Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଜଙ୍ଗଲ ହ୍ରାସ ଯୋଗୁଁ ବନ୍ୟଜନ୍ତୁ ଅସୁରକ୍ଷିତ

55 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ପ୍ରାକୁତିକ ଜଙ୍ଗଲ ଭର ପୁର ଥିଲା  l ଜଙ୍ଗଲରେ ମଧ୍ଯ ହାତୀ ଶହ ଶହ ସଂଖ୍ୟାରେ  ହାତୀ, ବାରହା, କୁଟୁରା, ସମ୍ବର, ଭାଲୁ, ହରିଣ, ବାଘ, ସିଂହ ରହୁଥିଲେ ଲୋକ ସଂଖ୍ୟା କମ ଥିବା ବେଳେ ଜଙ୍ଗଲ ସଂଖ୍ୟା ବହୁତ ଥିଲା ବର୍ତ୍ତମାନ ହୁତୁ ହୁତୁ ଜନସଂଖ୍ୟା ବଢୁଛି l ଚାଷ ଜମି ଅଧିକ ଥିବା ବେଳେ ଲୋକ ସଂଖ୍ୟା କମ ଥିଲା ଯାହାକି ଜଙ୍ଗଲ ଅଧିକ ଥିଲା ଏବେ ଜନସଂଖ୍ୟା ଏତେ ଦ୍ରୁତ ଗତିରେ ବଢିଲା ଯେ ଜଙ୍ଗଲକୁ କାଟି କୁଟି ପଦା ଧାନ ଚାଷ ବଦଳରେ ଲୋକମାନେ ପ୍ରକୁତିକ ଜଙ୍ଗଲକୁ ନଷ୍ଟ କରି କେବଳ ସବୁଜ ଚାଷ କରୁଛନ୍ତି l

ଯେଉଁ ସ୍ଥାନରେ ହାତୀ ତାର ଖାଦ୍ୟ ଖୋଜି ଖାଇବା କଥା ସେଠାରେ ସବୁଜ ଚାଷ, ଯେଉଁଠି ହାତ ରହିବା ସ୍ଥାନରେ ବର୍ତ୍ତମାନ ମଣିଷ ବାସ କରୁଛି l ମଣିଷ ଖୋଲା ସ୍ଥାନରେ, ଜଙ୍ଗଲରେ ରହି ପାରୁଛି ରହି ପାରିବ ତାହା ବୋଲି ହାତୀର ସାଥି ହେଉଛି ଜଙ୍ଗଲ ତାର ଖାଦ୍ୟ ହିଁ ଜଙ୍ଗଲରେ ମିଳେ ଯଦି ମଣିଷ ବାଭୁଛି ମୁଁ ମାନବ ନୁହେଁ ମୁଁ ହେଉଛି ବଣ ମଣିଷ ମୁଁ ଜଙ୍ଗଲରେ ରହିବି ତେବେ ଜଙ୍ଗଲର ହାତୀ କେଉଁଠି ରହିବ ସେ ବାଧ୍ୟ ହୋଇ ଲୋକ ଲଜ୍ୟା ସହୀନ ପାରି ଗାଁ ଗାଁରେ ଆସି ରହୁଛି ମଣିଷ ଯେମିତି ତାର ଜଙ୍ଗଲlର ଖାଦ୍ୟକୁ କାଟି କୁଟି ନଷ୍ଟ କରୁଛି ହାତୀ ମଧ୍ଯ ଲୋକଙ୍କ ଧାନ ଜମିକୁ ଧଷେଇ ପଶି ନଷ୍ଟ କରୁଛି l ଗଞ୍ଜେଇ ମାଫିଆ ମାନେ ଜଙ୍ଗଲ ସଫା କଲେ ହାତୀଙ୍କୁ ମାରୀ ହାତ ଦାନ୍ତ ନେଲେ ହାତୀଙ୍କୁ ମାରିବା ପାଇଁ ଶିକାରୀ ଜଙ୍ଗଲରର ବନ୍ଧୁକ ଧରି ବୁଲିଲା ତେବେ ହାତୀ ନିଜ ଜୀବନ ସାଙ୍ଗକୁ ତାର ପରିବାରର ଜୀବନ ବନଯାଇବା ପାଇଁ ଗାଁ ମୁହାଁ ହେଉଛି l

