ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ସମ୍ବିଧାନ ଦିବସ ଓ ସାଂଗଠାନିକ ବୈଠକ ଅନୁଷ୍ଠିତ

69 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଓଡ଼ିଶା ଓବିସି ମଞ୍ଚ ର ଆହ୍ଵାନ କ୍ରମେ ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଅଛି l ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କ ଆବାହନକ୍ରମେ ଓ ସଂଯୋଜନାରେ କୁଲୁତା ସମାଜ ବୌଦ୍ଧ ଜିଲ୍ଲା ପୂର୍ବ ଜିଲ୍ଲା ସଭାପତି ତଥା ଉପଦେଷ୍ଟା ନବୀନ କୁମାର ପ୍ରଧାନ ଙ୍କ ସଭାତିତ୍ବରେ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ସୋଇଥିଲା l

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ବାଳ, ଅଗରିଆ ସମାଜ ସଂଗଠକ ସୀତାକାନ୍ତ ସାଇ, ଯୁବ ଦୂମାଲ ବିକାଶ ପରିଷଦ ଉପଦେଷ୍ଟା ଦିନମଣି ଡାଙ୍ଗ, ବୌଦ୍ଧ ଜିଲ୍ଲା ଦୁମାଲ୍ ପରିଷଦ ସଭାପତି ସିତାଂଶୁ ଶେଖର ମହାକୁଲ୍, ସାମାଜିକ କର୍ମୀ ସିଦ୍ଧେଶ୍ୱର ଗିରି, ଯୁବ ସଂଗଠକ ଦେଶବନ୍ଧୁ ମହକୁଲ, କନ୍ଧମାଳ ଜିଲ୍ଲା ଯାଦବ ସଂଗଠକ ଜନବାଦି ଗୌଡ, ଖଦରା ସମାଜ ର ଦୁର୍ଯୋଧନ ନାଏକ, ମେହେର ସମାଜ ସଂଗଠକ ହୃଦାନନ୍ଦ ମେହେର,ମାହେଶ୍ୱରୀ ଦେହେରି ପୁରୁଷୋତ୍ତମ ମହାକୁଡ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇ ଥିଲେ l

ଆଲୋଚନାରେ ଆସନ୍ତା ଡିସେମ୍ବର ମାସରେ ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟି ଗଠନ ସହିତ ଭୁବନେଶ୍ୱର ଥରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶ ରେ ଯୋଗଦାନ କରିବାକୁ ସ୍ଥିର କରାଯାଇ ସେଶରେ ଜନବାଦୀ ଗୌଡ ଧନ୍ୟବାଦ୍ ଅର୍ପଣ କରିଥିଲେ l

Related Post

ସ୍ୱଚ୍ଛତା ସମ୍ପର୍କିତ ପଥପ୍ରାନ୍ତ ନାଟକ ପରିବେଷିତ

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରପାଳିକା ପକ୍ଷରୁ  ବିରଜା ମନ୍ଦିର ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ପାଇଁ ସୁଇଫ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ପଥପ୍ରାନ୍ତ…

ନାଇକେନପାଲିରେ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ

Posted by - April 11, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ…

ମୋଟୋର ସାଇକେଲ ଦୁର୍ଘଟଣା ରେ ଜଣେ ମୃତ

Posted by - May 31, 2022 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସକାଳ ପ୍ରାୟ 6,30ରୁ 7,00ଘଣ୍ଟ ସମୟ ମଧ୍ୟରେ କୁରଲୁଘାଟି ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି ସୂଚନା ଅନୁଯାୟୀ, ଉଦୟପୁର ଗ୍ରାମର,, ଯୋହନ…

କାଙ୍କୁବାଡି ପଞ୍ଚାୟତ ଘୋଷପଡି ଗ୍ରାମ ର ଅଙ୍ଗୱାଡ଼ି କେନ୍ଦ୍ର ଠାରେ ସ୍ଥନ୍ୟପାନ ଦିବସ ପାଳନ

Posted by - August 4, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲାର, ବିଷମକଟକ ବ୍ଲକ, କାଙ୍କୁବାଡି ପଞ୍ଚାୟତ ଘୋଷପଡି ଗ୍ରାମ ର ଅଙ୍ଗୱାଡ଼ି କେନ୍ଦ୍ର ଠାରେ ତା.୦୪/୦୮/୨୦୨୨ ରିଖ ବୁଧୁବାର ଦିନ ସ୍ଥନ୍ୟପାନ ଦିବସ ପାଳନ…