ହରଭଙ୍ଗା ଲୋକ ମହାତ୍ସବ ର ଦ୍ୱିତୀୟ ସନ୍ଧ୍ୟା

85 0

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା!ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ୯ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତଥା ବୌଦ୍ଧ ଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଉପସ୍ଥିତ ଥିବାବେଳେ ସମ୍ମାନିତ ଅଥିତି ଭାବେ କୁସଙ୍ଗ ସରପଞ୍ଚ ଜିତେନ୍ଦ୍ର ବେହେରା,ସଂକୁଲୋଇ ସରପଞ୍ଚ ସୁଚିତ୍ରା ଛନ୍ଦ,ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ମହୋତ୍ସବ କମିଟି ର ସଭାପତି ସୁବୋଧ ପ୍ରଧାନ, ହରଭଙ୍ଗା ପଂଚାୟତ କଲେଜ ର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା, ଇଂ ଆସୋତାଶ ମହାପାତ୍ର ଉପସ୍ଥିତ ରହିଥିବା ବେଳେ ସିନେ ନିର୍ଦେଶକ ବନମାଳୀ ରଣା ମଞ୍ଚ ପରିଚାଳନା କରିଥିଲେ !

ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଢୋଲ ମହୁରୀ -ବଲାଙ୍ଗୀର, ବଉଳି -କଣ୍ଟlମାଳ ଓ ଦଣ୍ଡ ନାଚ ହରଭଙ୍ଗା ଙ୍କ ଦ୍ୱାରା ନାଚ ଗୀତ ସହିତ ସୁନାମ ଧନ୍ୟା କଣ୍ଠଶିଳ୍ପୀ ନୀଳିମା ମହାନ୍ତି ଙ୍କ ଦ୍ୱାରା ସଂଗୀତ ପରିବେଷଣ ଜନସାଧାରଣ ଙ୍କୁ ମୋହିତ କରିଥିଲା ! ମହୋତ୍ସବ ରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନlବଜାର, ରେ ଲୋକଙ୍କ ଭିଡ଼ ଜମିଥିଲା ! ଦ୍ୱିତୀୟ ସନ୍ଧ୍ୟା ରେ ହରଭଙ୍ଗା ଡ୍ରାଇଭର ମହାସଂଘ ଓ ମହୋତ୍ସବ କମିଟିର ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !

Related Post

ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ

Posted by - April 26, 2020 0
ବାରିପଦା:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବ।ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି। ତେବେ ପୌରାଣିକ କିମ୍ବଦନ୍ତୀ…

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା,ମା ବିରଜା ମନ୍ଦିର ଆଖ ପାଖ ଅଞ୍ଚଳ ରେ ୧୪୪ ଧାରା ଜାରି

Posted by - May 21, 2020 0
ଭୁବନେଶ୍ବର/ଯାଜପୁର :(ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ରାଜ୍ୟ ର ବିଭିନ୍ନ ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଳିବା…

ବରୀ ରେ ପୋଲିସ ଓ ସାମାଜିକ କର୍ମୀମାନଙ୍କ ସଚେତନତା କାର୍ଯ୍ୟକ୍ରମ

Posted by - January 15, 2020 1,143
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବୁଧବାର ୩୧ତମ ଜାତୀୟସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କରାଯାଇଛି।…

ଟିଟିଲାଗଡ ଆଦିବାସୀ ଭବନ ଠାରେ ଉତ୍କଳ କନ୍ଧ ସମାଜର (ଟୁପା ଓ ଲୁହା ପ୍ରଗଣା) ସାମ୍ବାଦିକ ସମ୍ମିଳନୀ

Posted by - December 1, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଇତି ମଧ୍ୟରେ ଉତ୍କଳ କନ୍ଧ ସମାଜର ନୂତନ କର୍ମକର୍ତ୍ତା ଚୟନ ନଭେମ୍ବର ୨୦ ଓ ୨୭ ତାରିଖରେ ଟିଟିଲାଗଡ ଓ ବଲାଙ୍ଗିର ଠାରେ…

ବୁଟୁପାଲି ନିକଟରେ ଥିବା ସୁଧାର ଗୃହ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

Posted by - June 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ସହର ସ୍ଥିତ ବୁଟୁପାଲି ସୁଧାର ଗୃହ ପରିଦର୍ଶନ କରିଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଲବେହେରା ,ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ବିଭିନ୍ନ…