Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଲୁହାସିଂହ ପ୍ରାଥମିକ କୃଷି ସମବାୟ ସମିତି ଯୁରିଆ ଠାରେ ଆରମ୍ଭ ହେଲା ଧାନ ମଣ୍ଡି

46 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ଯୁରିଆ ଠାରେ ଖରିଫ ଋତୁ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଉପ ଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଆର୍ ଏମ ସି ସମ୍ପାଦକ କେ ଗଡ଼ତ୍ୟା ପ୍ରମୁଖ ଯୋଗଦେଇ ଥିଲେ।

ଏହି ଅବସରରେ ରେ ଉପଜିଲ୍ଲା ପାଲ ପୂଜା ପାଠ ସହ ମଣ୍ଡି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ସମବାୟ ସମିତି ସଭାପତି କନ୍ଦର୍ପ ସୁଆର ପରିଚାଳନା କରିଥିବା ବେଳେ ଗୋପ ସାହୁ, ଦିନବନ୍ଧୁ ମେହେର, ବିଜୟ ଯୋଶୀ, ଲଳିତ ପଟେଲ, ସୁଦାମ ସୁଆର, ଅନ୍ତର୍ଯ୍ୟାମୀ ଦାଶ, ସୁବଳ ଚାନ୍ଦ, ବିକାଶ ମେହେର, ସମ୍ପାଦକ ଶ୍ରୀପତି ଭୋଇ, ଡିଇଓ ଯଦୁ ରଣା ସମେତ ଚାଷୀ ମାନେ ଉପସ୍ଥିତ ଥିଲେ।

Related Post

ବେଲଗୁଣ୍ଠାରେ ମତଦାନ ଶାନ୍ତିପୁର୍ଣ୍ଣ:୬୧% ଭୋଟର କଲେ ନିଜର ମତ ସାବ୍ୟସ୍ତ

Posted by - March 24, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ପୌର ନିର୍ବାଚନ-୨୦୨୨ ଅବସରରେ ବେଲଗୁଣ୍ଠା ଏନ୍ଏସିରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମ୍ପୁର୍ଣ୍ଣ ହୋଇଛି ।ବେଲଗୁଣ୍ଠାର ୯୯୯୨ ଭୋଟରଙ୍କ ମଧ୍ୟରୁ ୬୦୭୯ ଜଣ…

ବେଆଇନ ଗୋରୁ ଶାଳ ହଟାଇବା ଓ ରାସ୍ତା ନିର୍ମାଣ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

Posted by - June 23, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ପୌରାଞ୍ଚଳର ଇଚ୍ଛାବତିଗୁଡ଼ା ସ୍ଥିତ ସାହି ବାସିନ୍ଦା ରାସ୍ତାରେ ବେଆଇନ ଗୋରୁ ଶାଳ ଉଚ୍ଛେଦ କରିବା ସହ ରାସ୍ତା ନିର୍ମାଣ କରିବା…

ପଞ୍ଚାୟତରାଜ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ପ୍ରଣବ ପ୍ରକାଶ ଦାସ

Posted by - August 26, 2021 0
ପାଟଣା :ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରିୟ ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କ ବୈଠକ ସାହାରପଡା ବ୍ଲକ ଉଦୟପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।…

ଚଢା ଦାମରେ ମଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ,କୋଭିଡ଼ ଟିକସ ପରେ ଗୁପ୍ତ ଟିକସ

Posted by - May 27, 2020 0
ଭୁବନେଶ୍ୱର: ଅନ୍‌ଲାଇନ୍‌ ମଦ ବେପାରରେ ସ୍ଥିତି ସୁଧୁରୁନି। ଗତ କାଲି ଭଳି ଆଜି ମଧ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁଲିସ-ମଦ୍ୟପଙ୍କ…

ସୁବର୍ଣ୍ଣପୁର ଜିଲ୍ଳା ଚାଷୀ ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ୧୨ ଘଣ୍ଟିଆ ରାସ୍ତାରୋକ

Posted by - June 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ଚାଷୀ ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ଆଜି ହିକୁଡି ଛକ ଠାରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି l…