ହାତୀ ଯଦି ତାର ପ୍ରାକୁତିକ ଜଙ୍ଗଲକୁ ଫେରି ପାଇବ ତେବେ ସେ ଗାଁକୁ ଆସି ଲୋକଙ୍କ ଧାନ ଜମି କେବେ ନଷ୍ଟ କରିବ ନାହିଁ l ସେ ମଣିଷ ପରି ବେମାନୀ କରେ ନାହିଁ ହାତୀ ଗୋଟେ ସରଳ ଜୀବ , ଶାନ୍ତ ସରଳ ଓ ଜ୍ଞାନୀ ଯଦି ସରଳ ହୋଇନ ଥାନ୍ତା ତା ଦେହ ଉପରେ ମଣିଷ ବସି ଗାଁ ଗାଁ କୁ ନେଇ ଧାନ ଚାଉଳ ମାଗି ମଣିଷ ତାର ପେଟ ପୋଷୁ ନଥାନ୍ତା l ହାତୀ  କେବେ ଲୋକଙ୍କ ଚାଷ ଜମିକୁ ନଷ୍ଟ କରିବା ପାଇଁ ଚାହେଁ ନାହିଁ କି ଚାହୁଁ ନାହିଁ ପରିସ୍ଥିତିରେ ପଡ଼ି ଖାଦ୍ୟାଭାବ ଯୋଗୁଁ ଧାନ କିଆରୀକୁ ଆସି ଧାନ ଖାଉଛି l ଗଞ୍ଜେଇ ମାଫିଆ ମାନଙ୍କ ପାଇଁ ହାତୀ ଆଜି ତାର ଜଙ୍ଗଲର ରାଜ ଉଆସ ଛାଡି ଗାଁକୁ ଆସୁଛି ମଣିଷ ଯଦି ଭାବି ପାରୁ ନାହିଁ ଯେ ହାତୀର ସୁନାର ଜଙ୍ଗଲ ତାର ବାସ ସ୍ଥାନକୁ ମୁଁ ଯଦି ନଷ୍ଟ କରିବି ହାତୀ ରହିବ କେଉଁଠି ସେ ନିଶ୍ଚିଭାବେ ଆମର ଚାଷ ଜମିକୁ ନଷ୍ଟ ହିଁ କରିବ ଏଣୁ ଗଞ୍ଜେଇ ମାଫିଆ ମାନଙ୍କୁ ପ୍ରଥମେ ଦମନ କରାଯାଉ l ନଷ୍ଟ କରାଯାଇଥିବା ଜଙ୍ଗଲକୁ ପୁନର୍ବାର ନୂତନ ଜଙ୍ଗଲ ସୃଷ୍ଟି କରାଯାଉ ଦେଖିବେ ହାତୀ କେବେ ହେଲେ ଜଙ୍ଗଲ ରୁ ଆସିବେନି କି ଲୋକଙ୍କ ଧାନ କିଆରି ନଷ୍ଟ କରିବେ ନାହିଁ l

