Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି ହିତାଧିକାରୀ 

116 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବାରମ୍ବାର ଦୌଡି ଦୌଡି ନିରାଶ ହେଉଛନ୍ତି ହିତାଧିକାରୀ । ତଥାପି ମିଳୁନି ଭତା ଏବଂ ଆବାସ।  ଯାଜପୁର ବରୀ ବ୍ଲକ ମହାକାଳପଡା ପଂଚାୟତ ର ବହୁ ହିତାଧିକାରୀ ସରକାରୀ ଅପିଂସକୁ ଦୌଡି ଦୌଡି ନିରାଶ ହେଉଛନ୍ତି ।

ବାରମ୍ବାର ଅନଲାଇନ ରେ ଆବେଦନ କରିବା ପରେ ମଧ୍ୟ କିଛି ବି ଲାଭ ହେଉନାହିଁ । ପଂଳରେ ବାଧ୍ୟ ହୋଇ ଗ୍ରାମବାସୀ ଜିଲାପାଳ ଅପିଂସକୁ ଆସି ନିଜର ଅଭିଯୋଗ କରିଛନ୍ତି । ତୁରନ୍ତ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତା ସହିତ ସରକାରୀ ଆବାସ ଯୋଗାଇବା ପାଇଁ ଦାବୀ କରିଛନ୍ତି ।

Related Post

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ଠାରେ ମୂରୁଜ ପ୍ରତିଯୋଗୀତା ଓ ସଫେଇ କାର୍ଯ୍ୟକ୍ରମ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଆଜି ସମ୍ବଲପୁର ମହାନଗର ନିଗମ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ଠାରେ ମୂରୁଜ ପ୍ରତିଯୋଗୀତା ଓ…

ସରକାରୀ ଜମିକୁ ନେଇ ଦୁଇଗୋଷ୍ଟି ମଧ୍ୟରେ ସଂଘର୍ଷ

Posted by - August 26, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ mv 93 ରେ  ଆଦିବାସୀ ଓ ବଙ୍ଗାଳି ଙ୍କ ମଧରେ ରକ୍ତତ୍ୱ ସଂଘର୍ଷ ହୋଇଛି.  ଖବର ପାଇ ମାଲକାନଗିରି…

ଘୋର ଅବ୍ୟବସ୍ଥା ଭିତରେ କାଶୀପୁର ପଞ୍ଚାୟତ ସମିତି ବୈଠକ ଶେଷ

Posted by - April 27, 2022 0
ରାୟଗଡ଼ା :(ଅଞ୍ଜନ କୁମାର ନାଏକ) ଘୋର ଅବ୍ୟବସ୍ଥା ଭିତରେ ରାୟଗଡା ଜିଲ୍ଲା କାଶୀପୁର ପଞ୍ଚାୟତ ସମିତି ବୈଠକ ସମାପ୍ତ ହୋଇଛି, କିଛି ସରପଞ୍ଚ ଓ ସମିତି ମଧ୍ୟ…

ବିକାଶ ଶିକ୍ଷାନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା ଅନୁଷ୍ଠିତ

Posted by - March 27, 2023 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ)ଭବାନୀପାଟଣା ବିକାଶ ଶିକ୍ଷାନୁଷ୍ଠାନରେ ରବିବାର ବିକାଶ ମେଧାବୀ ପରୀକ୍ଷା 2023 -24 ଅନୁଷ୍ଠିତ ହୋଇଯାଇଛି l ଉଭୟ ସିବିଏସଇ ଓ ସିଏଚଏସଇ ବର୍ଗ ପାଇଁ…

ରାଜ୍ୟ କିଷାନ କଂଗ୍ରେସ ସଭାପତି ଙ୍କ ମରୁଡ଼ି ଅଞ୍ଚଳ ଗସ୍ତ

Posted by - August 26, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ)ଆଜି ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ସୋନପୁର ବ୍ଲକ ର ମରୁଡ଼ି ଅଞ୍ଚଳ ବୁଲି ଦେଖିଛନ୍ତି l ସୋନପୁର ବ୍ଲକ୍ କଳାପଥର,…