ଧର୍ମଗଡ଼ରେ ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରଙ୍କ ଦାଇତ୍ୱ

49 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଠାରେ ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାର ଦାଇତ୍ୱ ନେଇଛନ୍ତି । ଧର୍ମଗଡ଼ ତା ୨/୧/୨୩ ଦୀର୍ଘ ଦିନ ରୁ ଧର୍ମଗଡ ସୂଚନା ଓ ଲୋକସମ୍ପର୍କ ଅଧିକାର ପଦବୀ ଖାଲି ପଡିଥିଲା । ଆଜି ସେହି ପଦବୀ ପୂରଣ ହେଇଛି ।ସେହି ପଦବୀ ପାଇଁ ଆଜି ଶ୍ରୀ ରମେଶ ଚନ୍ଦ୍ର ସିଂ ଦାଇତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀ ସିଂ ୨୦୦୭ ମସିହା ରୁ ଗ୍ରନ୍ଥା ଗାରିକ ଭାବରେ ସେ ସୂଚନା କେନ୍ଦ୍ର ଓ ପାଠାଗାର ଠାରେ ସୂଚାରୁରୂପେ ଦାଇତ୍ୱ ତୁଲାଇଥିଲେ । ଶ୍ରୀ ସିଂ ଵିଭାଗିୟ ପଦୋନ୍ନତି ପାଇ ଆଜ ତାଙ୍କର ଦାଇତ୍ୱ ଗ୍ରହଣ କରିଛନ୍ତି । ଦାଇତ୍ୱ ଗ୍ରହଣ ଅବସରରେ ପ୍ରାସାସନ ତଥା ସାମ୍ବାଦିକ ମଧ୍ୟରେ ସମ୍ମନ୍ଵ ସ୍ଥାପନ କରି କାର୍ଯ୍ୟ ତୁଲାଇବେ ବୋଲି କହିଥିଲେ।

Related Post

କୁମୁଡା ପାହାଡ ଉପରେ ବଜରଙ୍ଗ ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Posted by - October 28, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ବଜରଙ୍ଗ ଦଳର ସାଙ୍ଗଠନିକ ବୈଠକ ସ୍ଥାନୀୟ କୁମୁଡା ପାହାଡ଼ରେ ସୌମ୍ୟ ରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।…

ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡ଼ା ପକ୍ଷରୁ ଭୀମ ଭୋଇ ଜୟନ୍ତୀ ପାଳିତ

Posted by - May 16, 2022 0
ବଙ୍ଗୋମୁଣ୍ଡା:୧୬/୫:(ଅଭିମନ୍ୟୁ ବହିଡାର ))ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବେଳପଡା ପଞ୍ଚାୟତର ବଡ଼ଗମଡା ଗ୍ରାମ ଠାରେ ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡା ପକ୍ଷରୁ ଭୀମଭୋଇ ଛକ ବଡ଼ଗମଡ଼ା…

ତୁର୍ଲା ଗ୍ରାମରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉଦଘାଟନ

Posted by - April 16, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଯଗୁଆ ଗ୍ରାମପଞ୍ଚାୟତର ତୁରଲା ଗ୍ରାମ ଛକରେ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀର ଉଦଘାଟନ ସମାରୋହ…

ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ିଲା ନିର୍ମାଣାଧୀନ ବାଘ ନଦୀ ପୋଲ

Posted by - March 6, 2022 0
ବୌଦ୍ଧ :(ଚିତ୍ତରଂଜନ ସିଂ)ବୌଦ୍ଧ ଜିଲାର ଦୁଇଟି ସ୍ଥାନରେ ଘଟିଛି ଅଘଟଣ l ନିମ୍ନମାନର କାମ ଯୋଗୁଁ ପୁରୁମୁଣ୍ଡା ଠାରେ ନିର୍ମାଣାଧୀନ ରେଲୱେ ଓଭର ବ୍ରିଜ ଭୁଶୁଡ଼ି ପଡିଥିବା…

ବରୀ ଏବିଭିପି ତତଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଇ ଜନ୍ମ ଦିବସ ପାଳନ।

Posted by - November 21, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ମାଉଣ୍ଡ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣ ରେ ବରୀ ଏବିଭିପି ତରଫରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି। କାର‌୍ୟ୍ୟକ୍ରମ…