ଅଦ୍ୟ ତା ୧୭,୧୧,୨୦୧୯(ରବିବାର)ରିଖ ଦିନ ୧୦ଟା ଘଟିକା ସମୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ର ଜେଜେବାପା, ଜେଜେମା ବା ଅଜା ଆଇ ମାନଙ୍କୁ ନେଇ ଏକ ସଭା କାର୍ଯ୍ୟ ଅନୁଷ୍ଟିତ ହେଇଯାଇଛି ।ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସରୋଜ ମହାପାତ୍ର ଯୋଗ ଦେଇ ତାଙ୍କ ର ମୂଲ୍ୟ ବାନ ଭାଷଣ ପ୍ରଦାନ କରିଥିଲେ।
ଆଚାର୍ଯ୍ୟ ରଶ୍ମି ରେଖା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଜେଜେବାପା ଜେଜେମା ମାନେ ନିଜ ନିଜର ପରିଚୟ ଦେଇଥିବା ସହ ଅନୁଭୂତି ପ୍ରଦାନ କରିଥିଲେ। ବିଭିନ୍ନ ଖେଳ କରାଯାଇ(ସଂଗୀତ,ଖେଳ)ପୂରସ୍କାର ପ୍ରଦାନ କରାଗଲା। ଆଚାର୍ଯ୍ୟ ଶ୍ରୀ ମତି ନନ୍ଦିନୀ ମହାନ୍ତି, ପୁଷ୍ପ ଶ୍ରୀ ପତି, ରଞ୍ଜିତା ରାଣୀ ଦାସ,ମନ୍ଦା କିନି ବାରିକ, କବିଲତା ମହାନ୍ତ, ସାବିତ୍ରୀ ନାଏକ ମଧୁସ୍ମିତା ଭୋଇ ଓ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ବସନ୍ତ ବାରିକ, ନଳିନୀକାନ୍ତ ମହାନ୍ତ, ମଦନ ମୋହନ ସାମଲ, ନରେଶ ମହାନ୍ତ, ଚନ୍ଦନ ମହାନ୍ତ, ଇନ୍ଦୁ ମତି ମହାନ୍ତ ,ଗୋବର୍ଦ୍ଧନ ଗିରି, ଶରତ ଚନ୍ଦ୍ର ପାତ୍ର ଅନ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