ଇନର ହୁଇଲ କ୍ଲବର ରୌପ୍ୟଜୟନ୍ତୀ ଉତ୍ସବ ପାଳିତ

44 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଅମ୍ବିକାଇସ୍ଥିତ ରୋଟାରୀ ଭଵନ ପରିସରରେ ଇନର ହୁଇଲ କ୍ଲବର ରୌପ୍ୟଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। କ୍ଲବର ସଭାପତି ସ୍ୱୟଂପ୍ରଭା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଥି,ପୂର୍ବତନ ପୋୖରାଧକ୍ଷ ଭଵ ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଇନର ହୁଇଲର ଡିଷ୍ଟିଟ ଚେୟାରମାନ ଟି ଚିରଂଜିବି ଯୋଗ ଦେଇ ମହିଳା ମାନଙ୍କୁ ଏକ ହୋଇ ସମାଜକୁ ସୁଧାର ଆଣିବା ସହ ସମାଜସେବାରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ଇନର ହୁଇଲ କ୍ଲବ ପାଇଁ ଘର ଦିଆଯିବାକୁ ବିଧାୟକଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

Related Post

ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ବିଭିନ୍ନ ଗ୍ରାମରେ ବିଜେଡି ର ସାଂଗଠନିକ ସଭା

Posted by - November 20, 2021 0
ପାଟଣାଗଡ଼: ୨୯/୧୧( ତାପସ ରଞ୍ଜନ ବେହେରା ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ର କର୍ଲାକୁଟୁନା , ମହୁରୁଣ୍ଡି , ଗୁର୍ଜିଭଟା , କୁରୁଲୁମାଲ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ଵଛତା ପକ୍ଷ ପାଳିତ

Posted by - April 15, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାକକ୍ଷ ଠାରେ ସ୍ଵଛତା ପକ୍ଷ୍ ପାଳନ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ…

ଅଗ୍ନିକାଣ୍ଡରେ ୩ ବଖରା ଜଳିଗଲା

Posted by - January 12, 2020 0
ବରୀ ୧୨/୧ – (ସ୍ନେହାଂଶୁ ଶେଖର ମହାନ୍ତ)ବରୀ ବ୍ଲକ ଅଧିନ ଅଟିରା ପଂଚାୟତ ଗହପାଳ ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ…

ଗଡ଼ସନ୍ତ୍ରୀ ଡମ୍ବରୁଧର ଶିବ ମନ୍ଦିରରୁ ଚୋରୀ

Posted by - October 15, 2019 549
ଅନୁଗୁଳ:(ମହେଶ ଭୋମରାଜ)ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ଥିବା ଡମ୍ଭୁରୁଧର ଶିବ ମନ୍ଦିର ରୁ ଚୋରି ହୋଇଥିବାର ଖବର ମିଳିଛି। ଗତ ରାତିରେ କୌଣସି ଦୁର୍ବୁର୍ତ୍ତ ଚୋରୀ…