କଣ୍ଟାମାଳ ବନାଞ୍ଚଳ ଅଧିକାରୀଙ୍କ ମାତା କୁପା ଡ଼ୁମାଲ ପାଖାଲ, କାଣୀ ସିମିଲି, ଲବାର କାନି, ଉତୁର୍ଲା, ଗଦ ଗଦି ପଡ଼ା,ଖଲିଆ ପାଲି, ବୁଢା ଖୋଲ, ଡୁଙ୍ଗୁରି ପଡ଼ା, କନ୍ଧ ପଡ଼ା, ମାତାକୁପା, କୁମେଲ ବନ୍ଧ, ଲେନ୍ଦରୀ ମାଲ ଆଦି ଗ୍ରାମ ମାନଙ୍କରେ ପାଖ ଗ୍ରାମ୍ୟ ଜଙ୍ଗଲ ରିଝବ ଜଙ୍ଗଲକୁ ଜିଲ୍ଲା ବାହାର ଲୋକ ମାନେ ଆସି ଜଙ୍ଗଲକୁ କାଟି କୁଟି ପଦା କରି କେବଳ ସବୁଜ ଧାନ ଚାଷ ଶହ ଶହ ହଜାର ପରିମିତ ଅଞ୍ଚଳରେ ଗଞ୍ଜେଇ ଚାଷ ବିଗତ ବର୍ଷ ମାନଙ୍କରେ ଚାଷ କରିଥିବା ବେଳେ ବର୍ଷ ମଧ୍ଯ ବ୍ୟାପକ ଗଞ୍ଜେଇ ଚାଷ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ l ତା ସହିତ ଗଞ୍ଜେଇ ଚାଷ ବଡ଼ ବଡ଼ ମାଫିଆ ମାନେ ଚାଷ କରୁଥିବା ବେଳେ ଗ୍ରାମର ନିରୀହ ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଗଞ୍ଜେଇ କିଆରି ର ଯତ୍ନ ଭାର ଦେଇ କିଛି ଖାଇବା ଖର୍ଚ୍ଚ ଦେଇ ମାଫିଆ ମାଲେ ମାଲ ହେଉଥିବା ବେଳେ ନିରୀହ ଲୋକଙ୍କୁ ଧରାଯାଉଛି କିନ୍ତୁ ଗଞ୍ଜେଇ ମାଫିଆ ଯେକି ଚାଷରେ ହଜାର ଲକ୍ଷ ଲକ୍ଷ ଟଙ୍କା ଖଟାଉଛି ଓ କୋଟି ପତି ହେଉଛି ସେହି ମାଫିଆଙ୍କୁ ପୁଲିସ, ଜଙ୍ଗଲ ବିଭାଗ ଓ ଅବକାରୀ ବିଭାଗ ଧରି ପାରୁ ନାହିଁ ଏହାର ପଛର କାରଣ କଣ ଜନସାଧାରଣ ହିଁ ବିଚାର କରିବେ l

Related Post

ନୀଳଗିରି: କଂଗ୍ରେସ୍ ନିର୍ବାଚନ ମଣ୍ଡଳୀ ର ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - February 1, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) କଂଗ୍ରେସ୍ ଦଳ କୁ, ତୃଣ ମୂଳ ସ୍ତର ରୁ ଦୃଢ଼ ଓ ସଂଗଠିତ କରିବା ପାଇଁ, ହାଇ କମାଣ୍ଡ ଙ୍କ ନିର୍ଦେଶ କ୍ରମେ, ବିଭିନ୍ନ ଜିଲ୍ଲା…

ଅଗ୍ନିକାଣ୍ଡ ରେ ଜଳିଗଲା ୪ ବଖରା ଘର ସହ ଗାଈ ଜୀବନ୍ତ ଦଗ୍ଧ,ଜଣେ ଆହତ

Posted by - July 3, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ଛତିସଦେବିଲି ଗ୍ରାମ ର ଦିଜଜେନା ଙ୍କ ର ଚାରି ବଖରା…

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା:ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ପାର

Posted by - January 11, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଓଡ଼ିଶାର ୩୦ ଟି ଯାକ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ୨୪ ଘଣ୍ଟାରେ…

ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

Posted by - December 26, 2021 0
ନୂଆପଡ଼ା:(ମେଘନାଦ ନାୟକ)ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି…

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Posted by - September 25, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଚଡାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ।…