Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଛେଳି ଚୋରିକରି ଧରା ପଡିଲେ ତିନି ଦୁର୍ବୁତ୍ତ

641 0

କେନ୍ଦୁଝର,ତା ୧୩ ନଭେମ୍ବର ର କେନ୍ଦୁଝର ସହରର କମାରଗୋଡ଼ା ଓ ବଡହଲ ରାସ୍ତା ନିକଟରୁ ଛେଳି ଚୋରି କରୁଥିବା ସମୟରେ ସାଧାରଣ ଲୋକ ମାନଙ୍କ ନିକଟରେ ଧାରା ପଡିଯାଇଥିଲେ  ଦୁର୍ବୁତ୍ତ । ସୂଚନା ଅନୁସାରେ ପଵିତ୍ରଡ଼ିହା ର ସିପୁ ପ୍ରଧାନ, ଅଟ ଚାଳକ ବଡ଼ହଳ ର ଦୀପକ ବେହେରା ଘଟଣା ସ୍ଥଳ ରୁ ଧାରା ପଡ଼ି ଥିବା ବେଳେ ନେଲୁଙ୍ଗ ର ଜୁଲୁ କର ଫେରାର ହୋଇ ଥୀବା  ବଲେ କିଛି ଲୋକ ତାଙ୍କୁ ଧରି କରଞ୍ଜିଆ ବସ୍ ଷ୍ଟାଣ୍ଡ ପାଖରେ ପୋଲିସ କୁ ଜିମା ଦେଇ ଛନ୍ତି

କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଛେଳି ଚୋରି ହେଉଥିବାବେଳେ ଆଜି  କମାରଗୋଡ଼ା ର ରାକେଶ ମହାପାତ୍ର, ରବୀନ୍ଦ୍ର ଖଟୁଆ, ଚନ୍ଦ୍ରମୋହନ ନାଏକ, ବଡ଼ହଳ ର ରଞ୍ଜିତ ନାୟକ,
ବଣିଆପାଟ ର ରସ୍ମ ନାଏକ, ହୋଲି ନାଏକ, କୁନି ନାଏକ, ସୁସ୍ମିତା ନାଏକ, ଲିପି ନାଏକ ଙ୍କର ଅଭିଯୋଗ କରିଥିଲେ ଘଟଣା ସ୍ଥଳରେ।

Facebook Notice for EU! You need to login to view and post FB Comments!

Related Post

ଡ଼କାୟତି ଘଟଣାରେ ଦୁଇ ଗିରଫ; ଲୁଟ୍ ସାମଗ୍ରୀ ଜବତ

Posted by - September 6, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଗତ ଦୁଇ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟରେ ହୋଇଥିବା ଏକ ଡ଼କାୟତି ଘଟଣାର ତଦନ୍ତ କରି ଆଜି ଗାଙ୍ଗପୁର ପୋଲିସ୍ ଦୁଇ…

ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ ଅଭିଯୋଗରେ ୮ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଙ୍କସରକାରଙ୍କ ବ୍ୟାପକ କଟକଣା ଓ ଧରପଗଡ ସତ୍ତେ ବନ୍ୟପ୍ରାଣୀ ଶିକାର ଥମୁ ନାହିଁ। ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଥିବା ବେଳେ ବିଭିନ୍ନ ସମୟରେ…

ତାଲା ଭାଙ୍ଗି ମୋବାଇଲ ଦୋକାନ ଚୋରି,CCTV ରେ କଏଦ ହେଲା ଚୋରି କରୁଥିବା ଦୃଶ୍ୟ

Posted by - June 30, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଗତ ରାତି ଚୋର ପଶି କଳାକନା ବୁଲାଇଛନ୍ତି ।…

ଅନ୍ତରାଜ୍ୟ ଡକାୟତ ଈଶ୍ବର ମହାଳିକ ଘରେ ପୋଲିସ୍ ର ପୁଣି ଚଢାଉ,ଦୁଇ ଗିରଫ, ତିନି ଫେରାର୍

Posted by - June 21, 2020 819
ରେମୁଣା:(ସୌମ୍ୟାସାଇ ବାରିକ୍) ଆଜି ରେମୁଣା, ସହଦେବଖୁଣ୍ଟା ପୋଲିସ୍ ଡି. ଏସ୍.ପି. (କ୍ରାଇମ୍) ମନୋଜ ରାଉତ ଙ୍କ ନେତୃତ୍ଵରେ, ଅନ୍ତରାଜ୍ଯ ଡକାୟତ ଈଶ୍ବର ମହାଳିକ ଘରେ ଚଢାଉ କରିଥିଲେ। ଏହି…

ଦୁଇ କୋଟି ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଲକ୍ଷାଧିକ ଟଙ୍କା ଜବତ

Posted by - October 22, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ବସ୍ତା ଥାନା ପୋଲିସ ସହିତ ଅବକାରୀ ସ୍କ୍ୱାର୍ଡ ଏବଂ ସ୍ଵତନ୍ତ୍ର ଫୋର୍ସ ର ବସ୍ତା ଥାନା ବିଦ୍ୟାଧର ପୁର ବସ୍ତି…

Leave a comment

Your email address will not be published.