Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଅଲ୍ ଓଡ଼ିଶା ଅଶୋକ ଦାସ ମେମୋରିଆଲ୍ କବାଡ଼ି ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

102 0

ଯାଜପୁର:ଯାଜପୁର ବ୍ଳକ୍ ଭୁବନେଶ୍ୱରପୁର ପଂଚାୟତସ୍ଥ ଉତ୍କଳ ଯୁବ ପରିଷଦ କବାଡ଼ି ପଡ଼ିଆରେ ଚତୁର୍ଥ ଅଲ୍ ଓଡ଼ିଶା ଅଶୋକ ଦାସ ମେମୋରିଆଲ୍ ପୁରୁଷ  ମହିଳା କବାଡ଼ି ଟୁର୍ଣ୍ଣାମେଂଟ ଉଦ୍ଘାଟିତ ହୋଇଯାଇଛି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯାଜପୁର ପୌର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଯାଜପୁର ବ୍ଳକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ାଙ୍କ ସହ ଯାଜପୁର ଜିଲ୍ଲାର ସମସ୍ତ ବ୍ଳକ୍ ପଂଚାୟତ ସମିତି ଅଧ୍ୟକ୍ଷ  ଅଧ୍ୟକ୍ଷା ପ୍ରମୁଖ ଏହି କବାଡ଼ି ଟୁର୍ଣ୍ଣାମେଂଟକୁ ଉଦ୍ଘାଟନ କରିଥିଲେ 

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ତୁଷାରକାନ୍ତ ପରିଡ଼ାସରପଂଚ ମନଦୀପା ରାୟ୩୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁନୀତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ  ଏହି ରାଜ୍ୟସ୍ତରୀୟ ଦିବାରାତ୍ର କବାଡ଼ି ଟୁର୍ଣ୍ଣାମେଂଟରେ କିଟ୍କଟକଜଗତ୍ସିଂହପୁରଅନୁଗୁଳ ଆଦି ଅଂଚଳର ୮ଗୋଟି ପୁରୁଷ ଦଳ  ୮ଗୋଟି ମହିଳା ଦଳ ଯୋଗ ଦେଇଛନ୍ତି  ଆସନ୍ତା ୨୯ତାରିଖରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ 

Related Post

ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

Posted by - March 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସାଂସ୍କୃତି ଭବନ ପରିସରରେ ସୁବର୍ଣ୍ଣପୁର ଜିଲ୍ଲା ତାଇକୋଣ୍ଡୋ ସଂଘ ପକ୍ଷରୁ ୧୪ ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସମ୍ବଲପୁରରେ ସୁନା ପୁଅ ପ୍ରମୋଦ ଭଗତ କୁ ଭବ୍ୟ ସ୍ୱାଗତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମାଟିରେ ସୁନା ପୁଅ ପ୍ରମୋଦ ଭଗତ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନିକଟରେ ଅନୁଷ୍ଠିତ ପାରା ଅଲମ୍ପିକରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ…

ଯାଜପୁର ରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ୍ .ମାହାଙ୍ଗାକୁ ପରାସ୍ତ କରି ମୁଗୁପାଳ ଟିମ୍ ଚାମ୍ପିଅନ୍

Posted by - December 2, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଚ୍ୟୁତବସନ୍ତ ପଂଚାୟତ ଗଡଜିତରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ବାର୍ଷିକ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ୍ । ସ୍ଥାନୀୟ…

ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

Posted by - April 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଦଶରଥପୁର ବ୍ଳକ ଅନ୍ତର୍ଗତ ଝୁମ୍ପୁରି ଖେଳପଡ଼ିଆରେ ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଯାଜପୁର…

୧୪ ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ୨୦୨୨/୨୩ ଉଦଘାଟିତ

Posted by - December 22, 2022 0
ହରଭଙ୍ଗା 🙁 ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅlଡ଼େଣିଗଡ଼ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକା ନନ୍ଦ ଯୁବକ ସଂଘ ଆଡ଼େଣି ଗଡ଼ ଦ୍ୱାରା୧୪…