Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁରରେ ପ୍ରଦ୍ୟୁମ୍ନ ବଳଙ୍କ ୮୭ତମ ଜୟନ୍ତୀ ପାଳନ ।

372 0

ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଡି.ଆର.ଡି.ଏ ସମ୍ମିଳନୀ ଗୃହରେ ଦୈନିକ ପ୍ରଗତିବାଦୀ ର ପ୍ରତିଷ୍ଠାତା ସଂପାଦକ ସ୍ୱର୍ଗତ ପ୍ରଦ୍ୟୁମ୍ନ୍ନ ବଳଙ୍କର ୮୭ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଦ୍ୟୁମ୍ନ୍ନ ବଳ ସ୍କୃତି ସଂସଦ ର ସଭାପତି ଶିଶିର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲି ଯୋଗ ଦେଇ ସ୍ୱର୍ଗତ ବଳଙ୍କର ଜିବନୀ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମାହାନ୍ତି,ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ପ୍ରଦ୍ୟୁମ୍ନ୍ନ ବଳ ଙ୍କ ଭଳି ନିର୍ଭିିକ ସାମ୍ବାଦିକ ଆଜି ବିରଳ ବୋଲି ମତ ରଖିଥିଲେ । ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ସମାଜ ସେବୀ ଡଃ ରାଜ କିଶୋର ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Post

ଯୁବ ଖେଳାଳି ସଞୟ°କ ନୀଧନ ରେ ପୁରା କୁଡୁମୁଲୁଗୁମ୍ମା ଶୋକମୟ

Posted by - February 23, 2022 0
ମାଲକାନଗିରି :(ଅବଦୁଲ ଗନି)୨୦/୦୨କୁଡୁମୁଲୁଗୁମ୍ମା ଗ୍ରାମର ଜଣେ ଜଣାଶୁଣା ଓ ଲୋକପ୍ରିୟ ଯୂବଖେଳାଳି ସଞ୍ଜୟ ବିଶ୍ୱାସ°କ ନୀଧନ ହୋଇଯାଇଛି । ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ…

ଗୁରୁକୂଳ ପରମ୍ପରା ରେ ଅବସର କାଳୀନ ସମ୍ବର୍ଦ୍ଧନା

Posted by - April 5, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ପୂର୍ବାହ୍ନ ରେ ନୀଳଗିରି ବାଲିଗହିରି ସ୍ଥିତ, ରତ୍ନାକର ଟାଉନ୍ ହାଇ ସ୍କୁଲ ସମ୍ମିଳନୀ କକ୍ଷ ରେ, ଏକ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

ପାଟଣାଗଡ଼ ରମାଇ ହାଇସ୍କୁଲ ରେ ୮୬ ତମ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ପାଟଣାଗଡ଼୦୨/୦୪ (ତାପସ ରଞ୍ଜନ ବେହେରା) ପାଟଣାଗଡ଼ ସ୍ଥାନୀୟ ରମାଇ ହାଇସ୍କୁଲ ପରିସରରେ ଶୁକ୍ରବାର ଦିନ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ମୋବାଇଲ ସ୍କୁଲ ଏଟ ୟୋର ଲୋକାଲିଟି ଭ୍ୟାନ ଲୋକାର୍ପିତ

Posted by - February 8, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗତ ତିନି ବର୍ଷ ଧରି ମହାମାରୀ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ଏହି ସମୟରେ ଶିକ୍ଷା ଗ୍ରହଣ ପାଇଁ ପିଲାମାନେ ମୋବାଇଲରେ…

Leave a comment

Your email address will not be published.