Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ

83 0

ରାୟଗଡା :(ରମାକାନ୍ତ ପୋଢାଳ) ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଚାଟିକୋଣ ଅନ୍ତର୍ଗତ ସାନ ମଟକବାଡି ଗ୍ରାମରେ ଅଷ୍ଟପ୍ରହର ଆରମ୍ଭ ହୋଇ ଯାଇଛି ଏହି ପ୍ରହରୀ ପ୍ରତୋକ ବର୍ଷ ମାଘ ସପ୍ତମୀ ଦିନ ଏହି ପ୍ରହରୀ ଆରମ୍ବ ହୁଏ ବହୁ ବର୍ଷ ହେଲା ସେଇ ପ୍ରହରୀ କରି ଆସୁଛନ୍ତି ଦୀର୍ଘ ଦୁଇ ବର୍ଷ ହେଲା କରନା କଟକଣା ଯୋଗୁଁ ବନ୍ଧ ହଇଥିଲା. ଫଳରେ ଶ୍ରଦ୍ଧାଲୁ ନାମ ସଙ୍କୀର୍ତ୍ତନ ଦେଖି ବାକୁ ମିଳିଥିଲା. ଶ୍ରଦ୍ଧାଲୁ ମାନଙ୍କ ପାଇଁ ପ୍ରସାଦ ଭଜନ ବ୍ୟବସ୍ଥା କରାଯାଇ ଥିଲା ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନ ଦେଖି ବା ପାଇଁ ପ୍ରାୟ ୧୦୦୦ରୁ ଅଧିକ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା

ଆଖପାଖ ଗ୍ରାମର ସଂକୀର୍ତ୍ତନ ମେଲ ସହ ପଢ଼ଶି ଜିଲ୍ଲା କଳାହାଣ୍ଡି ର କିଛି ସଂକୀର୍ତ୍ତନ ମେଳ ଯୋଗ ଦେଇଥିଲେ ଏହି ମେଳ ରେ କିଛି କୁନି କୁନି ପ୍ରତିଭା ସଂକୀର୍ତ୍ତନ କରିବାର ଦେଖିବାକୁ ମିଳିଥିଲା . ଏହିପ୍ରହରୀ ଟି ସକାଳ 8. ଘଣ୍ଟିକା ଠାରୁ ନାମ ସଂକୀର୍ତ୍ତନ ଆରମ୍ଭ କରାଯାଇଥିଲା. ପ୍ରହରୀ ସ୍ଥାନ ରେ ରାୟଗଡା ଜିଲ୍ଲା ଯୁବ ବିଜେଡି ସମ୍ପାଦକ. ଡ଼ି. ଶିବା ପ୍ରସାଦ. ଚାଟିକୋଣ ଗ୍ରାମପଞ୍ଚାୟତର ସରପଞ୍ଚ ପି. କିରନ ଲତା. ସହ ସମିତି ସଭ୍ୟ ସୁଭାଷ ମେଲେକା ଚାଟିକୋଣା ଶିବ ମନ୍ଦିର କମିଟି ର ସମ୍ପାଦକ. ପି. ଅନିଲ କୁମାର କଷାଧକ୍ଷା ପ୍ରଶାନ୍ତ ପାତ୍ର ସହ ସମ୍ପାଦକ ରାଧେସ୍ୱାମ ହିଆଲ. ସଭ୍ୟ ମାନଙ୍କୁ ସେଠାରେ ଦେଖିବାକୁ ମିଳିଥିଲା.*

Related Post

ନିଜ ଘରବାଡ଼ି କୂଅରୁ ଉଦ୍ଧାର କରାଗଲା ମହିଳା ଙ୍କ ଗଳିତ ସବ

Posted by - October 1, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଂଚାୟତ ରାଜିଙ୍ଗ ଗ୍ରାମରୁ ଆଜି ପୁରୁଣା କଟକ ପୋଲିସ କୂଅ ଭିତରୁ ଏକ ମହିଳାଙ୍କ ମୃତ ଦେହ…

ଶିକ୍ଷାବିତ ଡକ୍ଟର ରାଜୀବ ପଣ୍ଡା ଙ୍କ ଧୁଙ୍ଗିଆମୁଣ୍ଡା ପରିଦର୍ଶନ

Posted by - October 17, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଓଡ଼ିଶାର ସୁସାହିତ୍ୟିକ , ଲବ୍ଧ ପ୍ରତିଷ୍ଠିତ ଲେଖକ , ଶିକ୍ଷାବିତ ଓ ଓଡିଶା ରାଜଧାନୀ ର କ୍ରିପ୍ଟନ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼କ୍ଟର…

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର

Posted by - August 22, 2022 0
ଭବାନୀପାଟଣା :୨୨.୦୮(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ଲାଞ୍ଜିଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ…

ନେସନାଲ ହେଲ୍ପ ଫଉଣ୍ଡେସନ ତରଫ ରୁ ରଗଡ଼ି ସ୍ଥିତ ଭାଲୁକୁଡି ଗ୍ରାମ ରେ ଏକ ସଚେତନତା ଶିବିର

Posted by - April 15, 2020 0
ଭୁବନେଶ୍ୱର,(ବ୍ୟୁରୋ)- ରାଜ୍ୟର ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଜରିଆରେ ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ  ଖାଦ୍ୟ ଯୋଗାଇବା ପାଇଁ…

ଆମ ପୋଲିସ ସମତି ତଥା ପୋଲିସ ପବ୍ଳିକ ବନ୍ଧୁ ମିଳନ ବୈଠକ

Posted by - June 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଳକ୍ ଅନ୍ତର୍ଗତ ଅଗ୍ନି ପୁର ଗ୍ରାମ ପଞ୍ଚାୟତ ର ମିଟିଂ ହଲ୍ ଟାରେ ଆମ ପୋଲିସ ସମତି ତଥା ପୋଲିସ…