Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଖଇରାବାଦ ସେବା ସଂଗଠନ ଓ ମିଶନ ଶକ୍ତି ସହଯୋଗରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

88 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଖଇରାବାଦ ସେବା ସଂଗଠନ ଓ ମିଶନ ଶକ୍ତି ସହଯୋଗରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ମୁଖ୍ୟ ଅଥିତି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ କୁଳମଣି ନାୟକଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା ଯୋଗଦେଇ ଥିଲେ। ଏହି ଅବସରରେ ରୋଗି ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ଶେଷରେ ଖଇରାବାଦ ସେବା ସଙ୍ଗଠନ ପକ୍ଷରୁ ସଫେଇ କରାଯାଇଥିଲା

Related Post

ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Posted by - June 27, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ…

ଯାଜପୁର ଜିଲାରେ ଜିଲା କ୍ୟାମ୍ପୋରୀ ୧୯ ଉଦ୍ଯାପିତ

Posted by - March 26, 2019 0
ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି…

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଧର୍ମଶାଳା ଜୁନିୟର ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦଯାପିତ ହୋଇ ଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ…

ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ

Posted by - March 29, 2021 0
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଂଚୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ କଲେ ବିଂଝାରପୁର ବିଧାୟିକା ତଥା ଶାସକ…

ବେଲବାହାଳୀରେ ପ୍ରିୟଙ୍କା ରେଡିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର

Posted by - December 5, 2019 0
କେନ୍ଦୁଝର:(ସୀତାରାମ ଦୀକ୍ଷିତ )ବେଲବାହାଳୀରେ ପ୍ରିୟଙ୍କା ରେଡିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ର ଅନୁଷ୍ଠିତ,,ହାଇଦ୍ରାବାଦରେ ଡକ୍ଟର ପ୍ରିୟଙ୍କା ରେଡିଙ୍କୁ ଗଣ ଦୁଷ୍କର୍ମ ହତ୍ୟା ଘଟଣାରେ  ପରେ ସାରା ଭାରତ ରେ …