Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବାରିପଦା ପୋଲିସକୁ ସଫଳତା,ପୋଲିସ କବ୍ଜାରେ ଦୁଇ ଚେନଲୁଟେରା

269 0

ବାରିପଦା:ଚୋରାସୁନା କିଣୁଥିବା ଜଣେ ଗହଣା ଦୋକାନୀ। ଉଦଳା ଥାନା ଅଞ୍ଚଳରେ ଗତ ୫ତାରିଖରେ ହେଇଥିବା ଚେନଲୁଟ ଘଟଣାରେ ସମ୍ପୃକ୍ତ ଦୁଇ ଚେନଲୁଟେରା ସହିତ ଲୁଟସୁନା କିଣୁଥିବା ଜଣେ ଦୋକାନୀକୁ ମଧ୍ୟ ଗିରଫ କରିଛି ପୋଲିସ। ଏନେଇ ଆଜିଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ମୟୁରଭଂଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ସୂଚନା ଅନୁସାରେ ଚଳିତ ମାସ ୫ ତାରିଖ ମୟୁରଭଂଜ ଜିଲ୍ଲାର ଉଦଳା ଅଂଚଳରୁ ଶକୁନ୍ତଳା ନାମ୍ନୀ ଜଣେ ମହିଳାଙ୍କ ଠାରୁ ଦୁଇଜଣ ଲୁଟେରା ଏକ ପଲସର ବାଇକରେ ଆସି ତାଙ୍କ ବେକରୁ ସୁନାଚେନ ଲୁଟିନେଇ ପଳେଇ ଯାଇଥିଲେ। ଏବାବଦରେ ଉଦଳା ଥାନାରେ ଏକମାମଲା ରୁଜୁ ହୋଇ ତଦନ୍ତଜାରୀ ରହିଥିଲା ବେଳେ ଘଟଣାରେ ସଂପୃକ୍ତ ଦୁଇଜଣ ଲୁଟେରାକୁ ଧରିବାରେ ସକ୍ଷମ ହେଇଛି ପୋଲିସ

ଗିରଫ ଲୁଟେରା ଦୁଇଜଣ ହେଲେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଂଚଳର ରବୀନ୍ଦ୍ର ନାୟକ ଏବଂ ଦୀପକ ଜେନା। ତା ସହିତ ସେମନଙ୍କ ଠାରୁ ଲୁଟଚୋରା ସୁନା କିଣୁଥିବା ବସ୍ତା ଅଂଚଳର ଦୀପକ ଜୁଏଲରିର ମାଲିକ ଦୀପକ ରଣାକୁ ମଧ୍ୟ ଗିରଫ କରିଛି ପୋଲିସ। ସେଇ ଦୋକାନରୁ ମୋଟ ୮୪୩ ଗ୍ରାମ ସୁନା ଜବଦ କରିବା ସହିତ ଏକ ପଲସର ବାଇକ ମଧ୍ୟ ଜବଦ କରିଛି ପୋଲିସ। ତେବେ ଲୁଟେରାଙ୍କ ନାମରେ ପୂର୍ବରୁ ଉଦଳା,ବେତନଟୀ,ବାରିପଦା ଏବଂ ସୋର ଥାନାରେ ୧୫ ଟି ମାମଲା ରହିଛି।

Facebook Notice for EU! You need to login to view and post FB Comments!

Related Post

ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା

Posted by - September 30, 2019 0
ଅନୁଗୁଳ:(ମହେଶ ଭୋମରାଜ)ଅନଗୁଳ ଜିଲ୍ଲା ଅନ୍ତୁଳିଆ ପଞ୍ଚାୟତ ର ୭ ନମ୍ବର ୱାର୍ଡ ମେମ୍ବରଙ୍କୁ ହତ୍ୟା। ବିଚ ରାସ୍ତା, ସର୍ବ ସଂମୁଖ ରେ ୱାର୍ଡ ମେମ୍ବର ଜଗବନ୍ଧୁ ବେହେରାଙ୍କୁ…

ଖପ୍ରାଖୋଲ ପୋଲିସ ର ସଫଳତା ପୂର୍ବତନ ୱାର୍ଡ ମେମ୍ବର ହତ୍ୟା ଘଟଣା ରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - March 30, 2022 0
ଖପ୍ରାଖୋଲ ୩୦/୦୩( ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଟେଙ୍ଗେରାପଥର ଗାଁର ପୂର୍ବତନ ୱାର୍ଡ ମେମ୍ବର ମୁକ୍ତି ସାହୁ (୫୫) ହତ୍ୟା ଘଟଣାର ଅଭିଯୁକ୍ତ…

ଯୁବକକୁ ପିଟି ପିଟି ହତ୍ୟା ଘଟଣାରେ ଚାରି ଗିରଫ

Posted by - June 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର ଥାନା ପଇତା ଗ୍ରାମରେ ଗତ 21 ତାରିଖରେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଘଟଣାରେ ଆଜି ପୋଲିସ ଚାରି ଅଭିଯୁକ୍ତଙ୍କୁ…

୫ ଘଣ୍ଟାର କସରତ ପରେ ଅନ୍ତରାଜ୍ଯ ଡକାୟତ ଈଶ୍ବର ମହାଳିକ ଗିରଫ

Posted by - June 14, 2020 0
ରେମୁଣା:୧୪/୦୬(ସୌମ୍ୟାସାଇ ବାରିକ)ପବିତ୍ର ରଜ ସଂକ୍ରାନ୍ତି ର ସକାଳ ଟି ରେମୁଣା ପୁଲିସ ପାଇଁ ଥିଲା ସଂଘର୍ଷମୟ। ୫ ଘଣ୍ଟା ର କସରତ ଓ ବୁଝାଇବା ପରେ କୁଖ୍ୟାତ…

କଇଁଛ ଚୋରି ଚାଲାଣ ବେଳେ ବନ ବିଭାଗର ଚଢ଼ାଉ,୮୦ରୁ ଉର୍ଦ୍ଧ କଇଁଛ ଉଦ୍ଧାର

Posted by - June 25, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଝରିଗାଁରେ କିଛି ଅସାଧୁ ବ୍ୟବସାୟୀ କଳାହାଣ୍ଡି ଜିଲ୍ଲାରୁ ଶାଗ ମାଛ ଦରରେ କଇଁଛ କ୍ରୟ କରି ନବରଙ୍ଗପୁର ଜିଲ୍ଲାରେ ଚଢା ଦର ରେ ବିକ୍ରି…

Leave a comment

Your email address will not be published.