କେନ୍ଦୁଝର,ତା ୧୩ ନଭେମ୍ବର ର କେନ୍ଦୁଝର ସହରର କମାରଗୋଡ଼ା ଓ ବଡହଲ ରାସ୍ତା ନିକଟରୁ ଛେଳି ଚୋରି କରୁଥିବା ସମୟରେ ସାଧାରଣ ଲୋକ ମାନଙ୍କ ନିକଟରେ ଧାରା ପଡିଯାଇଥିଲେ ଦୁର୍ବୁତ୍ତ । ସୂଚନା ଅନୁସାରେ ପଵିତ୍ରଡ଼ିହା ର ସିପୁ ପ୍ରଧାନ, ଅଟ ଚାଳକ ବଡ଼ହଳ ର ଦୀପକ ବେହେରା ଘଟଣା ସ୍ଥଳ ରୁ ଧାରା ପଡ଼ି ଥିବା ବେଳେ ନେଲୁଙ୍ଗ ର ଜୁଲୁ କର ଫେରାର ହୋଇ ଥୀବା ବଲେ କିଛି ଲୋକ ତାଙ୍କୁ ଧରି କରଞ୍ଜିଆ ବସ୍ ଷ୍ଟାଣ୍ଡ ପାଖରେ ପୋଲିସ କୁ ଜିମା ଦେଇ ଛନ୍ତି
କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଛେଳି ଚୋରି ହେଉଥିବାବେଳେ ଆଜି କମାରଗୋଡ଼ା ର ରାକେଶ ମହାପାତ୍ର, ରବୀନ୍ଦ୍ର ଖଟୁଆ, ଚନ୍ଦ୍ରମୋହନ ନାଏକ, ବଡ଼ହଳ ର ରଞ୍ଜିତ ନାୟକ,
ବଣିଆପାଟ ର ରସ୍ମ ନାଏକ, ହୋଲି ନାଏକ, କୁନି ନାଏକ, ସୁସ୍ମିତା ନାଏକ, ଲିପି ନାଏକ ଙ୍କର ଅଭିଯୋଗ କରିଥିଲେ ଘଟଣା ସ୍ଥଳରେ।
Facebook Notice for EU!
You need to login to view and post FB Comments!