ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ଯାଜପୁରରେ ଶୋକସଭା

72 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାର ସଂସ୍କୃତି ଭଵନ ପରିସରରେ  ସ୍ୱର୍ଗତ ନବ କିଶୋର ଦାସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପୂର୍ବତନ ପୌରାଧକ୍ଷ ଭଵ ପ୍ରସାଦ ଦାସଙ୍କ ନେତୃତ୍ୱରେ ଯାଜପୁର ବ୍ଳକ ଅଧକ୍ଷା ସ୍ୱର୍ଣ୍ଣଲତା ପରିଡା, ପୌର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ବର୍ଗତ ନବଦାସଙ୍କ ଉଦ୍ଦେଶ୍ୟରେ ୫ମିନିଟ ନିରବ ପ୍ରାଥନା କରିଥିଲେ। ଏହି ଅବସରରେ ଦଶରଥପୁର ବ୍ଳକ,ଯାଜପୁର ବ୍ଳକ ଏବଂ ଯାଜପୁର ପୋୖରପାଳିକାର ବହୁ ବରିଷ୍ଠ ନେତା ଏବଂ କର୍ମୀ ମାନେ ଯୋଗ ଦେଇ ମହମବତୀ ଜଳାଇ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗଦି କାମନା କରିଥିଲେ l

Related Post

ଗାଁରାସ୍ତା ମଝିରେ ଗଢୁଛି ପାଣି, ଡ୍ରେନ୍ ବ୍ୟବସ୍ତା ପାଇଁଁ ଗ୍ରାମବାସିଙ୍କ ଦାବି

Posted by - June 12, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ଗାଁ ପରିମଳ ଧୋବାଥୁଠରୁ ହିଁ ଜଣା ପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ ଗାଁର…

ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

Posted by - August 15, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)  ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଶ୍ରୀମତୀ ଅଵୋଲୀ…

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ(OMA) ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

Posted by - January 26, 2021 0
ଭୁବନେଶ୍ୱର:ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର

Posted by - September 15, 2021 0
ସୋନପୁର:( ଅଜିତ୍ କୁମାର ପୂଜାରୀ)୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର…