ଜେଜେ ମା / ଜେଜେ ବାପା ଅଜା, ଆଇ ସମ୍ମିଳନୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡବିଲ ରେ ଅନୁଷ୍ଠିତ

334 0

ଅଦ୍ୟ ତା ୧୭,୧୧,୨୦୧୯(ରବିବାର)ରିଖ ଦିନ ୧୦ଟା ଘଟିକା ସମୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ର ଜେଜେବାପା, ଜେଜେମା ବା ଅଜା ଆଇ ମାନଙ୍କୁ ନେଇ ଏକ ସଭା କାର୍ଯ୍ୟ ଅନୁଷ୍ଟିତ ହେଇଯାଇଛି ।ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସରୋଜ ମହାପାତ୍ର ଯୋଗ ଦେଇ ତାଙ୍କ ର ମୂଲ୍ୟ ବାନ ଭାଷଣ ପ୍ରଦାନ କରିଥିଲେ।

ଆଚାର୍ଯ୍ୟ ରଶ୍ମି ରେଖା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜେଜେବାପା ଜେଜେମା ମାନେ ନିଜ ନିଜର ପରିଚୟ ଦେଇଥିବା ସହ ଅନୁଭୂତି ପ୍ରଦାନ କରିଥିଲେ। ବିଭିନ୍ନ ଖେଳ କରାଯାଇ(ସଂଗୀତ,ଖେଳ)ପୂରସ୍କାର ପ୍ରଦାନ କରାଗଲା। ଆଚାର୍ଯ୍ୟ ଶ୍ରୀ ମତି ନନ୍ଦିନୀ ମହାନ୍ତି, ପୁଷ୍ପ ଶ୍ରୀ ପତି, ରଞ୍ଜିତା ରାଣୀ ଦାସ,ମନ୍ଦା କିନି ବାରିକ, କବିଲତା ମହାନ୍ତ, ସାବିତ୍ରୀ ନାଏକ ମଧୁସ୍ମିତା ଭୋଇ ଓ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ବସନ୍ତ ବାରିକ, ନଳିନୀକାନ୍ତ ମହାନ୍ତ, ମଦନ ମୋହନ ସାମଲ, ନରେଶ ମହାନ୍ତ, ଚନ୍ଦନ ମହାନ୍ତ, ଇନ୍ଦୁ ମତି ମହାନ୍ତ ,ଗୋବର୍ଦ୍ଧନ ଗିରି, ଶରତ ଚନ୍ଦ୍ର ପାତ୍ର ଅନ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ

Related Post

ଶୋଭାପାବୁଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା ଆନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ ସକାଳୁ ସକାଳୁ ନିକଟରେ ଥିବା…

ମହରାପଦର ପଂଚାୟତ ପୁର୍ବତନ ସରପଂଚ ପାଲାସାଗର ଭୋଇ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

Posted by - January 14, 2022 0
=ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ର ପୁର୍ବତନ ସରପଂଚ ତଥା ୮୦ ଦଶକ ର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଆଗ ଧାଡିର ନେତା…

ଅତାବିରା ଥାନାରେ ନୁତନ ଥାନା ଅଧିକାରି ଭାବେ ଯୋଗ ଦେଲେ ଅନିଲ ପ୍ରଧାନ

Posted by - December 16, 2021 0
ବରଗଡ:ବରଗଡ ଜିଲ୍ଲାରେ ପୋଲିସ ଅଧିକାରିଙ୍କ ଅଦଲ ବଦଲ ହୋଇଥିବା ଦେଖାଦେଇଛି ।ବରଗଡ ମୁଖ୍ୟାଲୟରେ ଥିବା ଇନ୍ସପେକ୍ଟର ଦୁର୍ଗାମାଧବ ପଧାନଙ୍କୁ ମେଲଛା ମୁଣ୍ଡା,ମେଲଛା ମୁଣ୍ଡା ଥାନା ଅଧିକାରି ସ୍ୱପ୍ନାରାଣି…

ଆସିଥିଲେ ସାଥିରେ ଚାଲିଗଲେ ସାଥିରେ,ପୋଖରୀରେ ବୁଡି ଦୁଇ ଜାଆଁଳା ଭାଈ ମୃତ

Posted by - January 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜାନୁୟାରୀ ୧୯ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଂ ଗ୍ରାମରେ ହୃଦୟ ବିଦାରକ ଘଟଣା…

ଜୁରିଆ ଠାରେ ଧାନ ମଣ୍ଡି ଉଦଘାଟିତ

Posted by - December 1, 2021 0
ଖପ୍ରାଖୋଲ: ( ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହସିଂହା ପଞ୍ଚାୟତ ଜୁରିଆ ଠାରେ ଧାନମଣ୍ଡି ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…

Leave a comment

Your email address will not be published.