Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ନକଲି ତେଲ କାରଖାନା ଜବତ

611 0

ମୟୁରଭଞ୍ଜ:ଉଦଳା NAC ୧୨ନଂ ୱାର୍ଡ଼ର ଜଣେଵ୍ଯକ୍ତି  ଆଜକୁ ଏକଵର୍ଷ ହେଵ ଵେଆଇନ ଭାଵେ ଅପମିଶ୍ରିତ ଖାଇଵା ତେଲ ଓ ଗୁଟଖା ତିଆରି କରି ,ଵଂଶୀଲାଲ ନାମରେ ଵିକ୍ରିକରି ଆସୁଥିଲେ, ଏକ ଵିଶ୍ଵସ୍ତସୂତ୍ରରୁ ଖଵରପାଇ ମୟୂରଭଞ୍ଜ ଏସପି ସଦଳଵଳେ ଚଢ଼ାଉ କରି ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ୪୦୦୦ଲିଟର ଅପମିଶ୍ରିତ ତେଲ ଓ ୧୦ହଜାର ଟଙ୍କାର ଗୁଟଖା ଜଵତ କରିଵା ସହ ନକଲି ଫ୍ଯାକ୍ଟରିକୁ ସିଲ କରିଛି ପୋଲିସ,

ଏହି ନକଲି ତେଲ ଓ ଗୁଟଖାର ଆନୁମାନିକ ଵଜାର ମୂଲ୍ୟ ପ୍ରାୟ ୨ଲକ୍ଷ ୧୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେଵଵୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ନେଇ ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Related Post

କରୋନା ନେଇ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି

Posted by - April 10, 2020 0
ଭୁବନେଶ୍ବର:ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି।କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି ।କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା…

୪୯ ଏକର ଗଂଜେଇ ଗଛ ଅବକାରୀ ଓ ପୁଲିସ ଦ୍ୱାରା ନଷ୍ଟ

Posted by - November 25, 2021 0
ମାଥିଲି :(ଅବଦୁଲ ଗନି)ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମପଞ୍ଚାୟତ ବଙ୍ଗର ଗୁଡା ଓ ଅଞ୍ଜରୀଗୁଡା ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ୪୯ଏକର ସରକାରୀ ଅନୁମାନିକ ମୂଲ୍ୟ…

ଧର୍ମଗଡ଼ ବ୍ୟବସାୟୀ ଘରୁ ଡକାୟତି ମାମଲା ! ୩୧ ଲକ୍ଷ ସହ ୪ ମୋଟର ସାଇକେଲ, ୬ ମୋବାଇଲ ଜବତ ! ଚାରି ଗିରଫ !

Posted by - June 9, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଗତ ୩୦ ତାରିଖ ରାତି ରେ ଧର୍ମଗଡ଼ ର ବ୍ୟବସାୟୀ ଦିନେସ ଅଗ୍ରୱାଲ…

ମାର୍କଣ୍ଡପୁର ଠାରେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ

Posted by - April 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା…

ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଗଳିତ ମୃତଦେହ ରହସ୍ୟର ଫର୍ଦ୍ଦାଫାସ

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଗତ ୧୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ ଜଙ୍ଗଲରେ ମିଳିଥିବା ଗଳିତ ମୃତଦେହ ରହସ୍ୟର ଫର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ । ମେଣ୍ଡା ଗାଁର…

Leave a comment

Your email address will not be published.