ସିଦ୍ଧ ବିନାୟକ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ 

93 0

ଯାଜପୁର:ଯାଜପୁର ପୌରପାଳିକାର ମହାବୀର ନଗରସ୍ଥିତ ସିଦ୍ଧ ବିନାୟକ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ସକାଳୁ ବୈତରଣୀ ଜଳ ଅଣାଯାଇ ସ୍ନାନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଲିଲିରାଣୀ କର,ଭକ୍ତ

 

ଏହି ଅବସରରେ ସିଦ୍ଧବିନାୟକଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ଭଜନ ସନ୍ଧ୍ୟା ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା

 

 

Related Post

ସାନ ମସିଗାଁ କ୍ଲବଗୃହ ରେ ଚାବି : ଯୁବକ ସଙ୍ଘ ଦ୍ୱାରା ଖେଳ ପଡିଆରେ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 28, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ସାନମସିଗାଁ ଗ୍ରାମ ରେ ଯୁବକ ସଙ୍ଘ ଦ୍ୱାରା ଖେଳ ପଡିଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି! ସ୍ଥାନୀୟ…

ଓୟୁଜେ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ସାଧାରଣ ବୈଠକ ଅନୁଷ୍ଠିତ।

Posted by - November 6, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଓ.ୟୁ.ଜେ ବଲାଙ୍ଗିର ଶାଖାର ସଭାପତି ଦୀପକ ସମାଦ୍ଦ।ରଙ୍କ ସଭାପତିତ୍ବରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଶୁକ୍ରବାର ଦିନ ୧୧ଟାରେ ଏକ କାର୍ଯ୍ୟକାରିଣୀ ବୈଠକ…

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗଡ ଠାରେ ଆଲୋଚନା ଚକ୍ର

Posted by - September 14, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗତ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି’ ଅବିଭକ୍ତ କଳାହାଣ୍ଡିର ଐତିହ୍ୟ ସଂସ୍କୃତି ର ସୁରକ୍ଷା ଏବଂ…

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ମେସିନ ଅଚଳ

Posted by - May 11, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀଙ୍କ ପାଇଁ ଥିବା ଥଣ୍ଡା ପାନୀୟ ଜଳ ମେସିନ ଦୀର୍ଘଦିନ ହେବ ଅଚଳ ହୋଇ…

ମନ୍ଦାରୀ ପଂଚାୟତର ୩ ପ୍ରକଳ୍ପ ବିଧାୟିକାଙ୍କ ଦ୍ୱାରା ଉଦ୍‌ଘାଟନ

Posted by - August 17, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ମନ୍ଦାରୀ ପଂଚାୟତରେ ସୋମବାର ୩ଟି ପ୍ରକଳ୍ପକୁ ବିଧାୟିକା ସୁନନ୍ଦା ଦାସ ଫିତାକାଟି ଶୁଭ ଉଦ୍‌ଘାଟନ କରିଛନ୍ତି ।…