ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଠାରେ ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାର ଦାଇତ୍ୱ ନେଇଛନ୍ତି । ଧର୍ମଗଡ଼ ତା ୨/୧/୨୩ ଦୀର୍ଘ ଦିନ ରୁ ଧର୍ମଗଡ ସୂଚନା ଓ ଲୋକସମ୍ପର୍କ ଅଧିକାର ପଦବୀ ଖାଲି ପଡିଥିଲା । ଆଜି ସେହି ପଦବୀ ପୂରଣ ହେଇଛି ।ସେହି ପଦବୀ ପାଇଁ ଆଜି ଶ୍ରୀ ରମେଶ ଚନ୍ଦ୍ର ସିଂ ଦାଇତ୍ୱ ଗ୍ରହଣ କରିଛନ୍ତି ।
ଶ୍ରୀ ସିଂ ୨୦୦୭ ମସିହା ରୁ ଗ୍ରନ୍ଥା ଗାରିକ ଭାବରେ ସେ ସୂଚନା କେନ୍ଦ୍ର ଓ ପାଠାଗାର ଠାରେ ସୂଚାରୁରୂପେ ଦାଇତ୍ୱ ତୁଲାଇଥିଲେ । ଶ୍ରୀ ସିଂ ଵିଭାଗିୟ ପଦୋନ୍ନତି ପାଇ ଆଜ ତାଙ୍କର ଦାଇତ୍ୱ ଗ୍ରହଣ କରିଛନ୍ତି । ଦାଇତ୍ୱ ଗ୍ରହଣ ଅବସରରେ ପ୍ରାସାସନ ତଥା ସାମ୍ବାଦିକ ମଧ୍ୟରେ ସମ୍ମନ୍ଵ ସ୍ଥାପନ କରି କାର୍ଯ୍ୟ ତୁଲାଇବେ ବୋଲି କହିଥିଲେ।