Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଆଇ ଲଭ ଟିଟିଲାଗଡ଼ ପାର୍କ ନିକଟରୁ ୩୧ ଲକ୍ଷ ୨୭ ହଜାର ପାଞ୍ଚ ଶହ ଟଙ୍କାର ନକଲି ନୋଟ ଜବତ

48 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହର ମଧ୍ୟସ୍ଥ ଆଇ ଲାଭ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ୩୧ ଲକ୍ଷ ୨୭ ହଜାର ଟଙ୍କା ପାଞ୍ଚ ଶହ ଟଙ୍କା ଜବତ ସହ ଆଜି ଟିଟିଲାଗଡ଼ କୋର୍ଟ ଚାଲାଣ କରିଛି l ଏସଟିଏଫ ପକ୍ଷରୁ ସୂଚନା କ୍ରମେ କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗ୍ରାମର ଲିଙ୍ଗରାଜ ବେହେରା ଗତ 1 ତାରିଖ ରାତ୍ରୀ ୧୦ ଟାରେ ଟିଟିଲାଗଡ଼ ଠାରେ ନକଲି ନୋଟ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବା ପାଇଁ ଜଗି ଥିଲେ l

ପୂର୍ବରୁ ସୂଚନା ପାଇ ଏସଟିଏଫ ଦଳ ଛକି ବସିଥିବା ବେଳେ ଅଚାନକ ଅଭିଯୁକ୍ତଙ୍କ ଉପରେ ମାଡି ବସିଥିଲେ l ଅଭିଯୁକ୍ତଙ୍କୁ ଗୋପନୀୟ ସ୍ଥାନରେ ଅଟକ ରଖି ଏସଟିଏଫ ଦଳ ପଚରାଉଚୁରା ଜାରି ରଖିଥିବା ବେଳେ ଆଜି କୋର୍ଟ ଚାଲାଣ କରିଛନ୍ତି l ଘଟଣା ନେଇ ଟିଟିଲାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି l ପୂର୍ବରୁ ନିୟମିତ ଅନ୍ତରରେ ସହରର ବିଭିନ୍ନ ବ୍ୟାଙ୍କରେ ନକଲି ନୋଟ ଧରା ପଡୁଥିବା ବେଳେ ଏତେ ମାତ୍ରାରେ ନକଲି ନୋଟ ସହ ଅଭିଯୁକ୍ତ ଏସଟିଏଫ ଧରା ପଡିବା ଚର୍ଚ୍ଚାର ବିଷୟ ହୋଇଛି।

Related Post

ବରୀ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟlଳୟ ରେ କର୍ମଚାରୀ ମୁହାମୁହି

Posted by - July 30, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ଆଜି ବରୀ ବ୍ଲକ ମହିଳା ଓ ଶିଶୁ ବିକାଶ କାର୍ଯ୍ୟlଲୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟର ସୁପର…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

Posted by - November 20, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମିଳିତ ପ୍ରାଥମିକ ମହାସଂଘ (ନୂତନ ପେନସନ ଯୋଜନାଭୁକ୍ତ )ଆହ୍ନାନ କ୍ରମେ ଟିଟିଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

ଭରତପୁର କୋଇଲାଖଣିରେ ଅଘଟଣ:ମାଟି ଧସି ୧୦ ଶ୍ରମିକ ଆହତ,୪ ଶ୍ରମିକ ପୋତି ହୋଇଥିବା ଆଶଙ୍କା

Posted by - July 24, 2019 0
ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି।…

କାନ୍ଦ ବୋବାଳିରେ ଫାଟି ପଡୁଛି ଜଗତସିଂପୁର ହସିନା ଗାଁ

Posted by - January 4, 2019 0
କେନ୍ଦ୍ରାପଡ଼ା :ମହାକାଳପଡ଼ା ନିପାଣିଆ ଗାଁର ସେହି ସ୍ଥାନ ଯେଉଁଠି ଘଟିଥିଲା ସେଇ ଭୟାନକ ଦୁର୍ଘଟଣା। ହଠାତ୍ ନଈକୂଳିଆ ନିସ୍ତବ୍ଧତା ଆଉ ଅନ୍ଧାର ଚିରି ଭାସି ଆସିଥିଲା ଆକୁଳ…