ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ

149 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ। ଯାଜପୁର ବିଂଝାରପୁର ବ୍ଲକ ଅରେଇ ପଂଚାୟତ ବଡ଼ପାଳ ମୌଜା ରେ ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଆଜି ଜିଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଦେବାନନ୍ଦ ମଲିକସ୍ଥାନୀୟ ନେତା

ଏହି ଅଞ୍ଚଳରେ ହରିଜନ ବସ୍ତି ସହିତ ପ୍ରସିଦ୍ଧ ବରୁଣେଶ୍ୱର ମନ୍ଦିର ରହିଛି। ତେଣୁ ମଦ ଦୋକାନ ଖୋଲା ଗଲେ ଏହି ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାକୁ ବାତିଲ କରିବା ପାଇଁ ଦାବି ହୋଇଛି।

Related Post

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କଲେ ଓଡ଼ିଶା ସରକାର

Posted by - January 8, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ତିନି ହଜାର ଟଙ୍କା…

ସିଂହ ସଫାରୀ ରେ ଦବିଲା ସଫାରୀ ବସ୍ ଅଳ୍ପକେ ବର୍ତିଲେ ପଯ୍ୟଟକ

Posted by - September 7, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଅଘଟଣ । ସିଂହ ସଫାରୀ ରେ ଦବିଲା ସଫାରୀ ବସ ଅଳ୍ପକେ ବର୍ତିଲେ ପଯ୍ୟଟକ. ଆଜି ଅପରାହ୍ନ ରେ…

ପଶ୍ଚିମ ଓଡ଼ିଶାର ନନ୍ଦନକାନନର ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

Posted by - November 1, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ…

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଇଏଏସ ଯୋଡି

Posted by - February 23, 2023 0
ଭୁବନେଶ୍ବର/ବଲାଙ୍ଗିର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରିବାକୁ ଯାଉଛନ୍ତି ।  ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବଶୀଘ୍ର…

ଓଡିଶାରୁ ହାଇଦ୍ରାବାଦ ଯାଉଥିବା ବସ୍ କୁ ନିଆଁ ଲଗାଇ ପୋଡ଼ିଦେଲେ ନକ୍ସଲ

Posted by - April 25, 2022 0
ମାଲକାନଗିରି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମାଲକାନଗିରି ଅଞ୍ଚଳରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ଥିବା ଜଣାପଡିଛି । ନକ୍ସଲ ସଂଗଠନ ବନ୍ଦ…