ଭବାନୀପାଟଣା ରେ ବ୍ରାଉନ ସୁଗାର କାରବାର,ଦୁଇ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ

31 0

ଭବାନୀପାଟଣା:(କଳାହାଣ୍ଡି ରୁ ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ରେ ବ୍ରାଉନ ସୁଗାର ର ପର୍ଦ୍ଦାଫାସ କରିଛି କଳାହାଣ୍ଡି ଅବକାରୀ ବିଭାଗ। ଏ ଅଭିଯୋଗ ରେ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ରୁ ଜଣାଯାଏ ଯେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନକଟି ଗୁଡା ନିକଟସ୍ଥ ପୁରୁଣା ଆର୍ ଟି ଓ ଅଫିସ ନିକଟରୁ ଶିବ ସେନାପତି ନାମକ ଏକ ବ୍ଯକ୍ତିକୁ ତାଙ୍କ ବାଇକ ସହ ଧରିଥିଲା।

ତନଖି ସମୟରେ ଅଭିଯୁକ୍ତ ଠାରୁ ୨୨.୬୭ ଗ୍ରାମ ଓଜନ ର ବ୍ରାଉନ ସୁଗାର ଯବତ୍ ହୋଇଥିଲା। ଜବତ ବ୍ରାଉନ ସୁଗାର ର ମୂଲ୍ୟ ପ୍ରାୟ ୨ ଲକ୍ଷ ୨୫ ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ସୁଚନା ମିଳିଛି। ଅବକାରୀ ବିଭାଗ ଶିବ ସେନାପତି କୁ କୋର୍ଟ ଚାଲାଣ କରିଛି।

Related Post

୨୪ ଲିଟର ଦେଶୀ ମଦ ସହ ଦୁଇଜଣ ଗିରୀଫ

Posted by - August 24, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦିଆ ଗୁଡା ର ପାର୍ବତୀ ଖରା ଓ ଲିମାଗୁଡା ର ପୀତବାସ ଭୂମିଆଙ୍କ ନିକଟରୁ ୨୪ ଲିଟର ଦେଶୀ…

ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମ

Posted by - December 8, 2019 0
ଯାଜପୁର: କଲେଜ ନିକଟରେ କମ୍ପ୍ୟୁଟର ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିମ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୁଲିସ…

ଧର୍ମଗଡ଼ ବ୍ୟବସାୟୀ ଘରୁ ଡକାୟତି ମାମଲା ! ୩୧ ଲକ୍ଷ ସହ ୪ ମୋଟର ସାଇକେଲ, ୬ ମୋବାଇଲ ଜବତ ! ଚାରି ଗିରଫ !

Posted by - June 9, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଗତ ୩୦ ତାରିଖ ରାତି ରେ ଧର୍ମଗଡ଼ ର ବ୍ୟବସାୟୀ ଦିନେସ ଅଗ୍ରୱାଲ…

ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ

Posted by - April 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗାଁ ରେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଯୁବକଙ୍କୁ ଗିରଫ ଦାବିରେ ରାତି ସାରା ଧାରଣା ରେ ବସିଲେ ଗ୍ରାମବାସୀ। ଯାଜପୁର ଜିଲ୍ଲା…

ଖୋର୍ଦ୍ଧା ରେ ବିଜେପି ନେତା ଙ୍କୁ ଗୁଳିକରି ହତ୍ୟା

Posted by - April 16, 2019 0
ଭୁବନେଶ୍ବର :୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ…