Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ନିମନ୍ତେ ଉଦିଷ୍ଟ ତାଲିମ ଥେରାପି ପରାମର୍ଶ କେନ୍ଦ୍ର ଉଦଘାଟନ 

98 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗରିଆପୁର ୟୁ.ଜି. ଏମ. ଇ ସ୍କୁଲ ପରିସରରେ ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ଆଜି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ନିମନ୍ତେ ଉଦିଷ୍ଟ ତାଲିମ ଥେରାପି ପରାମର୍ଶ କେନ୍ଦ୍ର ଉଦଘାଟନ ହୋଇଛି l

ଆନ୍ତଜାତୀୟ ଦିବ୍ୟାଙ୍ଗ ଦିବସ  ଉପଲକ୍ଷେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯାଜପୁର ଅତିରିକ୍ତ ଜ଼ିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଯୋଗଦେଇ ଏହି ଉତ୍ସବ କୁ ଉଦଘାଟନ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲାଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିସାମାଜିକ କର୍ମୀ ମଣ୍ଟୁ ଦାଶସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Related Post

ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଦୁର୍ଘଟଣା ଘଟି ଦୁଇ ଶ୍ରମିକଙ୍କ ମୃତ୍ୟୁ

Posted by - August 28, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୁଟୁପାଲି ରାସ୍ତାରେ ଥିବା ଗୋଦାମ ରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ…

ବାବା ସୋମନାଥଙ୍କ ପିଠରେ ପାଠାଗାର ଉଦ୍‌ଘାଟିତ

Posted by - January 28, 2021 0
ଭୁବନେଶ୍ୱର:ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ଢାୱା ଗ୍ରାମରେ ଥିବା ବହୁ ପୁରାତନ ସୋମନାଥ ମନ୍ଦିର ପିଠରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି ।ଆଧ୍ୟତ୍ମତ ଓ ଦେବାଦେବୀଙ୍କ ଉପରେ ଆଧାରିତ…

ବୌଦ୍ଧ ଶ୍ରୀ ବାଲାଜି କଲେଜରେ ସ୍ୱାଗତ ସମାରୋହ ପାଲିତ

Posted by - November 3, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ଶ୍ରୀ ବାଲାଜି କଲେଜରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ ନୀତିନିୟମ ପାଳନ ପୂର୍ବକ କଲେଜର ସମସ୍ତ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ…

କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଥିଲି ଶାଖା ଦ୍ୱାରା ଋଣ ପ୍ରଦାନ

Posted by - June 18, 2021 0
ମାଥିଲି:(ଅବଦୁଲ ଗନି)କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଥିଲି ଶାଖା ଦ୍ୱାରା ଋଣ ପ୍ରଦାନ । ମାଲକାନଗିରି ଜିଲ୍ଲା ମାଥିଲି କେ. ସି. ସି. ବ୍ୟାଙ୍କ ଦ୍ୱାରା ମହିଳା…

ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

Posted by - May 26, 2022 0
ସୋନପୁର:(ଅଜିତ କୁମାର ପୂଜାହାରି) ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ…