ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଛନ୍ଦାମୁଣ୍ଡ ଗ୍ରାମବାସୀ

56 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗ୍ରାମରେ ନିଦୀଘାଟ ନିର୍ମାଣ ପ୍ରକଳ୍ପର ସ୍ଥାନ ଅଦଳବଦଳକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ। ଅଭିଯୋଗ ମୁତାବକ ବାଙ୍ଗରା ପଂଚାୟତ ଛନ୍ଦାମୁଣ୍ଡ ଗ୍ରାମର ୮ନଂ ୱାର୍ଡର ସାହୁ ସାହି ନଦୀ ଘାଟ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିଥିବା ବେଳେ କିଛି ମୁଷ୍ଟିମେୟ ଲୋକ ଓ ଲୋକ ପ୍ରତିନିଧିଙ୍କ ଦ୍ୱାରା ଜୋର ଜବରଦସ୍ତ କରି ସେଠୀ ସାହିରେ ନିର୍ମାଣ ହୋଇଛି ନଦୀଘାଟ।

ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।  ତେଣୁ ସାହୁ ସାହିରେ ଆଉ ଏକ ଘାଟ ନିର୍ମାଣ ଦାବି କରି ଜିଲାପାଳଙ୍କୁ ଏକ ପ୍ରତିନିଧି ଦଳ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ଏଥି ସହ ପ୍ରକଳ୍ପର ନିର୍ମାଣ ସ୍ଥାନ ପରିବର୍ତ୍ତନର ଉପଯୁକ୍ତ ତଦନ୍ତ କରାଯିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ l

Related Post

ଆବାସ ଯୋଜନାରେ ତୃଟିପୂର୍ଣ୍ଣ ଲଗୋକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ

Posted by - July 23, 2021 0
ବୌଦ୍ଧ,(ଚିତ୍ତରଂଜନ ସିଂ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆବାସ ଯୋଜନାର ଲଗୋ ଲଗାଇବାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି…

ପାଟଣାଗଡ଼ ବିଧାୟକ ସରୋଜ ମେହେର ଗଲେ ଜେଲ୍‌

Posted by - June 24, 2019 0
ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିଲା।ବିଧାୟକଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ…

ଆସୁଛି ଆମଫନ ବାତ୍ୟା,ଆଜି ସଂଧ୍ୟାରେ ଅବପାତର ରୂପ ନେବ,ଚାରି ଜିଲ୍ଲା କୁ ସତର୍କ ବାଣୀ

Posted by - May 15, 2020 658
ଭୁବନେଶ୍ବର :ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ…

ସମ୍ବଲପୁରରେ କ୍ଲାସ୍‌ରୁମ୍‌ରେ ଶିକ୍ଷକଙ୍କୁ ମୋବାଇଲ୍‌ ମନା

Posted by - December 29, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେ ଏଣିକି ହାଇସ୍କୁଲରେ ପାଠପଢା ସମୟରେ କ୍ଲାସ୍‌ରୁମ୍‌ରେ ଶିକ୍ଷକଙ୍କୁ ମୋବାଇଲ୍‌ ମନା । ଏମିତି କିଛି ନିଦ୍ଦେର୍ଶ ନାମା ଯାରି କରିଛନ୍ତି…

ଦାବି ପୂରଣ ନହେଲେ ୨୪ରୁ ଆଦିତ୍ୟ ଆଲୁମିନା ବିରୋଧରେ ଆନ୍ଦୋଳନ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦାବି ପୂରଣ ନହେଲେ ଆସନ୍ତା 24 ରୁ ଆଦିତ୍ୟ ଆଲୁମିନିୟମ ବିରୋଧରେ ଆନ୍ଦୋଳନ ଏଭଳି ଧମକ ଦେଇଛନ୍ତି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସଙ୍ଘ ର…