ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଖଇରାବାଦ ସେବା ସଂଗଠନ ଓ ମିଶନ ଶକ୍ତି ସହଯୋଗରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ମୁଖ୍ୟ ଅଥିତି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ କୁଳମଣି ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା ଯୋଗଦେଇ ଥିଲେ। ଏହି ଅବସରରେ ରୋଗି ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ l ଶେଷରେ ଖଇରାବାଦ ସେବା ସଙ୍ଗଠନ ପକ୍ଷରୁ ସଫେଇ କରାଯାଇଥିଲା