୟଂ ସହାୟକ ଦଳର…

Leave a comment

Your email address will not be published.