ମୟୁରଭଞ୍ଜ:ଉଦଳା NAC ୧୨ନଂ ୱାର୍ଡ଼ର ଜଣେଵ୍ଯକ୍ତି ଆଜକୁ ଏକଵର୍ଷ ହେଵ ଵେଆଇନ ଭାଵେ ଅପମିଶ୍ରିତ ଖାଇଵା ତେଲ ଓ ଗୁଟଖା ତିଆରି କରି ,ଵଂଶୀଲାଲ ନାମରେ ଵିକ୍ରିକରି ଆସୁଥିଲେ, ଏକ ଵିଶ୍ଵସ୍ତସୂତ୍ରରୁ ଖଵରପାଇ ମୟୂରଭଞ୍ଜ ଏସପି ସଦଳଵଳେ ଚଢ଼ାଉ କରି ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ୪୦୦୦ଲିଟର ଅପମିଶ୍ରିତ ତେଲ ଓ ୧୦ହଜାର ଟଙ୍କାର ଗୁଟଖା ଜଵତ କରିଵା ସହ ନକଲି ଫ୍ଯାକ୍ଟରିକୁ ସିଲ କରିଛି ପୋଲିସ,
ଏହି ନକଲି ତେଲ ଓ ଗୁଟଖାର ଆନୁମାନିକ ଵଜାର ମୂଲ୍ୟ ପ୍ରାୟ ୨ଲକ୍ଷ ୧୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେଵଵୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ନେଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।